• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରାଜମହଲ ଛକ

ରାଜମହଲ ଛକରେ ଫ୍ଲାଏ ଓଭର ଉଦ୍ଘାଟିତ

October 17, 2012 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅକ୍ଟୋବର ୧୭(ଓଡ଼ିଶା ଡ଼ଟ୍ କମ୍) – ରାଜଧାନୀର ବ୍ୟସ୍ତ ବହୁଳ ରାଜମହଲ ଛକ ଠାରେ ନିର୍ମାଣାଧୀନ ଫ୍ଲାଇଓଭର ବ୍ରିଜ ଆଜି ଉଦଘାଟିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ।

୨୦୦୯ ମସିହା ଅକ୍ଟୋବର ମାସରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିପାଇଁ ମୋଟ ୫୨ କୋଟି ୩ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳ କରାଯାଇଥିଲା ।

ପୂର୍ତ ବିଭାଗ ଦ୍ୱାରାନିର୍ମାଣ କରାଯାଇଥିବା ଦୁଇ ଟିକିଆ ଏହି ଫ୍ଲାଇଓଭରର ଲମ୍ବ ୫୬୦ ମିଟର । ତିନି ଲେନ ବିଶିଷ୍ଟ ଏହି ଓଭରବ୍ରିଜର ଚଉଡ଼ା ୬.୫ ମିଟର ହୋଇଥିବା ବେଳେ ୩ ମିଟର ଚଉଡ଼ାର ଫୁଟପାଥ ରହିଛି ।

ଏହି ଫ୍ଲାଇଓଭର କଳ୍ପନାଛକରୁ ଏ.ଜି.ଛକକୁ ସଂଯୋଗ କରୁଛି । ଏହା ତଳ ଦେଇ ଯାଇଥିବା ରାସ୍ତା ଶିଶୁଭବନ ଛକ ଓ ମାଷ୍ଟରକ୍ୟାଟିଂନିକୁ ସଂଯୋଗ କରୁଛି ।

ଫ୍ଲାଇଓଭରର ଉଭୟ ପାଶ୍ୱର୍ରେ ମଧ୍ୟ ରାସ୍ତା ନିର୍ମାଣ କରାଯାଇଛି । ଭିଡ଼ ଯୋଗୁଁ ଯାତ୍ରୀମାନେ ଏଠାରେ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ଏଥର ଦୂର ହେବ ।

ଓଡ଼ିଶା ଡ଼ଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ଓଡିଶା ଖବର Tagged With: ଫ୍ଲାଇଓଭର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜମହଲ ଛକ

ଭାରତ ବନ୍ଦ: ଭୁବନେଶ୍ୱରରେ ବନ୍ଦ ସଫଳ

September 20, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍)-ଖୁଚୁରା ବଜାରରେ ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ କରି ଦିଆଯାଇଥିବା ଭାରତ ବନ୍ଦ ଡ଼ାକରାରେ ରାଜଧାନୀ ଭୁବନେଶ୍ୱରରେ ଏହାର ପ୍ରଭାବ ପଡିଥିଲା ।

ରାଜଧାନୀ ଭୁବନେଶ୍ୱରରେ ସକାଳ ୬ଟାରୁ ସିପିଆଇ,ସିପିଏମ୍,ବିଜେପି ପକ୍ଷରୁ ରେଳଷ୍ଟେସନରେ ବିକ୍ଷୋଭ ପ୍ରର୍ଶନ ଯୋଗୁଁ ବିଶାଖା ସମେତ ବହୁ ଦୂରଗାମୀ ଟ୍ରେନ ଅଟକି ରହିଥିଲା । ସେହିପରି ରାଜଧାନୀରେ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ସିଟି ବସ ଓ ଅଟୋ ଚଳାଚଳ ବନ୍ଦ ରହିଥିଲା ।

ରାଜଧାନୀ ୧ନମ୍ବର ହାଟ ସମେତ ବିଭିନ୍ନ ଶପିଙ୍ଗ ମଲ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ବନ୍ଦ ରହିଥିଲା । ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ,ବିଶ୍ୱଭୂଷଣ ହରିଚନ୍ଦନ,ପୃଥୀରାଜ ହରିଚନ୍ଦନ ଓ ବହୁ ବିଜେପି ନେତା ମୋଟରସାଇକେଲ ଶୋଭା ଯାତ୍ରାରେ ପିକେଟିଂ କରି ବିଜେପି କାଯ୍ୟାଳୟ ସମ୍ମୁଖରେ ବସିରହିଥିଲେ ।

ସେହିପରି ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ ପ୍ରର୍ଶନ କରା ଯାଇଥିବା ବେଳେ ଫରୱାଡ ବ୍ଲକ,ସିପିଆଇ ଏମ୍ ଏଲ,ସମାଜବାୀ ପାଟି,ଆରଜେଡି ପକ୍ଷରୁ ଲୋୟର ପିଏମ୍ଜି ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିକ୍ଷୋଭକାରୀମାନେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କକୁ ବନ୍ଦ କରିଥିବା ଖେିବାକୁ ମିଳିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଘରୋଇ ବ୍ୟାଙ୍କ, ଜାତୀୟକରଣ ବ୍ୟାଙ୍କ, ବିଜେପି, ଭାରତ ବନ୍ଦ, ରାଜମହଲ ଛକ, ସିପିଆଇ, ସିପିଏମ୍

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ