• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ରେଳମନ୍ତ୍ରାଳୟ

ପୁରୀ ଓ ଦୀଘା ମଧ୍ୟରେ ନୂତନ ଟ୍ରେନ୍

February 16, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଫେବୃୟାରୀ ୧୬(ଓଡ଼ିଶା ଡ଼ଟ୍ କମ୍) ଗତ ରେଳ ବଜେଟ୍ରେ ଘୋଷଣା ଅନୁଯାୟୀ ଯାତ୍ରୀ ମାନଙ୍କୁ ଅଧିକ ଗମନା ଗମନ ସୁବିଧା ଯୋଗାଇ ଦେବା ପାଇଁ ରେଳମନ୍ତ୍ରାଳୟ ପକ୍ଷରୁ ପୁରୀ ଓ ଦୀଘା ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରୋନ୍ ଚଳାଚଳ ପାଇଁ ସ୍ଥିର କରାଯାଇଛି ।

ଶୁକ୍ରବାର ଠାରୁ ଏହି ଟ୍ରେନ୍ ଚଳାଚଳ କରିବ । ପ୍ରଥମିକ ଯାତ୍ରାରେ ଏହି ଟ୍ରେନ୍ ଦୀଘା ଷ୍ଟେସନ ଠାରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବେ ଚଳାଚଳ କରିବ । ନୀୟମିତ ଭାବେ ପୁରୀ ଠାରୁ ଆସନ୍ତା ୨୨ରୁ ଏବଂ ଦୀଘାରୁ ୨୩ ତାରିଖରୁ ଚଳାଚଳ କରିବ ।

୨୨୮୭୮/୨୨୮୭୭ ପୁରୀ ଦୀଘା ସାପ୍ତାହିକ ସୁପରଫାଷ୍ଟ ଏକସ୍ପ୍ରେସ ପୁରୀ ଠାରୁ ପ୍ରତି ବୁଧବାର
ରାତି ୧୦ଟା ୩୫ରେ ଏବଂ ଦୀଘାରୁ ପ୍ରତି ଗୁରୁବାର ସଂଧ୍ୟା ୫ଟା ୧୫ରେ ଚାଲିବ ।

ଏହି ଟ୍ରେନ୍ରେ ଗୋଟିଏ ଏସି-୨ଟାୟାର, ଗୋଟିଏ ୩ ଟାୟାର, ପାଂଚଟି ସ୍ଲିପର କ୍ଲାସ୍, ୩ଟି ସାଧାରଣଦ୍ୱିତୀୟ ଶ୍ରେଣୀ ରହଛି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ପୁରୀ, ରେଳମନ୍ତ୍ରାଳୟ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ