• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ରାଜନୀତି
  • ଶିକ୍ଷା
  • ଓଡିଶା ଖବର
  • ଅର୍ଥ-ବ୍ୟବସାୟ
  • ମନୋରଞ୍ଜନ
  • ସାକ୍ଷାତକାର
  • ସଭା ସମିତି
  • ପରିବେଶ
  • ଅପରାଧ

ରାସ୍ତା

ତଲସାରୀ ବିକାଶ ପାଇଁ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ

April 24, 2015 by News Bureau Leave a Comment

ଓଡିଶା ଡଟ କମ ସଂବାଦ ଦାତା

ଭୁବନେଶ୍ଵର, ଏପ୍ରିଲ ୨୪ (ଓଡିଶା ଡଟ କମ) ବାଲେଶ୍ଵର ଜିଲ୍ଲାର ତଳସାରୀ ବେଳାଭୂମି ଅଞ୍ଚଳର ବିକାଶ ପାଇଁ ତଳସାରୀ, ଚନ୍ଦନେଶ୍ଵର, ଓ ଭୂଷଣ୍ଡେଶ୍ଵର ଅଞ୍ଚଳକୁ ନେଇ ସରକାର ଏକ ସ୍ଵତନ୍ତ୍ର ଯୋଜନା କର୍ତୃପକ୍ଷ ବ ସ୍ପେଶାଲ ପ୍ଲାନିଂ ଅଥରିଟି ଗଠନ କରିବେ ।

talasariମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ଅନୁଯାୟୀ ଏହି ଅଞ୍ଚଳର ୩୬ଟି ଗାଁକୁ ନେଇ ଏହା ଗଠନ କରାଯିବ । ବାଲେଶ୍ଵର ଜିଲ୍ଲାପାଳ ଏହାର ଅଧ୍ୟକ୍ଷ ରହିବେ ଓ ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ଏହାର ସଦସ୍ୟ ସଚିବ ରହିବେ ।

ପର୍ଯ୍ୟଟନ ବିକାଶର ଅଭିଜ୍ଞତା ଥିବା ଏକ ସଂସ୍ଥାକୁ ଏହି ଅଞ୍ଚଳର ମାଷ୍ଟର ପ୍ଳାନ ବିକାଶ ପାଇଁ ଦାୟିତ୍ଵ ଦିଆଯିବା ପାଇଁ ଏହି ବୈଠକରେ ସ୍ଥିର ହୋଇଛି । ପର୍ଯ୍ୟଟନ ବିକାଶ ପାଇଁ ଏକ ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ ଇଉନିଟ ଗଠନ କରାଯିବା ସହ ହୋଟେଲ ଶିଳ୍ପର ଅଭିବୃଦ୍ଧି, ବେଳାଭୂମି ଆଲୋକୀକରଣ, ରାସ୍ତା, ଉପକୂଳ ସୁରକ୍ଷା ଆଦି କାର୍ଯ୍ୟକ୍ରମ ଉପରେ ବୈଠକରେ ଗୁରୁତ୍ଵ ଆରୋପ କରଯାଇଥିଲା ।

ଓଡିଶା ଡଟ କମ

News Bureau
News Bureau

Filed Under: ପର୍ଯଟନ Tagged With: ଆଲୋକୀକରଣ, ଉପକୂଳ ସୁରକ୍ଷା, ବାଲେଶ୍ଵର, ବେଳାଭୂମି, ରାସ୍ତା

ଗଣବଳାତ୍କାର: ଜାତୀୟ ମହିଳା କମିଶନ ସଦସ୍ୟ ଏସ୍ସିବିରେ

February 2, 2012 by admin

ଓଡ଼ିଶା ଡ଼ଟ୍ କମ
ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ ଗଣବଳାତ୍କାର: ଜାତୀୟ ମହିଳା କମିଶନ ସଦସ୍ୟ ଏସ୍ସିବିରେ ଦେଇ ହଳୀଡ଼ିହ ବାଇପାସ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ନିର୍ମାଣ ପାଇଁ ୩୭ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଥିଲା ।

ଏହାକୁ ଜନୈକ ଠିକ।।ର ୩୨ପ୍ରତିଶତ କମ୍ରେ ନେଇ କାର୍ଯ୍ୟାରମ୍ଭ କରିଥିଲେ । ମାତ୍ର ଠିକ।।ର ଜଣକ କିଛି କ୍ରସର ଡ଼ଷ୍ଟ ଆଣି ରାସ୍ତା ନିର୍ମାଣ କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକ ଜାଣିବା ପରେ ଏହାକୁ ବନ୍ଦ କରିେଇଥିଲେ ।

ଗ୍ରାମବାସୀମାନେ ପୂର୍ତ ବିଭାଗର ଅଧିକାରୀଙ୍କ ନିକଟରେ ଏନେଇ ଅଭିଯୋଗ କରିଥିଲେ ମଧ୍ୟ
ବିଭାଗୀୟ କର୍ତୃପକ୍ଷ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଟା ଗ୍ରହଣ କରିନଥିବା ସେମାନେ ଅଭିଯୋଗ କରିଛନ୍ତି ।

ଆଗାମୀଦିନରେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

ଓଡ଼ିଶା ଡ଼ଟ୍ କମ
ନିମ୍ନ ମାନର ରାସ୍ତା କାର୍ଯ୍ୟକୁ ନେଇ ଅସନ୍ତୋଷ

admin
admin

Filed Under: ମୁଖ୍ୟ ଖବର Tagged With: ଗଣବଳାତ୍କାର, ରାସ୍ତା

Primary Sidebar

RSS LATEST

  • MO school to promote scientific learning
  • ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ
  • ଡ଼ମ୍ପିଂ ରୁ ଅଳିଆ ଉଠୁ ନ ଥିବାରୁ ଅସନ୍ତୋଷ
  • ମହିଳା ନିର୍ବାଚିତ ଜନ ପ୍ରତିନିଧି ମାନଙ୍କ ତାଳିମ୍ ଅନୁଷ୍ଠିତ
  • ସନ୍ତୋଷୀ ମାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ୧୦୮ କଳସ ଯାତ୍ରା
  • ପ୍ରଶାସନ ଓ ଜିଲ୍ଲା ପେଟ୍ରୋଲ ପମ୍ପ ମାଲିକମାନଙ୍କ ମଧ୍ୟରେ ସମନ୍ଵୟ ବୈଠକ
  • ନାବାଳିକା ନିର୍ଯାତନା ମାମଲାରେ କନଷ୍ଟେବଳ ଗିରଫ
  • ଖୋର୍ଦ୍ଧାରେ ଆଜିକାର ତାପମାତ୍ରା ୩୫ ଡିଗ୍ରୀ
  • ଗୋପାଳପୁରରେ ଆଜିକାର ତାପମାତ୍ରା ୩୩.୨ ଡିଗ୍ରୀ
  • ପାରାଦୀପରେ ଆଜିକାର ତାପମାତ୍ରା ୩୪.୪ ଡିଗ୍ରୀ