ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ନଭେମ୍ବର ୯(ଓଡ଼ିଶା ଡ଼ଟ୍ କମ୍) ଗତ ସେପ୍ଟେମ୍ବର ମାସରେ ରାଜ୍ୟରେ ହୋଇଥିବା ଦୁଇ ଥର ବନ୍ୟାରେ ଲୋକଙ୍କ ବ୍ୟାପକ କ୍ଷତି ହୋଇଥିବାରୁ ରାଜ୍ୟବାସୀଙ୍କ ଦୁଃଖରେ ସମବେଦନା ପ୍ରକାଶ କରି ବାଲିଯାତ୍ରା ତଥା ବୋଇତ ବନ୍ଦାଣ ଉତ୍ସବରେ ଯୋଗ ନଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତି ନେଇଛନ୍ତି ।
ପୂର୍ବରୁ ମଧ୍ୟ ସେ ଦୁର୍ଗାପୂଜା ଏବଂ ଅନ୍ୟ କୌଣସି ଉତ୍ସବରେ ଯୋଗ ଦେଇନଥିଲେ ।
ଓଡ଼ିଶା ଡ଼ଟ୍ କମ୍