ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ନୂଆଦିଲ୍ଲୀ, ଜାନୁୟାରୀ ୨୫(ଓଡ଼ିଶା ଡ଼ଟ୍ କମ୍) ଭାରତ ସରକାରଙ୍କ ପକ୍ଷରୁ ବୁଧବାର ୨୦୧୨ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦ।ସ ପଦ୍ମ ଭୂଷଣ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି ।
ସେହିପରି ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଡ଼. ମିନତୀ ମିଶ୍ର ପଦ୍ମଶ୍ରୀ ପାଇବାକୁ ମନୋନୀତ ହୋଇଛନ୍ତି । ସାଧାରଣତନ୍ତ୍ର ଦିବସ ଅବସରେ ଏମାନଙ୍କୁ ସମ୍ମାନୀତ କରାଯିବ ।
ଚଳିତ ବର୍ଷ ମୋଟ୍ ୫ଜଣ ପଦ୍ମ ବିଭୂଷଣ,୨୭ଜଣ ପ୍ମଭୂଷଣ ଓ ୭୭ଜଣ ପଦ୍ମଶ୍ରୀ ପୁରସ୍କାରପାଇଁ ମନୋନୀତ ହୋଇଛନ୍ତି ।
ଓଡ଼ିଶା ଡ଼ଟ୍ କମ୍
Leave a Reply