• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ନକ୍ସଲ ଉପଦ୍ରୁତ

ଭଲ କାମ କରିବାରୁ ୩୪୭ ଏସପିଓ ହେଲେ କନେଷ୍ଟବଳ

April 23, 2015 by ନିଉଜ ଡେସ୍କ Leave a Comment

ଭୁବନେଶ୍ଵର, ଏପ୍ରିଲ ୨୩ (ଓଡିଶା ଡଟ କମ ) ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସନ୍ତୋଷଜନକ କାର୍ଯ୍ୟ କରିଆସିଥିବାରୁ ରାଜ୍ୟସରକାର ବୁଧବାର ୩୪୭ ଜଣ ସ୍ପେଶିଆଲ ପୁଲିସ ଅଫିସରଙ୍କୁ କନେଷ୍ଟବଲ ଭାବେ ନିଯୁକ୍ତ କରିଛନ୍ତି ।

ରାଜ୍ୟର ନଅ ଟି ଜିଲା ସୁନ୍ଦରଗଡ, ରାୟଗଡା, ଦେବଗଡ, ଗଞ୍ଜାମ, ଯାଜପୁର, କେନ୍ଦୁଝର, କୋରାପୁଟ, ନୂଆପଡା ଓ ରାଉରକେଲାରେ କାମ କରୁଥିବା ଏହି ସ୍ପେଶିଆଲ ପୁଲିସ ଅଫିସରଙ୍କ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ତିନିବର୍ଷ ଧରି ଏହି ଯୁବକମାନେ କ୍ରମାଗତ ସ୍ପେଶିଆଲ ପୁଲିସ ଅଫିସରଭାବେ କାର୍ଯ୍ୟକରି ସ୍ଥାନୀୟ ପୁଲିସ କତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି।

ଜିଲୱାରୀ କନେଷ୍ଟବଲ ନିଯୁକ୍ତି ପାଇଥିବା ଏହି ଏସପିଓ ମାନଙ୍କ ସଂଖ୍ୟା ହେଉଛି ସୁନ୍ଦରଗଡରୁ ୨ ଜଣ, ରାୟଗଡାରୁ ୧୯୬, ଦେବଗଡରୁ ୩୫, ଗଞ୍ଜାମରୁ ୧୨, ଯାଜପୁରରୁ ୨୦ , କେନ୍ଦୁଝରରୁ ୮ , କୋରାପୁଟରୁ ୬୭ ନୂଆପଡାରୁ ୧ ଓ ରାଉରକେଲାରୁ ଛଅ ଜଣ ।

ଓଡିଶା ଡଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ରାଜନୀତି Tagged With: କନେଷ୍ଟବଳ, କେନ୍ଦୁଝର, ଗଞ୍ଜାମ, ଦେବଗଡ, ନକ୍ସଲ ଉପଦ୍ରୁତ, ଯାଜପୁର, ରାୟଗଡ଼ା, ସୁନ୍ଦରଗଡ଼

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ