ବିଜେଡି ନିର୍ବାଚନ: ନବୀନ ପଞ୍ଚମ ଥର ପାଇଁ ସଭାପତି

କାର୍ଯ୍ୟକାରିଣୀରେ ମୋଟ୨୭ ଜଣ ନୂଆ ମୁହଁ ସାମିଲ ହୋଇଛନ୍ତି । ଏଥିରେ ରାଜ୍ୟ କର୍ମକର୍ତାଭାବେ ୯ ଜଣ ଉପସଭାପତି,୧୦ ଜଣ ସାଧାରଣ ସଂପାଦକ,୧୦ ଜଣ ସଂପାଦକ ଓ ଜଣେ କୋଷାଧ୍ୟକ୍ଷ ରହିଛନ୍ତି । ଉଭୟ କାର୍ଯ୍ୟକାରୀ କମିଟି ଓ ରାଜ୍ୟ କର୍ମକର୍ତାରେ ମହିଳା, ଅନୁସୂଚିତ ଜାତି,ଜନଜାତି ଓ ପଛୁଆ ଶ୍ରେଣୀକୁ ପ୍ରଧାନ୍ୟ ଦିଆଯାଇଛି ।

ଯଜ୍ଞେଶ୍ୱର ବାବୁ ବିଜେଡିରୁ ନିଲମ୍ବିତ

ସାଂସଦ ପ୍ୟାରୀ ମୋହନ ମହାପାତ୍ରଙ୍କ ପକ୍ଷରୁ ମୋର୍ଚ୍ଚାର ମୁଖ୍ୟ ମୁଖପାତ୍ର ଭାବରେ ଯଜ୍ଞେଶ୍ୱର ବାବୁ ସାମ୍ବାଦିକଙ୍କୁ ସୁଚନା ଦେଇଥିଲେ ।

ସାଂସଦ ପ୍ୟାରୀମୋହନ ମହାପାତ୍ର ବିଜେଡ଼ିରୁ ନିଲମ୍ବିତ

ଦଳ ତଥା ନବୀନଙ୍କ ପାଇଁ ୧୨ ବର୍ଷ କଠିନ ପରିଶ୍ରମ କରିଛି । ରାଜ୍ୟବାସୀ ଏହାର ବିଚାର କରିବେ, ନିଲମ୍ବନ ପରେ ପ୍ୟାରୀ କହିଛନ୍ତି ।