ଓଡିଶା ନ୍ୟୁଜ/ Odisha News

Tag Archives: ବଲାଙ୍ଗୀର

ଓଡିଶା ଖବର

ବିଶ୍ୱକପ୍ ମ୍ୟାଚରେ ଓଡିଆ ଝିଅ ରୋସନାରା

ବଲାଙ୍ଗୀରର ରୋସନାରା ପୂର୍ବରୁ ଶ୍ରୀଲଙ୍କାରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍ ଖେଳି ସାରିଛନ୍ତି । ସେ ସେଠାରେ ସୁନ୍ଦର ପ୍ରଦର୍ଶନ କରିଥିଲେ । ସେଥିପାଇଁ ଜାତୀୟ ଚୟନକର୍ତା ଏହି ବିଶ୍ୱକପ୍ ଖେଳିବା ପାଇଁ ତାଙ୍କୁ ମନୋନୀତ କରିଥିଲେ ।

ବିସ୍ତୃତ
ଓଡିଶା ଖବରରାଜନୀତି

ବଲାଙ୍ଗୀର ଗସ୍ତବେଳେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ

ଆର ଏନ୍ ସିଂହଦେଓ ସ୍ପୋର୍ଟସ କଂପ୍ଲେକ୍ସ ଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ୧୨୫ ବେଡ୍ ବିଶିଷ୍ଟ ଏମ୍ସିଏଚ୍ ସେଣ୍ଟରର ଶିଳାନ୍ୟାସ କରିବାକୁ ମୁଖ୍ୟମନ୍ତ୍ରୀ ହସ୍ପିଟାଲ ଅଭିମୁଖେ ଯାଉଥିବା ବେଳେ ଏଭଳି ଘଟଣା ଘଟିଛି ।

ବିସ୍ତୃତ
ଓଡିଶା ଖବର

ମଙ୍ଗଳବାର ବଲାଙ୍ଗୀର ସୁଲିଆ ଯାତ୍ରା:ମୁଖ୍ୟ ଖଳାରେ ୧୪୪ ଧାରା

ଚଳିତବର୍ଷ ମଧ୍ୟ ଆଦିବାସୀ ନେତାଙ୍କ ସହ ପ୍ରଶାସନ ଆଲୋଚନା କରିଥିଲା । ବଳିବନ୍ଦ ପାଇଁ ନିବେଦନ କରିଥିଲା । କିନ୍ତୁ ଆଦିବାସୀ ପରମ୍ପରା ବଜାୟ ରଖିବାକୁ ଜିଦ୍ ଧରି ସୁଲିଆପିଠରେ ବଳି ପଡିବ ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ମହାସଂଘର ସଭାପତି ବ୍ରଜ କିଶୋର ସିଂ ଭୋଇ ।

ବିସ୍ତୃତ
ଓଡିଶା ଖବର

ମହିଳା ବିଶ୍ୱକପ ଦଳରେ ବଲାଙ୍ଗୀରର ରୋଶନ୍ନାରା

ପ୍ରଥମ ଓଡ଼ିଆ ଭାବେ ମହିଳା ଟ୍ୱେଂଟି୨୦ ବିଶ୍ୱକପ ଖେଳିବାର ଗୌରବ ହାସଲ କରିଥିବା ରୋଶନ୍ନାରା ପ୍ରଥମ ଓଡ଼ିଆ ଭାବେ ବିଶ୍ୱକପ ଖେଳିବାକୁ ସୁଯୋଗ ପାଇଛନ୍ତି ।

ବିସ୍ତୃତ
ଓଡିଶା ଖବର

ଗୃହକୁ ଫେରିଲେ ସାଲୁଜା

ପ୍ରଶ୍ନ କାଳରେ ଶ୍ରୀ ସାଲୁଜା ପାଟିରେ ଧଳା କପଡା ବାନ୍ଧି ଜୟ ବଲାଙ୍ଗୀର,ଆମର ଦାବି ଲୋୟର ସୁକତେଲ ଲୋଖା ଥିବା ବ୍ୟାନରକୁ ନିଜ ଆସନରେ ଠିଆ ହୋଇ ପଦର୍ଶିତ କରିଥିଲେ ।

ବିସ୍ତୃତ