• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

"ଫିସ୍ ବିରିୟାନି"

‘ଫିସ୍ ବିରିୟାନି’ ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

September 20, 2011 by ଓଡିଶା ଡଟ କମ Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ବଡ଼ ରୋହି ମାଛ-(କଟା)୧/୨ କିଗ୍ରା, ବାସୁମତୀ ଚାଉଳ-୧/୨ କିଗ୍ରା, ପିଆଜ-୪ଟା(ବଡ଼), ଅଦା-୧ ଖଣ୍ଡ, ଗୁଜୁରାତି-୪/୬ ଟା, ଲବଙ୍ଗ-୫/୬ ଟା, ଗୋଟା ଗୋଲମରିଚ-୨ ଚାମଚ(ଛୋଟ), ସାହା ଜିରା-୧ ଚାମଚ(ଛୋଟ), ଜାଇତ୍ରି-୨, ଜାଇଫଳ-ଫାଳେ, ତେଜପତ୍ର-୨ଟା, ଧନିଆପତ୍ର କଟା-ଅଳ୍ପ, ପୋଦିନା ପତ୍ର-୧ ଚାମଚ(ଛୋଟ), ରିଫାଇନ୍ ତେଲ-୧ କପ୍ ଘିଅ-୪ ଚାମଚ(ବଡ଼), ଅଣ୍ଡା-୨ ଟା(ସିଝାଇବା ପାଇଁ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ବଡ଼ପାତ୍ର ଚୁଲିରେ ବସାଇ ସେଥିରେ ୫/୬ କପ୍ ପାଣି ଦିଅନ୍ତୁ । ସେଥିରେ ଖଣ୍ଡେ ଅଦା,୧ଟା ପିଆଜ,ସାହାଜିରା, ଜାଲିଫଳ ଓ ତେଜପତ୍ର ପକାଇ ତାକୁ ଘୋଡ଼େଇ ଦିଅନ୍ତୁ । ପାଣି ଭଲଭାବରେ ୧୦/୧୮ ମିନି୍ଟ ଫୁଟିଗଲେ ଚୁଲିରୁ ଓହ୍ଲାଇ ଗୋଟେ ପ୍ଲେଟରେ ଢାଲି ରଖନ୍ତୁ ।

ମାଛକୁ ଧୋଇ ଲୁଣ ହଳଦୀ ଗୋଳାଇ ତେଲରେ ଛାଣି ରଖନ୍ତୁ । ଗୋଟିଏ ପିଆଜକୁ ଲମ୍ବା ଲମ୍ବା କାଟି ତେଲରେ ଲାଲ କରି ଛାଣି ରଖନ୍ତୁ । ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ ।

ସେଥିରେ କଟା ପିଆଜ, କଟା ଅଦା, ସାହାଜିରା, ଗୁଜୁରାତି, ଲବଙ୍ଗ, ଗୋଲମରିଚ ଓ ଡ଼ାଳଚିନି ଛେଚି ପକାନ୍ତୁ । ପିଆଜ ବାଦାମିରଙ୍ଗ ହୋଇ ଆସିଲେ ଚାଉଳକୁ ଧୋଇ ପକାନ୍ତୁ । ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚାଉଳକୁ କିଛି ସମୟ ଭାଜନ୍ତୁ ।

ବର୍ତ୍ତମାନ ଏଥିରେ କଟା ପୋଦିନା ପତ୍ର ପକାଇ ଗୋଳାନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପାଣି ସହିତ ଅଳ୍ପପାଣି ମିଶାଇ ଚାଉଳର ଦୁଇଗୁଣା ପାଣି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ପୁଣି ଘୋଢାଇ ରାନ୍ଧନ୍ତୁ ।

ଭାତ ଅଧାହୋଇ ଆସିଲେ ପୁର୍ବରୁ ରାନ୍ଧିରଖିଥିବା ମାଛକୁ ପକାଇ ଧିରେ ଧିରେ ଗୋଳାନ୍ତୁ ଯେପରିକି ମାଛ ଭାଙ୍ଗି ନଯାଏ ।ତାକୁ ପୁଣି ଘୋଡ଼ାଇ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ତାକୁପୁଣି କାଢି କଟା ଧନିଆପତ୍ର ପକାନ୍ତୁ । ପ୍ଲେଟରେ କାଢି ସିଝା ଅଣ୍ଡା ଓ ଭଜା ପିଆଜରେ ସଜାଇ ରାଇତା ସହିତ ପରିବେଷଣ କରନ୍ତୁ ଫିସ୍ ବିରିୟାନି ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଆମ ରୋସେଇ ଘରୁ, ମୁଖ୍ୟ ଖବର Tagged With: "ଫିସ୍ ବିରିୟାନି", ଆମ ରୋସେଇ ଘରୁ

“ଫିସ୍ ବିରିୟାନି”

February 3, 2008 by News Bureau Leave a Comment

ପ୍ରସ୍ତୁତି : ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

FishBiriyaniବଡ଼ ରୋହି ମାଛ-(କଟା)୧/୨ କିଗ୍ରା, ବାସୁମତୀ ଚାଉଳ-୧/୨ କିଗ୍ରା, ପିଆଜ-୪ଟା(ବଡ଼), ଅଦା-୧ ଖଣ୍ଡ, ଗୁଜୁରାତି-୪/୬ ଟା,ଲବଙ୍ଗ-୫/୬ ଟା, ଗୋଟା ଗୋଲମରିଚ-୨ ଚାମଚ(ଛୋଟ), ସାହା ଜିରା-୧ ଚାମଚ(ଛୋଟ), ଜାଇତ୍ରି-୨, ଜାଇଫଳ-ଫାଳେ, ତେଜପତ୍ର-୨ଟା, ଧନିଆପତ୍ର କଟା-ଅଳ୍ପ, ପୋତିନା ପତ୍ର-୧ ଚାମଚ(ଛୋଟ), ରିଫାଇନ୍ ତେଲ-୧ କପ୍, ଘିଅ-୪ ଚାମଚ(ବଡ଼),ଅଣ୍ଡା-୨ ଟା(ସିଝାଇବା ପାଇଁ) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଗୋଟିଏ ବଡ଼ପାତ୍ର ଚୁଲିରେ ବସାଇ ସେଥିରେ ୫/୬ କପ୍ ପାଣି ଦିଅନ୍ତୁ । ସେଥିରେ ଖଣ୍ଡେ ଅଦା,୧ଟା ପିଆଜ, ସାହାଜିରା, ଜାଲିଫଳ ଓ ତେଜପତ୍ର ପକାଇ ତାକୁ ଘୋଡ଼େଇ ଦିଅନ୍ତୁ । ପାଣି ଭଲଭାବରେ ୧୦/୧୮ ମିନି୍ଟ ଫୁଟିଗଲେ ଚୁଲିରୁ ଓହ୍ଲାଇ ଗୋଟେ ପ୍ଲେଟରେ ଢାଲି ରଖନ୍ତୁ ।

ମାଛକୁ ଧୋଇ ଲୁଣ ହଳଦୀ ଗୋଳାଇ ତେଲରେ ଛାଣି ରଖନ୍ତୁ । ଗୋଟିଏ ପିଆଜକୁ ଲମ୍ବା ଲମ୍ବା କାଟି ତେଲରେ ଲାଲ କରି ଛାଣି ରଖନ୍ତୁ ।

ଅନ୍ୟ ଏକ ପାତ୍ରରେ ଘିଅ ଗରମ କରନ୍ତୁ । ସେଥିରେ କଟା ପିଆଜ, କଟା ଅଦା, ସାହାଜିରା, ଗୁଜୁରାତି, ଲବଙ୍ଗ, ଗୋଲମରିଚ ଓ ଡ଼ାଳଚିନି ଛେଚି ପକାନ୍ତୁ । ପିଆଜ ବାଦାମିରଙ୍ଗ ହୋଇ ଆସିଲେ ଚାଉଳକୁ ଧୋଇ ପକାନ୍ତୁ ।

ହଳଦୀ ଗୁଣ୍ଡ ପକାଇ ଭଲ ଭାବରେ ଗୋଳାଇ ଚାଉଳକୁ କିଛି ସମୟ ଭାଜନ୍ତୁ । ବର୍ତ୍ତମାନ ଏଥିରେ କଟା ପୋଦିନା ପତ୍ର ପକାଇ ଗୋଳାନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପାଣି ସହିତ ଅଳ୍ପପାଣି ମିଶାଇ ଚାଉଳର ଦୁଇଗୁଣା ପାଣି ଦିଅନ୍ତୁ ।

ସ୍ୱାଦ ଅନୁସାରେ ଲୁଣ ପକାଇ ତାକୁ ପୁଣି ଘୋଢାଇ ରାନ୍ଧନ୍ତୁ । ଭାତ ଅଧାହୋଇ ଆସିଲେ ପୁର୍ବରୁ ରାନ୍ଧିରଖିଥିବା ମାଛକୁ ପକାଇ
ଧିରେ ଧିରେ ଗୋଳାନ୍ତୁ ଯେପରିକି ମାଛ ଭାଙ୍ଗି ନଯାଏ ।

ତାକୁ ପୁଣି ଘୋଡ଼ାଇ ଭାତ ହେବା ପର୍ଯ୍ୟନ୍ତ ରାନ୍ଧନ୍ତୁ । ତାକୁପୁଣି କାଢି କଟା ଧନିଆପତ୍ର ପକାନ୍ତୁ । ପ୍ଲେଟରେ କାଢି ସିଝା ଅଣ୍ଡା ଓ ଭଜା ପିଆଜରେ ସଜାଇ ରାଇତା ସହିତ ପରିବେଷଣ କରନ୍ତୁ ଫିସ୍ ବିରିୟାନି ।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ଆମ ରୋସେଇ ଘରୁ Tagged With: "ଫିସ୍ ବିରିୟାନି"

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ