ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ସୁରତ, ଜାନୁୟାରୀ ୧୭(ଓଡ଼ିଶା ଡ଼ଟ୍ କମ୍) ସୁରତରେ ମକର ସଂକ୍ରାନ୍ତି ଅବସରରେ ସେଠାରେ ରହୁଥିବା ଓଡ଼ିଆମାନଙ୍କ ବନ୍ଧୁମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି ।
ଗତ ୧୪ ତାରିଖ ସୁରତ ଓଡ଼ିଆ ୱେଲଫେୟାର ସଂଘ ପକ୍ଷରୁ ଆୟୋଜିତ ଏହି ବନ୍ଧୁମିଳନରେ ଚାରି ଶହରୁ ଉଦ୍ଧ୍ୱର୍ ଓଡ଼ିଆ ଯୋଗ ଦେଇଥିଲେ ।
ଏହି ଅବସରରେ ଅବସରରେ ନିଜ ପରମ୍ପରାକୁ ବଜାୟ ରଖି ଏକ ଭୋଜିଭାତର ଆୟୋଜନ ହୋଇଥିଲା । ଭୋଜିରେ ବିଭିନ୍ନ ପ୍ରକାରର ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା ।
ଓଡ଼ିଶା ଡ଼ଟ୍ କମ୍
Leave a Reply