ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର, ଜାନୁୟାରୀ ୩(ଓଡ଼ିଶା ଡ଼ଟ୍ କମ୍) ୧୫ରୁ ଊଦ୍ଧ୍ୱର୍ ସହର ଅତିକ୍ରମ କରିବା ପରେ ୯୯ତମ ଭାରତୀୟ ବିଜ୍ଞାନ କଂଗ୍ରେସ ପାଇଁ ‘ବିଜ୍ଞାନ ଜ୍ୟୋତ’କିଟ୍ ବିଶ୍ୱବ୍ୟିାଳୟରେ ପହଂଚିଛି ।
ସୋମବାର ପଠାଣୀ ସାମନ୍ତ ପ୍ଲାନେଟୋରିଅମରୁ ଏହି ମଶାଲ୍କୁ ଏକ ଶୋଭାଯାତ୍ରାରେ କିଟ୍ ପର୍ଯ୍ୟନ୍ତ ଅଣାଯାଇଥିଲା ।
ପ୍ଲାନେଟୋରିଅମ୍ରେ କିଟ୍ ବିଶ୍ୱବ୍ୟିାଳୟ କୁଳପତି ପ୍ରଫେସର ଅଶୋକ ଏସ୍ କୋଲାସ୍କର ଏହାକୁ ପତାକା ଖୋଇ ଶୁଭାରମ୍ଭ କରିଥିଲେ । କିଟ୍ ପରିସରରେ ପହଂଚିବା ପରେ ବିଜ୍ଞାନ କଂଗ୍ରେସର ମୁଖ୍ୟ ପୃଷ୍ଠପୋଷକ ଅଚ୍ୟୁତ ସାମନ୍ତଙ୍କୁ ଏହା ସମର୍ପଣ କରାଯାଇଥିଲା ।
ଏହି ଅବସରରେ ସାଂସ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, କିଟ୍ ବିଶ୍ୱବ୍ୟିାଳୟ କୁଳାଧିତି ଡ. ଆର୍.ପି. କୌଶିକ, ପ୍ରମୁଖ ଉପସ୍ଥିତ ଥିଲେ ।
ିଲ୍ଲୀସ୍ଥିତ ଗ୍ରାଣ୍ଡହାଉସ୍ ମହିଳା ମହାବ୍ୟିାଳୟ ଠାରେ ୨୦୧୧ ଡିସେମ୍ବର ୧୬ତାରିଖରେ ବିଜ୍ଞାନ ଜ୍ୟୋତକୁ ିଲ୍ଲୀ ବିଶ୍ୱବ୍ୟିାଳୟ କୁଳପତି ଡ. ିନେଶ ସିଂ ପତାକା ଖୋଇ ଶୁଭାରମ୍ଭ କରିଥିଲେ ।
ଏହା ବାରାଣସୀ, ିଲ୍ଲୀ, ଆଗ୍ରା, କାନପୁର, ଆଲ୍ଲାହବା,ଔରଙ୍ଗାବା, ପାଟନା, ଗୟା, ରାଂଚି, ଲକ୍ଷେ୍ନø, ଧାନବା, କୋଲକାତା ସମେତ ୧୫ରୁ ଊଦ୍ଧ୍ୱର୍ ସହରରେ ୨୪ଶହ କିଲୋମିଟର ରାସ୍ତା ଅତିକ୍ରମ କରିଛି ।
ଓଡ଼ିଶା ଡ଼ଟ୍ କମ୍