ବନ୍ଦ ହେଉଛି ସରକାରୀ ପ୍ରାଥମିକ ବିଦ୍ୟାଳୟ

  ଭାରତୀୟ ସମ୍ବୀଧାନର ୮୬ ତମ ସଂଶୋଧନରେ ପ୍ରାଥମିକ ଶିକ୍ଷାକୁ ମୌଳିକ ଅଧିକାର ଭାବରେ ଗ୍ରହଣ କରାଯାଇଛି । ଏଥି ନିମିତ୍ତ ଦେଶରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ପିଲାଙ୍କ ଅଧିକାର ଆଇନ, ୨୦୦୯ ମଧ୍ୟ ପ୍ରଣୟନ କରାଯାଇଛି । ଉଦ୍ଦେଶ୍ୟ, ଦେଶର ପ୍ରତିଟି ପିଲା ନିରବଚ୍ଛିନ୍ନ ଭାବରେ ପ୍ରାଥମିକ ଶିକ୍ଷା ଗ୍ରହଣ କରୁ । ଏଥିପାଇଁ ଆଇନରେ ଅନେକ ପ୍ରାବଧାନ କରାଯାଇଛି, ଯେପରିକି ପ୍ରଥମରୁ ପଂଚମ ଶ୍ରେଣୀ ପଢୁଥିବା ପ୍ରତ୍ୟେକ ପିଲାଙ୍କୁ ଅତିବେଶିରେ ଏକ … Read more