ଓଡିଶା ଖବର

ରାଜନାଥଙ୍କ ଟିମ୍ ରେ ଓଡ଼ିଶାରୁ ଜୁଏଲ,ଧର୍ମେନ୍ଦ୍ର

ପ୍ରଫୁଲ ଦାଶ

ଭୁବନେଶ୍ୱର,ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍)-ବିଜେପି ସଭାପତି ରାଜନାଥ ସିଂହ ୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ ନୂଆ ଟିମ୍ ଗଠନ କରିଛନ୍ତି । ଏଥିରେ ଜୁଏଲଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ଧର୍ମେନ୍ଦ୍ରଙ୍କୁ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଛି ।

ଏହା ବ୍ୟତୀତ ଜୁଏଲଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ କରାଯାଇଛି । ଏହି ଟିମ୍ ଆଗାମୀ ନିର୍ବାଚନ ଲାଗି ବିଭିନ୍ନ ରଣନୀତି ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବ ।

ଓଡ଼ିଶା ଡ଼ଟ୍ କମ୍

2 Comments

  • ଓଡିଶାର ପରମ ଆରାଧ୍ୟ ଦେବତା ପ୍ରଭୁ ଜାଗନ୍ନାଥଙ୍କ ଦର୍ଶନାର୍ଥେ ଆସୁଥିବା ତାଙ୍କ ପରମ ଭକ୍ତ ଶ୍ରୀ ନରେନ୍ଦ୍ର ମୋଦି ବାହୁଡା ଯାତ୍ରାର ଶେଷଦିନ ରଥାରୂଢ ଦିଅଁ ଙ୍କୁ ଦର୍ଶନ କରି ଆଜ୍ଞାମାଳ ନେଇ ଆଗାମୀ ନିବାର୍ଚନର ପ୍ରଚାର ପ୍ରସ୍ତୁତି କରିବେ । ତାଙ୍କର ଉକ୍ତ ଆଗମନକୁ ଆମେ ସମସ୍ତେ ଓଡିଶାବାସୀ ସ୍ଵାଗତ କରୁଛୁ । ତାଙ୍କ ଉଦ୍ଧେଶ୍ୟ ସଫଳ ହେଉ ।

Leave a Reply

This site uses Akismet to reduce spam. Learn how your comment data is processed.