• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଭୁବନେଶ୍ଵର ବିମାନବନ୍ଦର

୧ ଜୁନରୁ ଭୁବନେଶ୍ଵର ବିମାନବନ୍ଦରରେ ଇଣ୍ଟରନେଟ ସେବା

May 14, 2015 by News Bureau Leave a Comment

ଭୁବନେଶ୍ଵର, ମଇ ୧୪ (ଓଡିଶା ଡଟ କମ) ଆସନ୍ତା ଜୁନ ଏକ ତାରିଖରୁ ଯାତ୍ରୀ ମାନଙ୍କ ସୁବିଧା ପାଇଁ  ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଦେୟଯୁକ୍ତ ଚବିଶ ଘଣ୍ଟା ୱାଇ ଫାଇ ଇଣ୍ଟରନେଟ ସେବା ଉପଲବଧ ହେବାର ସମ୍ଭାବନା ଥିବା, ବିମାନ ବନ୍ଦରର ଜଣେ ଅଧିକାରୀ ଗୁରୁବାର କହିଛନ୍ତି ।

କୋଡିଏ ଲକ୍ଷ ଟଙ୍କା ବ୍ୟୟରେ ବିମାନ ବନ୍ଦରରେ ଏ ସଂକ୍ରାନ୍ତୀୟ ଭିତ୍ତିଭୂମି ତିଆରି ହୋଇଥିବା, ସେ କହିଛନ୍ତି ।

ଏହି ସେବା ଆରମ୍ଭ ହେଲେ ଏକ କାଳୀନ ଆଠ ଶହ ଯାତ୍ରୀ ଓ  ଅନ୍ୟାନ୍ୟ ବ୍ୟକ୍ତି ଦଶ ଏମବିପିଏସ ସ୍ପୀଡରେ ଭାରତୀ ଏୟାରଟେଲର  ଦ୍ଵାରା ଯୋଗାଇ ଦିଆଯାଉଥିବା ଇଣ୍ଟରନେଟ ସେବା ଗ୍ରହଣ କରିବାରେ ସକ୍ଷମ ହେବେ ।

ପ୍ରଥମ ପନ୍ଦର ମିନିଟ ପାଇଁ ଏହି ସେବା ମାଗଣା ଉପଲବ୍ଧ ହେବ ତେବେ ଏହାଠାରୁ ବେଶି ସମୟ ବ୍ୟବହାର କଲେ ଗ୍ରାହକଙ୍କୁ ଦେୟ ଦେବାକୁ ପଡିବ ବୋଲି ସେ କହିଛନ୍ତି ।

ଓଡିଶା ଡଟ କମ

News Bureau
News Bureau

Filed Under: ସୂଚନା ପ୍ରଯୁକ୍ତି Tagged With: ଇଣ୍ଟରନେଟ ସେବା, ଭୁବନେଶ୍ଵର ବିମାନବନ୍ଦର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ