ଓଡିଶା ନ୍ୟୁଜ/ Odisha News

Tag Archives: ଶିକ୍ଷା ଅଧିକାର ଆଇନ

ଶିକ୍ଷା

ଘରୋଇ ବିଦ୍ୟାଳୟ ଓ ଶିକ୍ଷା ଅଧିକାର ଆଇନ

ସାମ୍ପ୍ରତିକ ସମୟରେ ଘରୋଇ ବିଦ୍ୟାଳୟମାନେ ଶିକ୍ଷା କ୍ଷେତ୍ରରେ ବିଶେଷ ଭୂମିକା ନେଲେଣି । ଅଭିଭାବକମାନଙ୍କ ଭିତରେ ବି ଏହିସବୁ ବିଦ୍ୟାଳୟ ପ୍ରତି ଆଗ୍ରହ ବଢୁଛି । ଏକ ପରିସଂଖ୍ୟନରୁ ଜଣାପଡେ ଯେ, ୨୦୦୭ – ୦୮ ଶିକ୍ଷା ବର୍ଷରେ ସରକାରୀ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ୪୩ ଲକ୍ଷ ୯୨ ହଜାର ପିଲା ପଢୁଥିବା ବେଳେ ୨୦୧୪ –...

ବିସ୍ତୃତ
ଶିକ୍ଷା

ଆବଶ୍ୟକ ଭିତ୍ତିଭୂମି ନଥିବା ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ

ଏହି ଆଇନ ଅନୁସାରେ ଯେଉଁ ସ୍କୁଲ ଗୁଡିକରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ଯାଏଁ ପିଲା ପାଠ ପଢୁଛନ୍ତି ଏବଂ ପଢୁଥିବା ପିଲାଙ୍କ ସଂଖ୍ୟା ଯଦି ଷାଠିଏ ହୋଇଥାଏ ତେବେ ସେହି ସ୍କୁଲ ରେ ଦୁଇ ଜଣ ଶିକ୍ଷକ ରହିବା ବାଧ୍ୟତା ମୂଳକ ଅଟେ । ପିଲାଙ୍କ ସଂଖ୍ୟା ଯଦି ନବେ, ଶହେ କୋଡିଏ ଓ ଦେଢଶହ ହୋଇଥିବ ସେଇ ଅନୁସାରେ ଶିକ୍ଷଙ୍କ ସଂଖ୍ୟା ଯଥାକ୍ରମେ ୩, ୪, ୫ କୁ ବୃଦ୍ଧି ପାଇବା ଆବଶ୍ୟକ । ଯଦି ପିଲାଙ୍କ ସଂଖ୍ୟା ଦୁଇ ଶହ ହୋଇଥିବ ଶିକ୍ଷଙ୍କ ସଂଖ୍ୟା ୪୦ ହେବା ଜରୁରୀ ।

ବିସ୍ତୃତ