• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବ୍ରଣ

ମୁହଁରେ ବ୍ରଣ ବାହାରିଲେ କଣ କରିବେ ?

July 17, 2015 by ନିଉଜ ଡେସ୍କ Leave a Comment

ମୁହଁରେ ବ୍ରଣ ବାହାରିଲେ କଣ କରିବେ ?

ନଳିନୀ ପ୍ରଧାନଙ୍କ ଠାରୁ

IMG-20150717-WA0000 (1)ମୁହଁରେ ଅଧିକ ବ୍ରଣ ହେଉଥିଲେ ଏହା ଉପରେ ହଳଦୀ ଓ ନିମ ପତ୍ର ବାଟି ଲଗେଇବାର ୧୫ମିନିଟ ପରେ ଧୋଇ ଦିଅନ୍ତୁ । ଦେଖିବେ ବ୍ରଣ ହେବନି କି ଦାଗ ବି ରହିବନି । ସେହିପରି ଚାହିଁଲେ ନିମ ପତ୍ରକୁ ପାଣିରେ ଫୁଟାଇ ଟୋନର ପରି ବ୍ୟବହାର କରିପାରିବେ।

ଲେମ୍ବୁ ରସ ସହ ମହୁକୁ ମିଶାଇ ମୁହଁରେ ଲଗାଇ ୧୦ ମିନିଟ ପରେ ଧୋଇଦେବେ, ଦେଖିବେ ମୁହଁ ଉଜ୍ଜ୍ଵଳ ଦେଖା ଯିବ । ସୂର୍ଯ୍ୟ କିରଣ ଯୋଗୁଁ ମୁହଁରେ ହେଉଥିବା ଟ୍ୟାନକୁ ଦୂର କରିବା ପାଇଁ ଟମାଟୋର ପେଷ୍ଟ କରି ଲଗାନ୍ତୁ ।

ସତେଜ କମଳା ଚୋପାର ଏକ ପ୍ରଲେପ ତିଆରି କରି ଏହାକୁ ମୁହଁରେ ଲଗାଇ ୧୫ ମିନିଟ ପରେ ମୁହଁ ଧୋଇଦିଅନ୍ତୁ ଦେଖିବେ ସତେଜ ଲାଗିବ । ନିୟମିତ ବ୍ୟବଧାନରେ ଘରେ ପେଡିକ୍ୟୁର କରନ୍ତୁ ।

ନଖ ଉଷୁମ ପାଣିରେ କିଛି ଶାମ୍ପୋ, ଲୁଣ ଓ ଡେଟଲ ପକାଇ ପ୍ରାୟ ୧୫-୨୦ ମିନିଟ ପର୍ଯ୍ୟନ୍ତ ସେଥିରେ ପାଦକୁ ବୁଡାଇ ରଖନ୍ତୁ। ଏହା ପରେ ପାଦକୁ ଭଲଭାବରେ ପୋଛି ମଇଶ୍ଚରାଇଜର ଲଗାନ୍ତୁ ।

ନିୟମିତ ବ୍ୟବଧାନରେ ହାତ ଓ ଗୋଡ ନଖ କାଟନ୍ତୁ ଓ ଏହାକୁ ସଫା ରଖନ୍ତୁ । ଗାଧୁଆ ଟବ ରେ ଲେମ୍ବୁ ରସ ପକାଇ ଗାଧୋଇଲେ ଏହା ଆପଣଙ୍କ ଶରୀରରୁ ବାହାରୁଥିବା ଝାଳ ଜନିତ ଦୁର୍ଗନ୍ଧରୁ ରକ୍ଷା କରିଥାଏ ।

ତ୍ଵଚାରେ ଡ୍ରାଏନେସ ଆଣିବା ପାଇଁ ଟାଲକମ ପାଉଡର ବ୍ୟବହାର କରନ୍ତୁ ।

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ସୌନ୍ଦର୍ଯ୍ୟ ଚର୍ଚା Tagged With: ବ୍ରଣ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ