ଓଡିଶା ନ୍ୟୁଜ/ Odisha News

Tag Archives: ଯଜ୍ଞେଶ୍ୱର ବାବୁ

ଓଡିଶା ଖବର

ପ୍ୟାରୀଙ୍କ ସହ ଯଜ୍ଞେଶ୍ୱର ବାବୁ ବିଜେଡିରୁ ବହିଷ୍କୃତ

ଦଳରେ ବେଶୀ ବିଶୃଙ୍ଖଳା ନବୀନ ହିଁ ସୃଷ୍ଟି କରୁଛନ୍ତି । ନିଜର ବଡ ପଣିଆ ଦେଖାଇ ସାରା ଦଳକୁ ପଙ୍ଗୁ କରିଦେଇଛନ୍ତି । ୨୦୧୦ ଜୁଲାଇ ୧୦ତାରିଖରେ ଶେଷଥର ପାଇଁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରଠାରୁ ଦଳୀୟ ସମ୍ବିଧାନମତେ କୌଣସି ବୈଠକ ବସିନାହିଁ । ସବୁ ନିଷ୍ପତି ନବୀନଙ୍କର ଏକଚାଟିଆ ଭାବେ ଚାଲିଥିଲା ।

ବିସ୍ତୃତ
ଓଡିଶା ଖବରରାଜନୀତିସାକ୍ଷାତକାର

ସମୟ କହିବ କିଏ ଠିକ୍ , କିଏ ଭୁଲ୍ : ଯଜ୍ଞେଶ୍ୱର ବାବୁ (ସାକ୍ଷାତକାର)

ହେଲେ ବିଧାୟକମାନେ କହିବେ କାହାକୁ? ଅଫିସରମାନେ ତାଙ୍କ କଥାକୁ କାନକୁ ନେଲେ ନାହିଁ । ଏଠାରେ ମୁଖ୍ୟମନ୍ତ୍ରୀ ତାଙ୍କ ଚିରାଚରିତ ଢଙ୍ଗରେ ନବୀନ ନିବାସ ନହେଲେ ସଚ୍ଚିବାଳୟର ହାଇ ସିକ୍ୟୁରିଟୀ ଜୋନ୍ ଭିତରେ ପଶି ରହିଲେ । ସିଏ ବା କାହାକୁ ଚିହ୍ନିଥିଲେ ଯେ କାହାକୁ କ’ଣ କହିଥାଆନ୍ତେ କି କରିଥାଆନ୍ତେ? ତେଣୁ ବିଧାୟକମାନେ ନିଜ ସମସ୍ୟା ବିଷୟରେ କହିବାକୁ ହନ୍ତସନ୍ତ ହୋଇଗଲେ । ଲୋକଙ୍କର ଯେତେବେଳେ ଏଇ ଅବସ୍ଥା ସେତିକିବେଳକୁ ପୁଣି ନବୀନବାବୁ ଲମ୍ବା ଟୁରରେ ବିଦେଶ ଚାଲିଗଲେ ।

ବିସ୍ତୃତ