ପ୍ରଫୁଲ ଦାଶ
ଭୁବନେଶ୍ୱର,ଅପ୍ରେଲ ୧(ଓଡ଼ିଶା ଡ଼ଟ୍ କମ୍)-ବିଜେପି ସଭାପତି ରାଜନାଥ ସିଂହ ୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ତାଙ୍କ ନୂଆ ଟିମ୍ ଗଠନ କରିଛନ୍ତି । ଏଥିରେ ଜୁଏଲଙ୍କୁ ରାଷ୍ଟ୍ରୀୟ ଉପସଭାପତି ଓ ଧର୍ମେନ୍ଦ୍ରଙ୍କୁ ସାଧାରଣ ସଂପାଦକ ଭାବେ ଦାୟିତ୍ୱ ଦିଆଯାଇଛି ।
ଏହା ବ୍ୟତୀତ ଜୁଏଲଙ୍କୁ କେନ୍ଦ୍ରୀୟ ନିର୍ବାଚନ କମିଟି ସଦସ୍ୟ କରାଯାଇଛି । ଏହି ଟିମ୍ ଆଗାମୀ ନିର୍ବାଚନ ଲାଗି ବିଭିନ୍ନ ରଣନୀତି ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବ ।
ଓଡ଼ିଶା ଡ଼ଟ୍ କମ୍
ଓଡିଶାର ପରମ ଆରାଧ୍ୟ ଦେବତା ପ୍ରଭୁ ଜାଗନ୍ନାଥଙ୍କ ଦର୍ଶନାର୍ଥେ ଆସୁଥିବା ତାଙ୍କ ପରମ ଭକ୍ତ ଶ୍ରୀ ନରେନ୍ଦ୍ର ମୋଦି ବାହୁଡା ଯାତ୍ରାର ଶେଷଦିନ ରଥାରୂଢ ଦିଅଁ ଙ୍କୁ ଦର୍ଶନ କରି ଆଜ୍ଞାମାଳ ନେଇ ଆଗାମୀ ନିବାର୍ଚନର ପ୍ରଚାର ପ୍ରସ୍ତୁତି କରିବେ । ତାଙ୍କର ଉକ୍ତ ଆଗମନକୁ ଆମେ ସମସ୍ତେ ଓଡିଶାବାସୀ ସ୍ଵାଗତ କରୁଛୁ । ତାଙ୍କ ଉଦ୍ଧେଶ୍ୟ ସଫଳ ହେଉ ।
ଆପଣଙ୍କ କଥା ଠିକ ପ୍ରମାଣିତ ହେଲା ।