Tag: ଜଙ୍ଗଲ

forest

ଆମ ଗାଁରେ ଆମେ ସରକାର

ସୁନ୍ଦରଗଡ ଜିଲ୍ଲାର ଛୋଟିଆ ଜଙ୍ଗଲ ଗ୍ରାମ ବାଞୀକଚ୍ଚାରରୁ ଏକ ବଡ ସାମ୍ବୀଧାନିକ ବିବାଦ ମୁଣ୍ଡଟେକିଛି । ପ୍ରାୟ ୩୨ ଘର ବିଶିଷ୍ଟ ଏହି ଗାଁର ଲୋକେ ଗତ କିଛି ଦିନ ହେବ ନିଜ ପାରମ୍ପାରିକ ସୀମା ଭିତରେ ଥିବା ଜମି ଓ ଜଙ୍ଗଲକୁ ସୁରକ୍ଷିତ ରିଖିବାକୁ ସଂଘର୍ଷ କରୁଛନ୍ତି । ମେ ୧୬ରେ ଏହା ଭିନ୍ନ…

ଜଙ୍ଗଲ ଅଧିକାରର ଯୁଗ ଶେଷ !

ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେବା ଦିନ ଠାରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାର ବିରୋଧ କରି ଆସୁଛନ୍ତି । ଏହି ଆଇନ କାର୍ଯ୍ୟକାରି ନକରିବାକୁ ଆବେଦନ ଏବେ ବି ନ୍ୟାୟାଳୟର ବିଚାରାଧିନ ଅଛି । ଆଇନ କାର୍ଯକାରୀ ହେଲେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକେଇବ, ବାଘ ସମେତ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଜୀବନ…

ଜଙ୍ଗଲ ଅଧିକାରକୁ ସରକାରଙ୍କ ଉଲଂଘନ

  ଉଜୁଡା ଜଙ୍ଗଲର ପୁନରୁଦ୍ଧାର ପାଇଁ ଆମ ରାଜ୍ୟ ସରକାର ଏକ ନୂତନ କାର୍ଯ୍ୟକ୍ରମ ‘ଆମ ଜଙ୍ଗଲ ଯୋଜନା’ ପ୍ରଣୟନ କରିବା ପାଇଁ ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ କରିଛନ୍ତି । ଏହି ଯୋଜନାରେ ୩୦ଟି ବନଖଣ୍ଡରେ ୧୧୭୦.୨ କୋଟି ବ୍ୟୟରେ ୨ ଲକ୍ଷ ୬୦ ହଜାର ହେକ୍ଟର ଜଙ୍ଗଲର ପୁନରୁଦ୍ଧାର କାରାଯିବ । ଏଥିପାଇଁ…

କାମ୍ପା ଓ ଜଙ୍ଗଲ ଅଧିକାର ଆଇନ

ସରକାର ଗୋଟିଏ ହାତରେ ଯାହା ଦେଲେ ଆର ହାତରେ ତାହା ଛଡେଇ ନେଲେ । କନ୍ଧମାଳ ଜିଲ୍ଲାର କୁଟିଆ କନ୍ଧ ଆଦିବାସୀଙ୍କର ଏହି ଅଭିମାନ ଭରା ଅଭିଯୋଗ ରାଜ୍ୟରେ ଜଙ୍ଗଲ ଅଧିକାର ଆଇନର ଦୟନୀୟ ସ୍ଥିତିକୁ ଜାହିର କରୁଛି । ବନବାସୀଙ୍କ ପ୍ରତି ହୋଇଥିବା ଐତିହାସିକ ଅନ୍ୟାୟକୁ ଦୂର କରିବା ପାଇଁ ଆଜକୁ ନଅ ବର୍ଷ…

ଆମ ଜଙ୍ଗଲ ଆମର

    ଦେଓମାଳି ପାହାଡର ଉପରକୁ ଉଠିଲା ବେଳେ ଆଖିରେ ପଡିଲା ସିମେଣ୍ଟ ତିଆରି ଏକ ବୋର୍ଡ ଉପରେ ହାତ ଲେଖା ଏକ ସୂଚନା ଫଳକ । ଲେଖା ଥିଲା ମାତାଲ ଆମ୍ବା, ତଳ କାଟି, କାଟ୍ରାଗାଡା,ସୁଲିଆ ମାରି ଗ୍ରାମସଭା ଏହି ସୀମା ଭିତରେ ଥିବା ଜଙ୍ଗଲ ଅଂଚଳ ଉପରେ ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ…

ଫରେଷ୍ଟ ଗାର୍ଡ଼ ହତ୍ୟା ମାମଲାରେ କାଠ ମାଫିଆ ଗିରଫ

aeMWÿ Ròfäûùe `ùeÁ MûWÿðu jZýû cûcfûùe ù_ûfòi Mêeêaûe RùY KûV cû`ò@ûKê Kòe` Keòaû ij ùKûUð PûfûY KeòQò û

This website uses cookies.