ସମ୍ମାନନୀୟ ଓଡ଼ିଶା ଡ଼ଟ୍ କମ୍ର ସମସ୍ତ କାର୍ଯ୍ୟକର୍ତ୍ତା ଭାଇ ଓ ଭଉଣୀମାନେ ।
ମୁଁ ସୁୂର ହାଇଦ୍ରାବାଦ ରେ ଥାଇ ମଧ୍ୟ ପ୍ରତିିଦିନ ଓଡ଼ିଶାର ଖବର ଜାଣିବାରେ ମୋର ବହୁତ ଆଗ୍ରହ । ଏହା କେବଳ ସମ୍ଭବ ହୋଇପାରୁଛି ଆପଣ ମାନଙ୍କର ଉଦ୍ୟମ ସକାଶେ ।
ବହୁତ ଭଲ ଭଲ ଖବର ପ୍ରକାଶିତ ହେଉଛି । ଯାହା ଆମକୁ ଭାବିବାକୁ ଦେଉନି ଯେ ଆମେ ଓଡ଼ିଶାରୁ ବହୁ ଦୁରରେ । ମୁଁ ଆଶା କରେ ଏପରି ସେବା ଅବ୍ୟାହତ ରହିବ ଆଗାମୀଦିନରେ ।
ସୁଶାନ୍ତ ମିଶ୍ର
ୱିପ୍ରୋ ଟେକ୍ନୋଲୋଜିଜ୍
ମଣିକୋଣ୍ଡା,ହାଇଦ୍ରାବାଦ
ଓଡିଶା ଡଟ୍ କମ୍