ଓଡିଶା ନ୍ୟୁଜ/ Odisha News

Tag Archives: ଜଗତସିଂହପୁର

ଓଡିଶା ଖବର

ବିଧାୟକଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତର ଆତ୍ମସମର୍ପଣ

ଅଭିଯୋଗ ପାଇବା ପରେ ନାଉଗାଁ ପୁଲିସ ଏକ କେସ ରୁଜୁ କରି ତଦନ୍ତ ଜାରି ରଖିଥିଲେ । ବିଧାୟକ ବିଷ୍ଣୁ ଦାସଙ୍କୁ ହତ୍ୟା ଧମକ ଘଟଣା ଜିଲା ପୁଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ଯେତେଶୀଘ୍ର ସମ୍ଭବ ହତ୍ୟା ଧମକ ଦେଇଥିବା ବ୍ୟକ୍ତିକୁ ଠାବ କରିବା ପାଇଁ ଏସପି ସତ୍ୟବ୍ରତ ଭୋଇଙ୍କ ନିର୍ଦେଶରେ ତଦନ୍ତ ଚାଲିଥିଲା

ବିସ୍ତୃତ
ଓଡିଶା ଖବରମୁଖ୍ୟ ଖବର

ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ

ଗ୍ରାମବାସୀମାନେ ବିଦ୍ୟୁତ ପ୍ରବାହ ଛିନ୍ନ କରି ସଂପୃକ୍ତ ଚାରି ଜଣଙ୍କୁ ଡ଼ାକ୍ତରଖାନାକୁ ଆଣିଥିବା ବେଳେ ଡ଼ାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

ବିସ୍ତୃତ
ଓଡିଶା ଖବରମୁଖ୍ୟ ଖବର

ଚେସ୍ ଚାମ୍ପିୟନସିପ୍ ନିମନ୍ତେ ଖେଳାଳୀଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ

ଗତ ବର୍ଷ ସେ ଫିଲିପାଇନ୍ସରେ ହୋଇଥିବା ଏସିଆନ୍ ୧୮ ବର୍ଷରୁ କମ୍ ଚେସ୍ ଚାମ୍ପିୟନସିପ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ବିସ୍ତୃତ