• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

“ଚଟ୍ ପଟା ପନିର”

April 6, 2008 by News Bureau Leave a Comment

ପ୍ରସ୍ତୁତି :ବର୍ଣ୍ଣିକା ପଟ୍ଟନାୟକ

ଆବଶ୍ୟକ ସାମଗ୍ରୀ:

ପନିର-୨୫୦ ଗ୍ରାମ, ଗାଜର-୧୦୦ ଗ୍ରାମ, କ୍ୟାପ୍ସିକମ୍-୧୦୦ ଗ୍ରାମ, ପିଆଜ-୨ଟା (ବଡ଼), ରସୁଣ କଟା(ଚୁନାଚୁନା) ୨ ଚାମଚ(ଛୋଟ), କଟା ଅଦା(ଚୁନାଚୁନା) ୨ ଚାମଚ(ଛୋଟ), ଭୃଷଙ୍ଗପତ୍ର- ଅଳ୍ପ କିଛି, ଶୁଖିଲା ଲଙ୍କା-୨/୩ଟା , ସୋୟା ସସ୍-୨ ଚାମଚ(ଛୋଟ), ଚିଲି ସସ୍-୨ ଚାମଚ(ଛୋଟ), ଟମାଟୋ ସସ୍- ୨ ଚାମଚ(ଛୋଟ), ରିଫାଇନ ତେଲ- ୪ ଚାମଚ(ବଡ଼) ଓ ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ:

ପନିର, କ୍ୟାପ୍ସିକମ୍, ଗାଜର ଓ ପିଆଜକୁ ପତଳା ଲମ୍ବା ଲମ୍ବା କାଟି ରଖନ୍ତୁ । କଢାଇରେ ତେଲ ଦେଇ ପନିରକୁ ବାଦାମି ରଂଗ ହେବା ପର୍ଯ୍ୟନ୍ତ ଭାଜି କାଢି ରଖନ୍ତୁ । କ୍ୟାପ୍ସିକମ୍ ଓ ଗାଜରକୁ ମଧ୍ୟ ଅଳ୍ପ ତେଲ ଦେଇ ଭାଜି କାଢି ରଖନ୍ତୁ । ChatPataPaneer

ବର୍ତ୍ତମାନ ଅବଶିଷ୍ଟ ତେଲ କଢାଇରେ ଦେଇ ଶୁଖିଲା ଲଙ୍କା ଓ ଭୃଷଙ୍ଗ ପତ୍ର ପକାନ୍ତୁ । ଲଙ୍କା ଲାଲ ହୋଇଗଲେ ଅଦା ଓ କଟା ରସୁଣ ପକାଇ ଅଳ୍ପ ସମୟ ଗୋଳାଇ କଟା ପିଆଜ ପକାନ୍ତୁ ।

ପିଆଜକୁ ବେଶି ଭାଜନ୍ତୁ ନାହିଁ । ପିଆଜ ଗୋଲାପି ରଙ୍ଗ ହୋଇ ଆସିଲେ ପୂର୍ବରୁ ଭାଜି ରଖିଥିବା କ୍ୟାପ୍ସିକମ୍, ଗାଜର ଓ ପନିରକୁ ପକାଇ ଭଲ ଭାବରେ ଗୋଳାନ୍ତୁ ।

ଗୋଟିଏ ଛୋଟ ଗିନାରେ ଚିଲି ସସ୍, ଟମାଟୋ ସସ୍ ଓ ସୋୟା ସସ୍ କୁ ଏକାଠି ଗୋଳାଇ ପନିର ଉପରେ ଢାଳି ଦିଅନ୍ତୁ । ସ୍ୱାଦ ଅନୁସାରେ ଲୁଣ ପକାଇ ପନିରରୁ ପାଣି ଶୁଖିବା ପର୍ଯ୍ୟନ୍ତ ଭାଜନ୍ତୁ । ଚୂଲିରୁ ଓହ୍ଲାଇ ଗରମ ଗରମ ରୁଟି କିମ୍ବା ନାନ୍ ସହିତ ପରିବେଷଣ କରନ୍ତୁ ଚଟ୍ ପଟା ପନିର।

ଓଡ଼ିଶା ଡ଼ଟ୍ କମ୍

News Bureau
News Bureau

Filed Under: ମୁଖ୍ୟ ଖବର

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version