• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ୟୁରିଆ ସାର

୩୧ ସୁଦ୍ଧା ୨୫ ହଜାର ମେଟ୍ରିକ ଟନ ୟୁରିଆ ଓଡିଶାରେ ପହଞ୍ଚିବ

August 28, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ଆସନ୍ତା ୪ଦିନ ମଧ୍ୟରେ ଅର୍ଥାତ ୩୧ ତାରିଖ ସୁଦ୍ଧା ୨୫ ହଜାର ମେଟ୍ରିକ ଟନ ୟୁରିଆ ଓଡିଶାରେ ପହଞ୍ଚିବ ।

କୃଷି ଓ ମତ୍ସ୍ୟ ତଥା ପଶୁସଂପଦ ବିକାଶ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହା ଜଣା ପଡିଛି ।

ବୈଠକରେ ମିଳିଥିବା ସୂଚନା ଅନୁଯାୟୀ ରବିବାର ସୁଦ୍ଧା ଓଡିଶାରେ ୪ ଲକ୍ଷ ୬ ହଜାର ୫୮୫ ମେଟ୍ରିକ ଟନ୍ ସାର ପହଞ୍ଚିଛି । ୨୦୧୧ ଅଗଷ୍ଟ ୩୧ ସୁଦ୍ଧା ୫ ଲକ୍ଷ ୮୭ ହଜାର ୧୯୦ ମେଟ୍ରିକ ଟନ ସାର ପହଞ୍ଚିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଅର୍ଥ-ବ୍ୟବସାୟ, ମୁଖ୍ୟ ଖବର Tagged With: ୟୁରିଆ ସାର

ଡୁଙ୍ଗୁରିପାଲି କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ

August 27, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଡୁଙ୍ଗୁରିପାଲି,ଅଗଷ୍ଟ ୨୭ (ଓଡ଼ିଶା ଡ଼ଟ୍ କମ୍) ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ୟୁରିଆ ସାର ପାଇଁ ଚାଷୀ ନାହିଁ ନ ଥିବା ହଇରାଣ ହୋଇ ଡୁଙ୍ଗୁରିପାଲି ବ୍ଲକ କୃଷି କାର୍ଯ୍ୟଳୟ ଘେରାଉ କରିଥିଲେ । ୟୁରିଆ ସାର ମିଳୁନଥିବାବେଳେ ଏହା ବ୍ୟାପକ ପରିମାଣରେ କଳା ବଜାରି ହେଉଥିବା ଅଭିଯୋଗ ହେଉଛି ।

ବହୁ ସଂଖ୍ୟାରେ ଚାଷୀ ମାର୍କଫେଡକୁ ସାର ପାଇଁ ଆଜି ଆସିଥିଲେ । ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ କୃଷି ଅଧିକାରୀ ମନୋଜ ପ୍ରଧାନଙ୍କୁ ଭେଟିଥିଲେ କାରଣ ସେମାନଙ୍କୁ ସାର ମିଳିନଥିଲା ।

ଏ ସଂପର୍କରେ ଚାଷୀମାନେ ତାଙ୍କୁ ପଚାରିବାରୁ ସେ କହିଲେ ସାର ଆସିଥିଲା ସରି ଯାଇଛି । ଉପରୁ ସାର ଆସିଲେ ଦିଆଯିବ । କିନ୍ତୁ କେଉଁ ଚାଷୀଙ୍କୁ କେତେ ଦିଆଯାଇଛି ତାହାର ହିସାବ ଅଧିକାରୀଙ୍କ ପାଖରେ ନାହିଁ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ଡୁଙ୍ଗୁରିପାଲି ବ୍ଲକ, ୟୁରିଆ ସାର

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ