• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

Main Content

ଓଡ଼ିଶାର ସର୍ବସାଧାରଣ ଜମି ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ

ଓଡ଼ିଶାର ସର୍ବସାଧାରଣ ଜମିର ଆକଳିତ ବାର୍ଷିକ ମୂଲ୍ୟ ୩୬,୮୯୦ କୋଟି ଟଙ୍କା ଯାହା, ଜଳବାୟୁ ପରିବର୍ତନ ସମସ୍ୟା ମୁକାବିଲା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ : ସଂକ୍ଷିପ୍ତରେ ଅର୍ଥନୀତି ଏବଂ ପରିବେଶ ଦିଗରେ ପ୍ରମୂଖ ଭୂମକିର ଏକ ନୂତନ ଦିଗ ଉପରେ ଆଲୋକପାତ

ସ୍ୱାଧିନତା ସଂଗ୍ରାମୀ ତଥା ବିପ୍ଳବୀ କବି ପ୍ରଫୁଲ୍ଲ ଚନ୍ଦ୍ର ପଟ୍ଟନାୟକ

ପ୍ରଫୁଲ୍ଲ ଙ୍କର ଅନ୍ୟ ଏକ ବିଶେଷତ୍ୱ ହେଲା ସେ ଜନ୍ମରୁ ଓଡ଼ିଆ ହୋଇମଧ୍ୟ ହିନ୍ଦୀ ଭାଷା ପ୍ରତି ତାଙ୍କର ଆଗ୍ରହ ଓ ଅଗାଧ ଜ୍ଞାନ ଆହରଣ ଓ ପରିପ୍ରକାଶ କରିବାର ବିରଳ ଉଦାହରଣ ସୃଷ୍ଟି କରି ପାରିଥିଲେ । ମାତ୍ର ବିଡ଼ମ୍ବନାର ବିଷୟ ଯେ, ଏହି ବିପ୍ଳବୀ କବିଙ୍କୁ ବର୍ତମାନର ଝାଡ଼ଖଣ୍ଡ, ବିହାର କିମ୍ବା ଓଡ଼ିଶାରେ ତାଙ୍କର ଅବିସ୍ମରଣୀୟ ଅବଦାନ କୁ ପ୍ରକୃତ ସମ୍ମାନ ମିଳି ପାରିଲାନାହିଁ ।

ନାମରେ ରହିଛି ଅନେକ ମହତ୍ତ୍ୱ : ଯାହା ଡେଲାଙ୍ଗ ସୂଚାଏ

ହଜାରରୁ ଅଧିକ ବର୍ଷ ଧରି ମହାନ୍ ବ୍ୟକ୍ତିମାନଙ୍କୁ ଅମର କରି ରଖିଛି, ତାଙ୍କ ନାମରେ ନାମିତ ଅନେକ ଇଲାକା । ସମୟର ସଂଯୋଗରୁ ସେଗୁଡ଼ିକ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି ।ଏଠାରେ ମୁଁ ସୂଚାଇ ଦେବାକୁ ଚାହେଁ ଯେ, ଭୁବନେଶ୍ୱରଠାରୁ ମାତ୍ର ତିରିଶି କିଲୋମିଟର ଦୂରରେ
ରହିଛି ଏକ ଐତିହାସିକ ସ୍ଥାନ ଯାହା ଡେଲାଙ୍ଗ ନାମରେ ସୁପରିଚିତ ।

ଚଳିତ ବର୍ଷ ପିକକ୍‍ ଶିଶୁମେଳା ନଭେମ୍ବର ୧୮, ୧୯, ୨୦ ତିନି ଦିନ ପାଇଁ

ଚଳିତ ବର୍ଷ ୩୩ ତମ ଶିଶୁ ମେଳା ନଭେମ୍ବର ୧୮, ୧୯ ଓ ୨୦ ତାରିଖ ତିନିଦିନ ଧରି ସନ୍ଧ୍ୟା ରେ ଭୁବନେଶ୍ବର ଏକାମ୍ର ହାଟ ର ମୁକ୍ତ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବ ।

ପ୍ରବଳ ଉତ୍ସାହ ସହ ଭାରତୀୟ ଡକ୍ୟୁମେଂଟାରି ଫିଲ୍ମ ଫେଷ୍ଟିଭାଲ୍ ଉଦଯାପିତ

ଆଜି ପ୍ରଦର୍ଶନ କରାଯାଇଥିବା ଅନ୍ୟ ସିନେମାଗୁଡ଼ିକ ହେଉଛି ସୌରଭ ଷଡ଼ଙ୍ଗୀଙ୍କ କରବାଲା ମେମୋୟର୍ସ ଓ ବିଶାଲ ସ୍ୱାର୍ଗିଆରିରଙ୍କ ଗୋସାଇଁ ।

ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଲେଖିବା ପାଇଁ ସାମ୍ବାଦିକଙ୍କୁ ଫେଲୋସିପ

ସେ “ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି” ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ । ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ । ଫେଲୋସିପ ଅର୍ଥ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ବହନ କରିବେ ।

ଉନ୍ନୟନ ମୂଳକ କାର୍ଯ୍ୟ, ଭିତ୍ତିଭୂମି ଗଠନ ଓ ପର୍ଯ୍ୟଟନ ଓଡ଼ିଶା ବିକାଶର ଚାବି କାଠି

ଦୃଶ୍ୟକୁ ଆସୁନଥିବା ସରକାରୀ ବିଦ୍ୟାଳୟଗୁଡ଼ିକରେ ପଢ଼ୁଥିବା ପିଲାମାନେ କିଛି ଅଧିକ ସୁବିଧା ସୁଯୋଗ ପାଇବା ଦରକାର । ଏଭଳି ବିଦ୍ୟାଳୟଗୁଡ଼ିକରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷା ଲାଭ କରିଛନ୍ତି ।

କେବଳ ସରକାର ବଦଳରେ ଓଡ଼ିଶାର କୌଣସି ପରିବର୍ତ୍ତନ ଘଟିବ ନାହିଁ

କେବଳ ସେତିକି ନୁହେଁ ,ଅନ୍ୟ ଏକ ଦିନ ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଜଳ ରାଜ୍ୟମାନଙ୍କ ପାଇଁ ୨୪ ହଜାର କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କଲେ । କିନ୍ତୁ ଓଡ଼ିଶା ପାଇଁ କହିଲେ ,ପଇସା କଣ ଗଛରେ ଫଳୁଛି ।

ଡ଼େରାପଥରବାସୀଙ୍କ ପାଇଁ ମୋର ଚିନ୍ତା:ମାଓବାଦୀଙ୍କ କବଳରୁ ଫେରିଥିବା ଶିକ୍ଷକ

ମୁଁ ଯେଉଁଠି ରୁହେଁ ସେ ଗାଁର ନାଁ ହେଲା କେରଦା ପାଲି । ସେଠାରୁ ସ୍କୁଲର ଦୂରତା ହେଲା ୧୨କିଲୋମିଟର । ପ୍ରତିଦିନ ସାଇକେଲ ଯୋଗେ ଆବଡ଼ା ଖାବଡ଼ା ରାସ୍ତା ଦେଇ ମୁଁ ସ୍କୁଲକୁ ଯାଇଥାଏ ।ଉକ୍ତ ସ୍କୁଲରେ ଡ଼େରାପଥର ସହ ଆଖପାଖ ତିନୋଟି ଗ୍ରାମର ପ୍ରାୟ ଚାଳିଶ ଜଣ ପିଲା ପଢନ୍ତି ବୋଲି, ଧଳ କହନ୍ତି ।

କୃଷି ସମସ୍ୟା ର ସମାଧାନ କରିପାରିବ ଓଡ଼ିଶାର ବିକାଶ

“ମୁଁ ଏକ କୃଷକ ପରିବାର ରୁ ଆସିଛି । ମୋର ପରିବାରର ଲୋକ ମାନଙ୍କର କୃଷି ପ୍ରତି ସମର୍ପଣ ମତେ ଏକ ବହୁତ ବଡ଼ କୃଷକ ଭାବେ ନିଜକୁ ଗଢି ତୋଳିବାର ସ୍ୱପ୍ନ ପ୍ରଦାନ କରିଛି’’

RSS LATEST

  • Achyuta Samanta Conferred Honorary Doctorate by University of Craiova, Romania
  • KIIT, ABI Showatech Implement MoU Through Recruitment, Research and Industry Integration Initiatives
  • KIIT Selected Among Top 30 Institutions Nationwide for Prestigious ISTE–BNY FDP on Intelligent Data Systems
  • KISS Achieves 100% Success Rate in Matric Examination for 19 Consecutive Years
  • ପିକକ୍ ଦ୍ୱାରା ପ୍ରସ୍ତୁତ ଚଳଚ୍ଚିତ୍ର “ଛୁଅଁନା… ନା ମାନେ ନା” ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ
  • KIIT Ranked 6th Best University in India, Emerges No. 1 in Eastern India in THE Asia Rankings 2026
  • US Consul General Visits KIIT and KISS
  • ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଦିଲ୍ଲୀରେ ଗିରଫ
  • ରାଜ୍ୟ ଯୋଜନା ବୋର୍ଡ ହେଲା ‘SITI ଓଡିଶା’
  • ନିର୍ମାଣ ହେବ ହିଟ୍‌ ୱେଭ୍‌ ଆଶ୍ରୟ ସ୍ଥଳୀ: ମନ୍ତ୍ରୀ

କୌଶଳ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ବ ଛାତ୍ର ଦିବସ ଉପଲକ୍ଷେ ଦକ୍ଷତା, କ୍ଷମତା ଓ କୌଶଳ ପ୍ରଶିକ୍ଷଣ ଦିଆଯାଇଥିଲା।

ଶୈକ୍ଷିକ ସହଯୋଗ ପାଇଁ ଉତ୍କଳ ଏବଂ ସୁଗ୍ରିୱା ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ଵାକ୍ଷର

ଅକ୍ଟୋବର ୧୦ ତାରିଖ ଦିନ ବାଲିସ୍ଥିତ ସୁଗ୍ରିୱା ବିଶ୍ୱବିଦ୍ୟାଳୟ ପରିସରରେ ଏହି ସ୍ୱାକ୍ଷର ସମାରୋହ ଅନୁଷ୍ଠିତ ହୋଇଥିଲା |

ଟାଇମ୍‍ସ ହାଇଅର ଏଜୁକେସନ୍‍ ର‌୍ୟାଙ୍କିଙ୍ଗ ୨୦୨୩ ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

ପୂର୍ବବର୍ଷ କିଟ୍‍ ୮୦୧+ ସ୍ଥାନରେ ରହିଥିବା ବେଳେ ଏବର୍ଷ ୨ଶହ ର‌୍ୟାଙ୍କ ଉନ୍ନୀତ ହୋଇ ସମଗ୍ର ବିଶ୍ୱର ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ ୬୦୧+ ସ୍ଥାନ ପାଇଛି ।

ଚାନ୍ଦବାଲିରେ ଗୁଜରାଟୀ ସମାଜ ଦ୍ୱାରା ପବିତ୍ର ନବରାତ୍ରୀ ପର୍ବ ପାଳନ

ଓଡିଶାରେ ଦୁର୍ଗାପୂଜାକୁ ଧୂମଧାମରେ ପାଳନ କରାଯାଉଥିବା ବେଳେ ଗୁଜରାଟରେ ନବରାତ୍ରୀ ପୂଜାକୁ ବଡ ଧୂମଧାମ ରେ ପାଳନ କରାଯାଏ।

ଉତ୍କଳରେ ଆନ୍ତର୍ଜାତୀୟ ବୃଦ୍ଧ ବ୍ୟକ୍ତି ଦିବସ ପାଳିତ

ହେଲ୍ପ ଏଜ୍ ଇଣ୍ଡିଆର ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜବିଜ୍ଞାନ ଏବଂ ମନୋବିଜ୍ଞାନ ବିଭାଗ ଦ୍ୱାରା ଆୟୋଜିତ ହୋଇଥିବା ‘ବୟସ୍କ ମହିଳାଙ୍କ ସ୍ଥିରତା ଏବଂ ଅବଦାନ’ ଉପରେ କର୍ମଶାଳାରେ ଯୋଗ ଦେଇ ବିଶେଷଜ୍ଞମାନେ କହିଛନ୍ତି ଯେ ବୟସ ଏବଂ ଲିଙ୍ଗ ଉପରେ ଆଧାରିତ ଭେଦଭାବ ଏକ ଅସମାନତା ଓ ନକାରାତ୍ମକ ସମାଜ ତିଆରି କରୁଛି |

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ