ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ
ବଲାଙ୍ଗୀର, ଜାନୁୟାରୀ ୨୨(ଓଡ଼ିଶା ଡ଼ଟଟ୍ କମ୍) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଅନ୍ତର୍ଗତ ବ୍ରାହ୍ମଣୀ ଗନ୍ଧମାର୍ଦ୍ଧନ ଅଞ୍ଚଳରେ ରବିବାର ମାଓବାଦୀ-ଯବାନ ମଧ୍ୟରେ ଗୁଳିବିନିମୟରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି ।
ଆହତ ଯବାନ ସୁନୀଲ ଦାସଙ୍କ ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ଓଡ଼ିଶା ଡ଼ଟ୍ କମ୍
Leave a Reply