ଶ୍ରୀମନ୍ଦିର ପରିଚାଳନାରେ ସରକାରୀ ହସ୍ତକ୍ଷେପକୁ ଶଙ୍କରାଚାର୍ଯ୍ୟଙ୍କ ସମାଲୋଚନା
ଆଧ୍ୟାତ୍ମିକ, ସାଂସ୍କୃତିକ ଧାର୍ମିକ ଏବଂ ମୋକ୍ଷର ସଂସ୍ଥାନ ହେଉଛି ଶ୍ରୀମନ୍ଦିର । ଅମଲାତନ୍ତ୍ରର ହସ୍ତକ୍ଷେପ ଫଳରେ ମହାପ୍ରଭୁଙ୍କ ସେବା ଓ ପୂଜାରେ ବାରମ୍ବାର ବ୍ୟାଘାତ ସ୍ତୃଷ୍ଟି ହେଉଥିବା ଗୋବର୍ଦ୍ଧନ ମଠରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି।