ସଭା ସମିତି

ସଭା ସମିତି

ଉତ୍କଳ ଗୌରବଙ୍କ ଜୟନ୍ତୀ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ

ସନ୍ଧାନ ଓ ଜୟ ଓଡିଶାର ମିଳିତ ପ୍ରୟାସ ଓ ବିଭିନ୍ନ ସଂଗଠନ ମାନଙ୍କ ସହଯୋଗରେ ଆୟୋଜିତ ଏହି ତୃତୀୟ ସମାରୋହ ଅପ୍ରେଲ୍ ୨୭ ତାରିଖରେ ସ୍ଥାନୀୟ ଏକାମ୍ର ହାଟ ମୁକ୍ତ ମଂଚରେ ଅନୁଷ୍ଠିତ ହେବ ।

ବିସ୍ତୃତ
ସଭା ସମିତି

ପରିବେଶର ସୁରକ୍ଷା ପାଇଁ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ ଲଗାଇବା, ବର୍ଜ୍ୟବସ୍ତୁ କମାଇବା, ଜୈବ ପଦାର୍ଥ ବ୍ୟବହାର କରିବା ଓ ପ୍ରୟୋଗ କରିବା, ବିଦ୍ୟୁତ କମ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ।

ବିସ୍ତୃତ
ସଭା ସମିତି

ପୂର୍ବ ତଟ ରେଳବାଇ ପକ୍ଷରୁ ରେଳ ସପ୍ତାହ ପାଳନ

ଭାରତୀୟ ରେଳବାଇରେ ସର୍ବୋତ୍ତମ କର୍ମୀଙ୍କ ପରିଚାଳନରେ କୃତ୍ତି ହାସଲ କରି ପୂର୍ବତଟ ରେଳପଥ ରେଳମନ୍ତ୍ରାଳୟରୁ "କର୍ମିକ ପରିଚାଳନା ସିଲଡ ହାସଲ କରି ଗୋରବାନ୍ଵିତ ହୋଇଛି।

ବିସ୍ତୃତ
ସଭା ସମିତି

ଆରମ୍ଭ ହେଲା କଳିଙ୍ଗ ଟିଭି

କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ନିଜର ଅଭିଭାଷଣରେ କହିଥିଲେ ଯେ ,ତାଙ୍କର ଏହି ଚ୍ୟାନେଲ ଲୋକଙ୍କ ନିକଟରେ ସକାରାତ୍ମକ ନିର୍ଭୁଲ ଓ ନିରପେକ୍ଷ ଖବର ପହଞ୍ଚାଇବ । କଳିଙ୍ଗ ଟିଭିର ପରିଚାଳନା ନିର୍ଦେଶକ ହିମାଂଶୁ ଶେଖର ଖଟୁଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ବିସ୍ତୃତ
ସଭା ସମିତି

ତନ୍ତମୁଣ୍ଡିଆ ମହାବୀର ପୀଠରେ ଦଶ ଦିନ ବ୍ୟାପି କାର୍ଯ୍ୟକ୍ରମ

୨୦୧୩ ମସିହାଠାରୁ ଏହି ପ୍ରସିଦ୍ଧ ପୀଠକୁ ଓଡିଶା ସରକାର ଏକ ପର୍ଯ୍ୟଟନ କେନ୍ଦ୍ର ରୂପେ ସରକାରୀ ମାନ୍ୟତା ଦେଇଛନ୍ତି ।

ବିସ୍ତୃତ
ସଭା ସମିତି

ଖୋର୍ଦ୍ଧାରେ ଓଡିଆ ନବବର୍ଷ ଉପଲକ୍ଷେ ବିଷୁବ ମିଳନ ସମାରୋହ

ମହାନ୍ ଉତ୍କଳୀୟ ସଂସ୍କୃତି ଅନୁସାରେ ମହାବିଷୁବ ସଂକ୍ରାନ୍ତିକୁ ସମଗ୍ର ଓଡିଶାର ପୁରପଲ୍ଲିରେ ଓଡିଆ ନବବର୍ଷ ଭାବରେ ପାଳନ କରାଯାଏ । ଏହି ଦିନ ପତ୍ୟେକ ଓଡିଆ ପଣା ପାନ କରିବାର ପରମ୍ପରା ଥିବାରୁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ । ଏହି ନବବର୍ଷକୁ ସ୍ୱାଗତ ଜଣାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଦଣ୍ଡନାଚ ଅନୁଷ୍ଠିତ ହୋଇଥାଏ । ଏହା ହେଉଛି ଆମ ସଂସ୍କୃତିକୁ ବାନ୍ଧି ରଖିବା ପାଇଁ ଏକ ବଳିଷ୍ଠ ମାଧ୍ୟମ ।

ବିସ୍ତୃତ
ସଭା ସମିତି

ବାବା ସାହେବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଓରାମଙ୍କ ଆହ୍ଵାନ

ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କଟକ ଜିଲ୍ଲା ଓଲଟପୁର ଠାରେ ଥିବା ସ୍ୱାମୀ ବିବେକାନନ୍ଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚର ୧୯ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଏହି ଉତ୍ସବରେ ସ୍ଥାନୀୟ ବିଧାୟକ ଡ଼ଃ.ପ୍ରମୋଦ ମଲ୍ଲିକ, ଓ ସଂସ୍ଥାରପଦାଧିକାରୀ ପ୍ରମୁଖ ଯୋଗଦେଇଥିଲେ ।

ବିସ୍ତୃତ
ସଭା ସମିତି

ରାଜ୍ୟରେ ଆମ୍ବେଦକରଙ୍କ ଜନ୍ମ ଦିବସ ପାଳନ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଭୁବନେଶ୍ୱର ମହାନଗର ସଂଗଠନର କର୍ମକର୍ତ୍ତାମାନେ ଏକ ପଟୁଆରରେ ଆସି ଏଜି ଛକରେ ଥିବା ବାବା ସାହେବଙ୍କ ମୂର୍ତ୍ତି ନିକଟରେ ପହଁଚିଥିଲେ ଓ ସେଠାରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ପଶ୍ଚିମବଙ୍ଗ ଓ ଓଡିଶା ପୂର୍ବକ୍ଷେତ୍ରର ସମାଜସେବୀ ଗୋପାଳ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥିରୂପେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ବିସ୍ତୃତ
ରାଜନୀତିସଭା ସମିତି

ପ୍ରତିଷ୍ଠା ଦିବସ: ଭୁବନେଶ୍ୱରକୁ ସମୃଦ୍ଧ ସହର କରିବାପାଇଁ ଆହ୍ୱାନ

ରାଜ୍ୟ ବିଧାନସଭା ସମ୍ମୁଖସ୍ଥ ରାଜଧାନୀ ଶିଳାନ୍ୟାସ ଫଳକ ନିକଟରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ଏକ ଚିତ୍ତାକର୍ଷକ ବେସାମରିକ ପ୍ୟାରେଡ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭାର ବାଚସ୍ପତି ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ ।

ବିସ୍ତୃତ
1 4 5
Page 5 of 5