• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭାରତୀୟ କ୍ରିକେଟ ଟିମ୍

ଭାରତୀୟ କ୍ରିକେଟ ଟିମ୍ ରେ ଓଡିଆ ଝିଅ

August 21, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ, ଅଗଷ୍ଟ ୧୯ (ଓଡ଼ିଶା ଡ଼ଟ୍ କମ୍) ଜାତୀୟ ସିନିୟର ମହିଳା ଟି-୨୦ ଦଳରେ ଓଡିଶାର ଦ୍ୱିତୀୟ ମହିଳା କ୍ରିକେଟ ଭାବେ ବଲାଙ୍ଗିର ଝିଅ ରୋଶନାରା ପରିବିନ୍ ସ୍ଥାନ ପାଇଛନ୍ତି ।

ରୋଶନାରାଙ୍କ ପୂବରୁ ମାଧୁରୀ ମେହଟା ଜାତୀୟ ମହିଳା ଦଳରେ ସ୍ଥାନ ପାଇଥିଲେ କିନ୍ତୁ ରୋଶନାରା ଓଡିଶାର ପ୍ରଥମ ମହିଳା ଭାବେ ବିଶ୍ୱକପ୍ ଭିଳି ବଡ ଟୁଣ୍ଣାମେଣ୍ଟ ଖେଳିବାରେ ସୁଯୋଗ ପାଇବେ ।

ରୋଶ୍ନାର ଓଡିଶା ଡଟ୍ କମ୍ କୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ପ୍ରତ୍ୟେକ କ୍ରୀଡ଼ାବିତଙ୍କର ସ୍ୱପ୍ନ ଦେଶ ପାଇଁ ଖେଳିବାକୁ । ମୋର ସ୍ୱପ୍ନ ପୂରଣ ହୋଇଛି । ଏହା ମୋ ଜୀବନର ବଡ଼ ସଫଳତା । ଭାବିନଥିଲି ମୁଁ ଚୂଡ଼ାନ୍ତ ଦଳରେ ସ୍ଥାନପାଇବି ବୋଲି । କଠିନ ପରିଶ୍ରମର ଫଳ ପାଇଛି । ମୋ ଜୀବନରେ କେବେ ବି ଏପରି ଖୁସିରଦିନ ଆସିନଥିଲା ।

ଶ୍ରୀଲଙ୍କାରେ ହେବାକୁ ଥିବା ମହିଳା ଟ୍ଵୋଣ୍ଟି ୨୦ ବିଶ୍ୱକପ ପାଇଁ ସୋମବାର ବିସିସିଆଇ ପକ୍ଷରୁ ଘୋଷିତ ୧୪ ଜଣିଆ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଥିଲା । ତାଙ୍କର ବୟସ ୨୦ ବର୍ଷ । ସେ ଅଫସ୍ପିନର ଭାବେ ଭାରତୀୟ ଦଳରେ ସ୍ଥାନପାଇଛନ୍ତି ।

ସେ କହିଛନ୍ତି ତାଙ୍କର ଏହି ସଫଳତା ପଛରେ ପ୍ରଥମେ ଅରୁଣ ସାର (କୋଚ ଅରୁଣ ନାୟକ), ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ), ମାତାପିତା ଓ ପରିବାର ଲୋକ ଏବଂ ଓସିଏ ସମ୍ପାଦକ ଆଶୀର୍ବାଦ ସାରଙ୍କର ଆଦି ଅନେକ ବ୍ୟକ୍ତିଙ୍କର ବଡ଼ ଅବଦାନ ରହିଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଓଡିଆ ଝିଅ, ଓଡ଼ିଶା କ୍ରିକେଟ ଆସୋସିଏସନ, ଭାରତୀୟ କ୍ରିକେଟ ଟିମ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ