ଓଡିଶା ଡଟ୍ କମ୍ ସମ୍ବାଦଦାତା
ପୁରୀ, ଜୁନ୍ ୩୦ (ଓଡିଶା ଡଟ୍ କମ୍) ବାହୁଡା ଯାତ୍ରା ପରେ ରଥ ଉପରେ ଶ୍ରୀଜୀଉମାନଙ୍କର ସୁନାବେଶ ଖେିବା ପାଇଁ ଶନିବାର ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ୃଷ୍ଟିରେ ରଖି ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
e[ C_-୧୧୮୭୧” />ରଥ ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭ୍ର ଓ ବେୀ ଶୁଭ୍ରାଙ୍କୁ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଥିବା ବେଶରେ ଖେିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ତଥା ଶେ ବିଶେରୁ ଲକ୍ଷାଧିକ ଭକ୍ତଙ୍କ ଭିଡ ହେବାର ସମ୍ଭାବନା ରହିଛି ।
ସହରରେ ୧୦୭ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ର୍ୟାପିଡ଼ ଆକ୍ସନ ଫୋର୍ସ, ବୋମା ନିଷ୍କ୍ରୀୟକାରୀ ଳ, ଡଗ୍ ସ୍କ୍ୱାର୍ଡ, କ୍ୱିକ୍ ରେସପନ୍ସ ଟିମ୍ଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳାରେ ଠାକୁରଙ୍କ ର୍ଶନ ପାଇଁ ବ୍ୟାରିକେଡ଼ର ବ୍ୟବସ୍ଥା କରାଯାଇଛି ।
ସମ୍ଭାବ୍ୟ ଆତଙ୍କବାୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ହିଛନ୍ତି ।
ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଥିବା ବେଳେ ସାା ପୋଷାକଧାରୀ ପୋଲିସଙ୍କୁ ମଧ୍ୟ ମୁତୟନ କରାଯାଇଛି । ପୁରୀ ସହରକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥରେ ସ୍ପାଏ କ୍ୟାମେରା ଲଗାଯାଇଥିବା ବେଳେ କେତେକ ସ୍ଥାନରେ ଜାମର ମଧ୍ୟ ଲଗାଯାଇଛି ।
ବର୍ଷକରେ ପାଂଚ ଥର ବିଭିନ୍ନ ସମୟରେ ଶ୍ରୀବିଗ୍ରହ ମାନଙ୍କର ସୁନାବେଶ ହୋଇଥାଏ । ଚାରି ଥର ରତ୍ନ ସିଂହାସନରେ ହେଉଥିବାବେଳେ ଗୋଟିଏ ଥର ରଥ ଉପରେ ଅନୁଷ୍ଠିତ ହୁଏ ।
ସଂଧ୍ୟା ୫.୩୦ରୁ ରାତି ୧୧ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜୀଉ ମାନଙ୍କର ସୁନାବେଶ ଖେିପାରିବେ । ଏହାପରେ ତିନି ଠାକୁରଙ୍କ ବଡ ସିଂହାର ବେଶ ଅନୁଷ୍ଠିତ ହେବ ।
ଓଡ଼ିଶା ଡ଼ଟ୍ କମ୍