• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ମନ୍ତ୍ରୀମଣ୍ଡଳ ଅଦଳବଦଳ: ପ୍ରସନ୍ନଙ୍କୁ ଅର୍ଥ ଦାମଙ୍କୁ ସ୍ୱାସ୍ଥ୍ୟ ବିଭାଗ

August 2, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ଅଗଷ୍ଟ ୨(ଓଡ଼ିଶା ଡ଼ଟ୍ କମ୍) ଗୁରୁବାର ରାଜ୍ୟ ମନ୍ତ୍ରୀମଣ୍ଡଳରେ ଅଦଳବଦଳ କରାଯାଇଥିବା ବେଳେ ନୂଆ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ ସହ କେତେକ ମନ୍ତ୍ରୀଙ୍କ ବିଭାଗରେ ଅଦଳବଦଳ କରାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ଦିଆଯାଇଥିବା ବେଳେ ଶପଥ ଗ୍ରହଣ କରିଥିବା ଦାମୋଦର ରାଉତଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, କଳ୍ପତରୁ ଦାସଙ୍କୁ ପଂଚାୟତିରାଜ ଓ ବିଜୟଶ୍ରୀ ରାଉତରାୟଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ୱ ଦିଆଯାଇଛି ।

ମନ୍ତ୍ରୀଙ୍କ ବିଭାଗ
———-
ନବୀନ ପଟ୍ଟନାୟକ(ମୁଖ୍ୟମନ୍ତ୍ରୀ)ଗୃହ, ପୂର୍ତ ଓ ଜଳ ସଂପଦ, ସାଧାରଣ ପ୍ରଶାସନ
ପ୍ରସନ୍ନ ଆଚାର୍ଯ୍ୟ-ଅର୍ଥ, ସାଧାରଣ ଉଦ୍ୟୋଗ
ଦାମୋଦର ରାଉତ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଏମ୍ଏସ୍ଏମ୍ଇ
ବିଜୟଶ୍ରୀ ରାଉତରାୟ-ଜଙ୍ଗଲ ଓ ପରିବେଶ, ଶ୍ରମ ଇଏସ୍ଆଇ
ରବିନାରାୟଣ ନନ୍ଦ-ସ୍କୁଲ ଓ ଗଣଶିକ୍ଷା
କଳ୍ପତରୁ ଦାସ-ପଂଚାୟତିରାଜ, ସଂସଦୀୟ ବ୍ୟାପାର
ଅରୁଣ ସାହୁ-ଶକ୍ତି ଓ ସୂଚନା ଲୋକସଂପର୍କ
ପ୍ରତାପ କେଶରୀ ଗୋ-ଖାଦ୍ୟ ଯୋଗଣ, ନିଯୁକ୍ତି, ବୈଷୟିକ ଶିକ୍ଷା ଓ ତାଲିମ
ରଜନୀକାନ୍ତ ସିଂହ- ଖଣି ଓ ଇସ୍ପାତ
ସରୋଜିନୀ ହେମ୍ବ୍ରମ୍- ହସ୍ତତନ୍ତ ଓ ବୟନଶିଳ୍ପ
ସୁବ୍ରତ ତରାଇ- ବାଣିଜ୍ୟ ଓ ପରିବହନ
ନିରଂଜନ ପୂଜାରୀ- ଶିଳ୍ପ, ଅବକାରୀ
ରଘୁନାଥ ମହାନ୍ତି- ଗୃହ ନିର୍ମାଣ ନଗର ଉନ୍ନୟନ, ଆଇନ ଓ ସୂଚନା ପ୍ରଯୁକ୍ତି
ସୂର୍ଯ୍ୟ ନାରାୟଣ ପାତ୍ର- ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ
ରମେଶ ମାଝୀ- କ୍ରୀଡ଼ା ଯୁବ ବ୍ୟାପାର, ବିଜ୍ଞାନ ଓ କାରିଗରୀ, ସାଧାରଣ ଅଭିଯୋଗ
ମହେଶ୍ୱର ମହାନ୍ତି- ସଂସ୍କୃତି ଓ ପର୍ଯ୍ୟଟନ, ଯୋଜନା ଓ ସମନ୍ୱୟ
ବିକ୍ରମ ଆରୁଖ- ଗ୍ରାମ୍ୟ ଉନ୍ନୟନ ଓ ସମବାୟ
ବେୀ ପ୍ରସା ମିଶ୍ର- କୃଷି ମତ୍ସ୍ୟ ଓ ପଶୁ ସଂପଦ
ଉଷା ଦେବୀ-ମହିଳା ଓ ଶିଶୁ ବିକାଶ
ଲାଲବିହାରୀ ହିମିରିକା- ଆଦିବାସୀ, ଅନୁସୂଚିତ ଜାତି ଓ ଜନଜାତି
ବଦ୍ରି ନାରାୟଣ ପାତ୍ର-ଉଚ୍ଚଶିକ୍ଷା

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମନ୍ତ୍ରୀମଣ୍ଡଳ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version