• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମୋଦୀ ସରକାର ସଫଳତା

ସଫଳତା ପ୍ରଚାର ପାଇଁ ଦଶ ଦିନିଆ ଓଡିଶାଗସ୍ତରେ ଜୁଏଲ ଓରାମ

May 22, 2015 by News Bureau 1 Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ମଇ ୨୨ (ଓଡିଶା ଡଟ କମ) ଗତ ଏକ ବର୍ଷ ମଧ୍ୟରେ ଦେଶ ତଥା ଓଡିଶାରେ କେନ୍ଦ୍ରର ମୋଦି ସରକାର ନେଇଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପର ପ୍ରଚାର ପାଇଁ ଦଶଦିନିଆ ରାଜ୍ୟ ଗସ୍ତରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଶୁକ୍ରବାର ଭୁବନେଶ୍ଵରରେ ପହଞ୍ଚି ଅନୁଗୁଳ ଅଭିମୁଖେ ଯାତ୍ରା କରିଛନ୍ତି ।

IMG_0405
ଅନୁଗୁଳରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଓରାମ

ତାଙ୍କର ଏହି ମାରାଥନ ଗସ୍ତ ସମୟରେ ଓରାମ ଅନୁଗୁଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, ବାରିପଦା, ସୁନ୍ଦରଗଡ, କୁଚିଣ୍ଡା, ବରଗଡ, ବଲାଙ୍ଗିର, ଭବାନୀ ପାଟଣା, ଓ ରେଢାଖୋଲ ଆଦି ଅଞ୍ଚଳକୁ ଗସ୍ତ କରିବେ ।

ଭାରତୀୟ ଜନତା ପାର୍ଟି ଦ୍ଵାରା ମୋଦି ସରକାରଙ୍କ ଏକ ବର୍ଷର ଉପଲବ୍ଧି ଉପରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ମାନଙ୍କରେ ଯୋଗ ଦେବା ସହ ପାର୍ଟିର କାର୍ଯ୍ୟକର୍ତ୍ତା ଓ ଜଣ ସାଧାରଣଙ୍କ ସହ ସେ ବାର୍ତ୍ତାଳାପ କରିବେ ବୋଲି ଓଡିଶା ଡଟ କମକୁ କହିଛନ୍ତି ।

ଗତ ଏକ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ରାଜ୍ୟରେ ବହୁ ଜନକଲ୍ୟାଣ କାରୀ କାର୍ଯ୍ୟକ୍ରମ ମାନ ହାତକୁ ନେଇଥିବା ସହ ରାଜ୍ୟକୁ ବ୍ୟାପକ ପରିମାଣର ଆର୍ଥିକ ଅନୁଦାନ ପ୍ରଦାନ କରିଥିବା ସେ କହିଛନ୍ତି ।

ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଏକୁଟିଆ ବିଭିନ୍ନ ଯୋଜନାରେ ଗତ ଆର୍ଥିକ ବର୍ଷରେ ରାଜ୍ୟକୁ ୪୨୧ କୋଟି ଟଙ୍କାରୁ ଊର୍ଦ୍ଧ୍ଵ  ଅନୁଦାନ ଦେଇଥିବା ସେ କହିଛନ୍ତି।

ଓଡିଶା ଡଟ କମ

News Bureau
News Bureau

Filed Under: ରାଜନୀତି Tagged With: ଓଡିଶା ଗସ୍ତ, ଜୁଏଲ ଓରାମ, ମୋଦୀ ସରକାର ସଫଳତା

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ