• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ସାମ୍ବାଦିକ ଫେଲୋସିପ

ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କୁ ଓଡ଼ିଶା ଡ଼ଟ୍ କମ୍ ର ଫେଲୋସିପ ପ୍ରଦାନ

February 22, 2005 by ନିଉଜ ଡେସ୍କ Leave a Comment

ଓଡ଼ିଶା ଡ଼ଟ କମ ସମ୍ବାଦ ଦାତା

ଭୁବନେଶ୍ୱର,ଫେବୃଆରୀ୨୨(ଓଡ଼ିଶା ଡ଼ଟ କମ)ଓଡ଼ିଶାର ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ପାତ୍ରଙ୍କୁ ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବା ପାଇଁ ଓଡ଼ିଶା ଡ଼ଟ୍ କମ୍ ପକ୍ଷରୁ ପୂର୍ବ ଘୋଷଣା ମୁତାବକ ମଙ୍ଗଳବାର ଦିନ ଫେଲୋସିପ ପ୍ରଦାନ କରାଯାଇଛି ।

ଫେଲୋସିପ ବାବଦ ତିନି ହଜାର ଟଙ୍କାର ଏକ ଚେକ୍ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ସଂପାଦକ ବିଶ୍ଵଜିତ ମହାନ୍ତି ଓଡ଼ିଶା ଡ଼ଟ କମ କାର୍ଯ୍ୟଳୟ ପରିସରରେ ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଡ଼ଟ କମର ପରିବାର ସମେତ ବହୁ ବରିଷ୍ଠ ସମ୍ବାଦିକ,ବୁଦ୍ଧିଜିବୀ ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ।

ପାତ୍ର ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ ଓ ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ ।

ଗତ ମାସରେ ଘୋଷଣା କରାଯାଇଥିବା ଏହି ଫେଲୋସିପ ପାଇଁ ପଚିଶ ଜଣ ସାମ୍ବାଦିକଙ୍କ ମଧ୍ୟରୁ ପାତ୍ର ମନୋନୀତ ହୋଇଥିଲେ ।

ପାତ୍ର୨୫ ବର୍ଷରୁ ଉର୍ଦ୍ଧ ସମୟ ସାମ୍ବାଦିକତା କରି ଖ୍ୟାତି ଅର୍ଜନ କରିଛନ୍ତି । ସେ ସାପ୍ତାହିକ ସଣ୍ଡେ,ତେହେଲକା,ଜନସତ୍ତା ଓ ଦୈନିକ ଓଡ଼ିଆ ସମ୍ବାଦ ପତ୍ର ସମାଜ ସମେତ ଦେଶ ତଥା ରାଜ୍ୟର ବିଭିନ୍ନ ପତ୍ର ପତ୍ରିକାରେ ଅନୁସଂଧାନ ମୂଳକ ରିପୋର୍ଟମାନ ଲେଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଓଡ଼ିଶା ଡ଼ଟ କମ

ନିଉଜ ଡେସ୍କ
ନିଉଜ ଡେସ୍କ

Filed Under: ଫେଲୋସିପ Tagged With: ଅଲିଭ ରିଡ଼ଲେ କଇଁଛ, ସାମ୍ବାଦିକ ଫେଲୋସିପ, ସୁରେନ୍ଦ୍ର ପାତ୍ର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ