ଓଡିଶା ନ୍ୟୁଜ/ Odisha News

Tag Archives: ଟ୍ରେନ୍ ପୋଡି

ମାନବାଧିକାର

ଟ୍ରେନ୍ ପୋଡି ମାମଲାରେ ଗିରଫଦାରୀକୁ ନେଇ ରିପୋର୍ଟ ତଲବ

ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଧରିବା ଆଳରେ ପୁଲିସ୍ ୧୯ ତାରିଖ ରାତିରେ ଉକ୍ତ ଗାଁର ୫୧ ଜଣଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧ କରି ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଅପରେସନ୍ ସମୟରେ ପୁଲିସ୍ ଲୋକଙ୍କ ଘର କବାଟ ଭାଙ୍ଗି ପଶିଥିଲା ଓ ଅନେକ ମହିଳାଙ୍କୁ ଦୁର୍ବ୍ୟବହାର କରି ସେମାନଙ୍କର ମାନବଧିକାର ଉଲ୍ଲଂଘନ କରିଥିବାର ସେ ଦର୍ଶାଇଥିଲେ ।

ବିସ୍ତୃତ
ବିଶେଷ ଖବରମାନବାଧିକାର

ଡେଲାଙ୍ଗ ଟ୍ରେନ୍ ପୋଡି ପରେ ପୁଲିସ୍ ବାଡି, ଜେଲ୍ ବେଡି

ପୁଲିସ ଡିଏସପି ଦେବେନ୍ଦ୍ର ଦାସ ଓଡିଶା ଡଟ କମକୁ କହିଛନ୍ତି ଘଟଣାରେ ସମୁଦାୟ ୪୮ ଜଣ ଗିରଫ ହୋଇଛନ୍ତି ଓ ଆହୁରି ୩୦-୪୦ ଜଣଙ୍କୁ ଖୋଜା ଚାଲିଛି । ଯେଉଁ ମାନଙ୍କ ବିରୁଦ୍ଧରେ ଆପାତତଃ ପ୍ରମାଣ ଅଛି ସେମାନଙ୍କୁ ହିଁ ଗିରଫ କରାଯାଇଛି । ତେବେ ଗ୍ରାମବାସୀ ପୁଲିସର ଏହି ଦାବୀକୁ ଖଣ୍ଡନ କରିଛନ୍ତି। ଗାଁକୁ ଘଟଣାର ସାତ ଦିନପରେ ଅନୁଧ୍ୟାନ ପାଇଁ ଯାଇଥିବା ଏହି ଲେଖକ ଓ ଅନ୍ୟ କିଛି ମାନବାଧିକାର କର୍ମୀଙ୍କୁ ସେମାନେ ତାଙ୍କ ବ୍ୟଥା ଶୁଣାଇଛନ୍ତି ।

ବିସ୍ତୃତ