• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଅନଲାଇନ ଓଡିଆ ବ୍ୟବହାରରେ ଆମେ ବହୁତ ପଛରେ (ଚିଠି ପତ୍ର)

May 12, 2015 by News Bureau Leave a Comment

ମହାଶୟ,

ନମସ୍କାର । ଓଡିଶା ଡଟ କମ ପରି ଅନଲାଇନ ଫର୍ଦରେ ଆମେ ଅନେକ ତଥ୍ୟ ଓ ସୂଚନା ଓଡିଆ ଭାଷାରେ ପାଇପାରୁଛୁ । ଆମେ ଓଡିଆ ଭାଷାକୁ ସଂସ୍କୃତିକ ଭାଷାରେ ଗ୍ରହଣ କରିସାରିଛୁ ସତ ମାତ୍ର ଏହା ସତ୍ଵେ ଆଜି ଓଡିଆ ଭାଷାରେ ଅନଲାଇନ ମାଧ୍ୟମରେ ସୂଚନା ଓ ସମ୍ବାଦ ଦେବାରେ ଓ ପାଇବାରେ ଆମେ ବହୁତ ପଛରେ । ଅତ୍ୟନ୍ତ ଖୁସୀର କଥା ଏଭଳି ଏକ ସମୟରେ ଓଡିଶା ଡଟ କମ ଆମ ପାଇଁ ନୂଆଁ ଆଶା ଓ ବିଶ୍ଵାସ ସଂଚାର କରିବ । ଦୀର୍ଘ ଜୀବନର କାମନାରେ ……
ଇତି
ଆପଣଙ୍କ ପାଠକ
ସର୍ବେଶ୍ଵର ପଧାନ,
ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ

ଏହା ସହ ପଢନ୍ତୁ

ଚିଠିପତ୍ର

News Bureau
News Bureau

Filed Under: ଚିଠି ପତ୍ର Tagged With: ଚିଠି ପତ୍ର, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ନୂଆ ଦିଲ୍ଲୀ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version