ସ୍ୱାସ୍ଥ୍ୟ

health

ସ୍ୱାସ୍ଥ୍ୟ

ଆମ୍ରି ହସ୍ପିଟାଲ୍ ଦ୍ଵାରା ଅଗ୍ନିଶମ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ୍

ସୂଚନା ଯୋଗ୍ୟ ଯେ ଅତ୍ୟାଧୁନିକ ଓ ଉନ୍ନତ ଉପକରଣ ସାଙ୍ଗକୁ ଆଧୁନିକ ମାନର ସେବା ବ୍ୟବସ୍ଥା ଦ୍ୱାରା ଆମ୍ରି ପୂର୍ବ ଭାରତର ଲୋକମାନଙ୍କୁ ଉଚ୍ଚମାନର ଚିକିତ୍ସା ସେବା ଯୋଗାଇ ଆସୁଛି । ଆମ୍ରି ହସ୍ପିଟାଲ୍ ହେଉଛି ଇମାମି ଗ୍ରୁପ୍ ଅଫ୍ କମ୍ପାନିର ଏକ ଅଂଶ ।

ବିସ୍ତୃତ
ସ୍ୱାସ୍ଥ୍ୟ

ନବକଳେବର ଯାତ୍ରା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୨୮୦ ଡାକ୍ତରଙ୍କୁ ମାସେ କାଳ ପୁରୀରେ କାର୍ଯ୍ୟ କରିବା ପାଇଁ ମୁତୟନ କରାଯାଉଥିବାରୁ ସେମାନଙ୍କ ଅନୁପସ୍ଥିତିରେ ଅନ୍ୟ ସ୍ଥାନରେ ଯେପରି ସ୍ୱାସ୍ଥ୍ୟ ସେବା ବ୍ୟାହତ ନା ହୁଏ ସେଥିପାଇଁ ସରକାର ଏହି ନିଷ୍ପତ୍ତି ନେଇଥିବା ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଛନ୍ତି ।

ବିସ୍ତୃତ
ସ୍ୱାସ୍ଥ୍ୟ

ରାଜ୍ୟରେ ମ୍ୟାଗି ବିକ୍ରି ନିଷିଦ୍ଧ

ଆସିଥିବା ନମୁନା ପରୀକ୍ଷା ରିପୋର୍ଟରେ ଏହି ଫାଷ୍ଟଫୁଡରେ ମୋନୋସୋଡିୟମ ଗ୍ଲୁଟାମେଡ୍ ମିଳିଥିବାରୁ ସରକାର ରାଜ୍ୟ ବ୍ୟାପୀ ଏହାର ବିକ୍ରି ନିଷିଦ୍ଧ କରିଥିବା ସେ କହିଛନ୍ତି। ମୋନୋସୋଡିୟମ ଗ୍ଲୁଟାମେଡ୍ ହେଉଛି ଏକ ପ୍ରକାର ଲବଣ ।

ବିସ୍ତୃତ
ସ୍ୱାସ୍ଥ୍ୟ

ଡାକ୍ତରଙ୍କ ଚିକିତ୍ସାରେ ଶିଶୁର ନୂତନ ଜୀବନ ଲାଭ

ତେବେ ଇଏନଟି ବିଭାଗର ବରିଷ୍ଠ ଉପ ନିର୍ଦ୍ଦେଶକ ଡାକ୍ତର ଡ଼ି ସାହୁଙ୍କ ନେତୃତ୍ଵରେ ଏକ ଟିମ ବ୍ରଙ୍କୋସ୍କୋପି ଦ୍ଵାରା ଅସ୍ତ୍ରୋପଚାର କରି ଶିଶୁର ଶ୍ଵାସ ନଳୀରେ ଲାଗିରହିଥିବା ବାହ୍ୟ ପଦାର୍ଥକୁ ବାହାର କରିଥିଲେ । ଏବେ ଶିଶୁ ସୁସ୍ଥ ଥିବା ଡାକ୍ତରଖାନା କତ୍ତୃପକ୍ଷ କହିଛନ୍ତି ।

ବିସ୍ତୃତ
ସ୍ୱାସ୍ଥ୍ୟ

ଅସ୍ତ୍ରୋପ୍ରଚାରର ଛଅ ମାସ ପରେ ମହିଳାଙ୍କ ପେଟରୁ କଇଁଚି ଉଦ୍ଧାର

ତେବେ ଯନ୍ତ୍ରଣା ନ କମିବାରୁ ଅସ୍ତ୍ରୋପଚାର କରିଥିବା ଡାକ୍ଟରଙ୍କ ସୁପାରିସ କ୍ରମେ ସେ କଟକର ଏକ ଘରୋଇ ଡ଼ାକ୍ତରଖାନାରେ ସୋମବାର ଦିନ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ଏକସରେ ସମୟରେ ତାଙ୍କ ପେଟରେ ଏକ ଛୋଟ କଇଁଚି ରହିଥିବା ଜଣା ପଡିଥିଲା । ଏକ ଘଣ୍ଟାର ଅସ୍ତ୍ରୋପଚାର ପରେ ମହିଳାଙ୍କ ପେଟରୁ ୬ -୭ ଇଞ୍ଚର ଏହି କଇଁଚି ବାହାର କରାଯାଇଥିଲା ।

ବିସ୍ତୃତ
ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟବୀମା ହିତାଧିକାରୀଙ୍କୁ ହଇରାଣ କଲେ ଫୌଜଦାରୀ ମାମଲା

ସ୍ଵାସ୍ଥ୍ୟବୀମା ଯୋଜନାର ଅଗ୍ରଗତି ସମ୍ପର୍କରେ ପ୍ରତି ଦୁଇ ମାସରେ ଥରେ ସମୀକ୍ଷା କରିବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ। ସ୍ଵାସ୍ଥ୍ୟବୀମା ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଏକ ସ୍ଵତନ୍ତ୍ର ନିର୍ଦ୍ଦେଶାଳୟ ଗଠନର ଅଗ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ବିସ୍ତୃତ
ରାଜନୀତିସ୍ୱାସ୍ଥ୍ୟ

ପାଞ୍ଚୋଟି ନୂଆ ମେଡିକାଲ କଲେଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

କଟକ ଠାରେ ଦେଶର ପୂର୍ବାଞ୍ଚଳ ପାଇଁ ବାଙ୍ଗାଲୋରରେ ଥିବା ନିମହାନସ ଢାଞ୍ଚ। ରେ ମେନଟାଲ ହେଲଥ ଓ ନ୍ୟୁରୋ ସାଇନସର ଏକ ସୁପର ସ୍ପେସାଲିଟି ଇନଷ୍ଟିଚ୍ୟୁଟ ପ୍ରତିଷ୍ଠା କରିବାର ଆବଶ୍ୟକତା ଦର୍ଶାଇ ସେ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି ।

ବିସ୍ତୃତ
ସ୍ୱାସ୍ଥ୍ୟ

ଜଣ୍ଡିସ କବଳରେ ବଲାଙ୍ଗିର, ୩୭ ରୋଗୀ ଚିହ୍ନଟ

ପାଣି ପାଇପ ଫାଟି ନାଳ ପାଣି ସହ ମିଶି ରୋଗ ସଂକ୍ରମଣ ହେଇଥିବା ଆଶଙ୍କା କରାଯାଉଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନେ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରି ପାଇପ ପାଣି ସଂଗ୍ରହକରି ପରୀକ୍ଷା ପାଇଁ ପଠାଇଛନ୍ତି ।

ବିସ୍ତୃତ
ସ୍ୱାସ୍ଥ୍ୟ

ଟାଟା ସହାୟତାରେ ହେବାକୁଥିବା ଚକ୍ଷୁ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ

ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଳ ଗ୍ରାମରେ ତାମିଲନାଡୁର ଶଙ୍କର ଚକ୍ଷୁ ଚିକିତ୍ସାଳୟ ଦ୍ୱାରା ପରିଚାଳିତ ହେବାକୁଥିବା ଏହି ହାସପାତାଲ ଗଞ୍ଜାମ ଓ ପାଶ୍ୱର୍ବର୍ତ୍ତୀ ଜିଲ୍ଲାର ଲୋକମାନଙ୍କୁ ଆଧୁନିକ ଚକ୍ଷୁ ଚିକିତ୍ସା ସେବା ଯୋଗାଇ ଦେବ । ଏଗ୍ରିମେଣ୍ଟ ଅନୁସାରେ ଟାଟା ଷ୍ଟିଲ ଏହି ଚିକିତ୍ସାଳୟର ଭିତ୍ତିଭୂମି ଓ ନିର୍ମାଣ କାର୍ଯ୍ୟ ପାଇଁ ୪୨.୩ କୋଟି ଟଙ୍କା ପ୍ରଦାନ କରିବ । ସେହି ସମୟରେ କାର୍ଯ୍ୟରାମ୍ଭ ପାଇଁ ଅଗ୍ରୀମ ରାଶି ଭାବେ ଶଙ୍କର ଚିକିତ୍ସାଳୟ ଅଧିକାରୀଙ୍କୁ ୩କୋଟି ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା ।

ବିସ୍ତୃତ
ସ୍ୱାସ୍ଥ୍ୟ

ମଇ ପହିଲାରୁ ସରକାରୀ ଚିକିତ୍ସାଳୟରେ ମାଗଣା ଔଷଧ

ମାଗଣା ଔଷଧର ସୁପରିଚାଳନା ପାଇଁ ପ୍ରତି ଚିକିତ୍ସାଳୟରେ ଔଷଧ ବିତରଣ କେନ୍ଦ୍ର ଖୋଲାଯିବା ସହିତ ୫୯୮ ଜଣ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆ ଯାଉଥିବା ସେ କହିଛନ୍ତି ।

ବିସ୍ତୃତ
1 2 3
Page 2 of 3