ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବରଗଡ଼, ଡ଼ିସେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)ପରମାତ୍ମାଙ୍କ ଦିବ୍ୟ ଅବତରଣ ଉପଲକ୍ଷେ ପ୍ରଜାପିତା
ବ୍ରହ୍ମାକୁମାରୀ ବରଗଡ଼ ଶାଖା ପକ୍ଷରୁ ଆଧ୍ୟାତ୍ମିକ ଏବଂ ମନୋରଂଜନ ସାଂସ୍କୃତିକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।
ମାନବ ସମାଜରେ ଏବେ ସମସ୍ତ ସୁବିଧା ସତ୍ୱେ ଜୀବନରେ ସୁଖର ଅଭାବ ରହିଛି ବ୍ରହ୍ମକୁମାରୀ ସଂସ୍ଥା ଦ୍ୱାରାପ୍ରେରିତ ମାର୍ଗ ଆଜିକାର ଆବଶ୍ୟକତା ବୋଲି ବକ୍ତାମାନେ ମତ ପ୍ରକାଶ କରିଛନ୍ତି ।
ସ୍ଥାନୀୟ ବିଧାୟକ ସାଧୁ ନେପାକ ଏଥିରେ ଯୋଗ ଦେଇ ଭାଗବତ ମାର୍ଗ ହିଁ ମୋକ୍ଷ ଓ ଶାନ୍ତିର ମାର୍ଗ ବୋଲି କହିଛନ୍ତି ।
ଓଡ଼ିଶା ଡ଼ଟ୍ କମ୍