• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବାଲେଶ୍ଵର

ବାଲେଶ୍ଵରରେ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ କୋର୍ଟ

May 25, 2015 by News Bureau Leave a Comment

ଓଡିଶା ଡଟ କମ ସମ୍ବାଦଦାତା

ବାଲେଶ୍ଵର,ମଇ ୨୫ (ଓଡିଶା ଡଟ କମ) : ବାଲେଶ୍ଵର ଜିଲ୍ଲା ସଦର ମହକୁମାରେ ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ (ଜେଏମଏଫସି) କୋର୍ଟ ପ୍ରତିଷ୍ଠା ହେବ । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତିୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ।

ବାଲେଶ୍ଵରରେ ବର୍ତ୍ତମାନ ଅତିରିକ୍ତ ସିଭିଲ ଜଜ(ଜୁନିୟର ଡିଭିଜନ) ଙ୍କ କୋର୍ଟ ରହିଛି। ସରକାରଙ୍କ ଏହି ନିଷ୍ପତ୍ତି ଦ୍ଵାରା, ଏହି କୋର୍ଟ “ଅତିରିକ୍ତ ସିଭିଲ ଜଜ(ଜୁନିୟର ଡିଭିଜନ) ତଥା ଜୁଡିସିଆଲ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ” ଭାବେ କାର୍ଯ୍ୟ କରିବ ।

ଏହାଦ୍ଵାରା ନିକଟବର୍ତ୍ତୀ ଜେଲ୍ ରେ ଥିବା ବିଚାରଧିନ ବନ୍ଦୀ ମାନଙ୍କ ମାମଲା ଏହି କୋର୍ଟ କୁ ବିଚରାପାଇଁ ଯାଇ ପାରିବ ।

ଓଡିଶା ଡଟ କମ

News Bureau
News Bureau

Filed Under: ମୁଖ୍ୟ ଖବର Tagged With: ଜୁଡିସିଆଲ ମାଜିଷ୍ଟ୍ରେଟ, ବାଲେଶ୍ଵର, ସରକାର

ଗୋଟିଏ ଦୁଇଟି ସ୍ଥାନରେ ବର୍ଷା, ଝଡ ତୋଫାନ ସମ୍ଭାବନା

April 30, 2015 by News Bureau Leave a Comment

ଭୁବନେଶ୍ୱର ଏପ୍ରିଲ ୩୦ (ଓଡିଶା ଡଟ କମ) ଗୁରୁବାର ସକାଳ ଓ ଦିନ ୧୨.୩୦ ମଧ୍ୟରେ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ଓ ଝଡ ତୋଫାନ ହେବାର ସମ୍ଭାବନା ଥିବା ଭୁବନେଶ୍ଵର ପାଣିପାଗ କାର୍ଯ୍ୟ।ଳୟ କହିଛି ।

ଉପଗ୍ରହ ମାଧ୍ୟମରେ ଉତ୍ତୋଳିତ ଚିତ୍ରରୁ ଏହାର ସଂକେତ ମିଳିଛି ।

ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ ତୋଫାନ ଓ ବର୍ଷା ହେବା ସହ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କାର୍ଯ୍ୟ।ଳୟ ଏକ ଇସ୍ତାହାରରେ ପ୍ରକାଶ କରିଛି ।

ଓଡିଶା ଡଟ କମ

News Bureau
News Bureau

Filed Under: ପରିବେଶ Tagged With: କେନ୍ଦ୍ରାପଡ଼ା, ଜଗତସିଂପୁର, ଝଡ ତୋଫାନ, ପାଣିପାଗ କାର୍ଯ୍ୟ।ଳୟ, ବାଲେଶ୍ଵର, ଭଦ୍ରକ, ଯାଜପୁର

ତଲସାରୀ ବିକାଶ ପାଇଁ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ

April 24, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୨୪ (ଓଡିଶା ଡଟ କମ) ବାଲେଶ୍ଵର ଜିଲ୍ଲାର ତଳସାରୀ ବେଳାଭୂମି ଅଞ୍ଚଳର ବିକାଶ ପାଇଁ ତଳସାରୀ, ଚନ୍ଦନେଶ୍ଵର, ଓ ଭୂଷଣ୍ଡେଶ୍ଵର ଅଞ୍ଚଳକୁ ନେଇ ସରକାର ଏକ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ ବ ସ୍ପେଶାଲ ପ୍ଲାନିଂ ଅଥରିଟି ଗଠନ କରିବେ ।

talasariମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି ଅଞ୍ଚଳର ୩୬ଟି ଗାଁକୁ ନେଇ ଏହା ଗଠନ କରାଯିବ । ବାଲେଶ୍ଵର ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ ଓ ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ଏହାର ସଦସ୍ୟ ସଚିବ ରହିବେ ।

ପର୍ଯ୍ୟଟନ ବିକାଶର ଅଭିଜ୍ଞତା ଥିବା ଏକ ସଂସ୍ଥାକୁ ଏହି ଅଞ୍ଚଳର ମାଷ୍ଟର ପ୍ଳାନ ବିକାଶ ପାଇଁ ଦାୟିତ୍ଵ ଦିଆଯିବା ପାଇଁ ଏହି ବୈଠକରେ ସ୍ଥିର ହୋଇଛି । ପର୍ଯ୍ୟଟନ ବିକାଶ ପାଇଁ ଏକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଇଉନିଟ ଗଠନ କରାଯିବା ସହ ହୋଟେଲ ଶିଳ୍ପର ଅଭିବୃଦ୍ଧି, ବେଳାଭୂମି ଆଲୋକୀକରଣ, ରାସ୍ତା, ଉପକୂଳ ସୁରକ୍ଷା ଆଦି କାର୍ଯ୍ୟକ୍ରମ ଉପରେ ବୈଠକରେ ଗୁରୁତ୍ଵ ଆରୋପ କରଯାଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପର୍ଯଟନ Tagged With: ଆଲୋକୀକରଣ, ଉପକୂଳ ସୁରକ୍ଷା, ବାଲେଶ୍ଵର, ବେଳାଭୂମି, ରାସ୍ତା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ