ଜାପାନରେ ଶ୍ରୀକାନ୍ତଙ୍କ ସ୍ୱପ୍ନକୁ ସାକାର କରିଛି ସାନ୍ତ୍ୱନା
ଓଡିଶା ଡଟ୍ କମ୍ ସମ୍ବାଦଦାତା ଓସାକା,ଜାପାନ ମଇ ୨୨ (ଓଡିଶା ଡଟ୍ କମ୍) ଓଡିଶାର ପୁରୀ ସହରର ଜଣେ ସ୍ନାତକ ଡିଗ୍ରୀଧାରୀ ବ୍ରାହ୍ମଣ ଓଡିଆ ଯୁବକ ସୁଦୂର...
ଓଡିଶା ଡଟ୍ କମ୍ ସମ୍ବାଦଦାତା ଓସାକା,ଜାପାନ ମଇ ୨୨ (ଓଡିଶା ଡଟ୍ କମ୍) ଓଡିଶାର ପୁରୀ ସହରର ଜଣେ ସ୍ନାତକ ଡିଗ୍ରୀଧାରୀ ବ୍ରାହ୍ମଣ ଓଡିଆ ଯୁବକ ସୁଦୂର...
ପୋଲିସଠାରୁ କ'ଣ ଆଶା କରାଯାଏ ସେ ନେଇ କେଉଁଠାରେ କିଛି ହେଲେ ସ୍ପଷ୍ଟରୂପେ ଉଲ୍ଲେଖ ରହିନାହିଁ । ଆଇନର ସୁରକ୍ଷା ପରିବର୍ତ୍ତେ ବିଭିନ୍ନ ସ୍ୱାର୍ଥର ସୁରକ୍ଷା ନିମିତ୍ତ ରାଜନୈତିକ ବ୍ୟକ୍ତିମାନଙ୍କ ହସ୍ତକ୍ଷେପ ଯୋଗୁଁ ଆଜି ସମସ୍ୟା ଗମ୍ଭୀର ହୋଇଛି । ଏଥିପାଇଁ ଯେ କେବଳ ରାଜନୈତିକ ବ୍ୟକ୍ତିମାନେ ଦାୟୀ ତାହା ନୁହେଁ ଅନ୍ୟମାନେ ମଧ୍ୟ ପୋଲିସ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ।
ଦୁର୍ନିତିକୁ ଆମେ ସବୁନିମନ୍ତେ ନିୟନ୍ତ୍ରଣ କରିବା ଦରକାର । ତାହା ମଧ୍ୟ ଉପଯୁକ୍ତ ଶିକ୍ଷା ଓ ସୁଦୃଢ ଅର୍ଥନୀତି ଦ୍ୱାରା ହାସଲ କରିପାରିବ । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସୁଦୃଢ ଓ ଶକ୍ତିଶାଳୀ କରାଯିବା ଆବଶ୍ୟକ ।ଲୋକମାନେ ସେମାନଙ୍କ ଅଧିକାର ଓ ଦାୟିତ୍ୱଗୁଡ଼ିକ ବୁଝିବା ଦରକାର ଏବଂ ଉପଯୁକ୍ତଭାବେ ସେଗୁଡ଼ିକ କାର୍ଯ୍ୟକାରୀ କରିବା ଆବଶ୍ୟକ । ଏ ସମସ୍ତ ବିଷୟ ଶିକ୍ଷା ଓ ଅର୍ଥନୀତି ଭଳି ଦୁଇଟି ବିଷୟ ଉପରେ ନିର୍ଭରଶୀଳ ।
ଫେଲୋସିପ ବାବଦ ତିନି ହଜାର ଟଙ୍କାର ଏକ ଚେକ୍ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ସଂପାଦକ ବିଶ୍ଵଜିତ ମହାନ୍ତି ଓଡ଼ିଶା ଡ଼ଟ କମ କାର୍ଯ୍ୟଳୟ ପରିସରରେ ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ଏହି ଅବସରରେ ଓଡ଼ିଶା ଡ଼ଟ କମର ପରିବାର ସମେତ ବହୁ ବରିଷ୍ଠ ସମ୍ବାଦିକ,ବୁଦ୍ଧିଜିବୀ ଓ ସମାଜସେବୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଫେଲୋସିପର ଅର୍ଥ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ବହନ କରିବେ । ଏହି ଫେଲୋସିପ ପାଇଁ ପଚିଶ ଜଣ ଆବେଦନ କରିଥିଲେ ।
ସେ "ଓଡ଼ିଶାରେ ଅଲିଭ ରିଡ଼ଲେ କଇଁଛ ସୁରକ୍ଷିତ କି'' ବିଷୟ ବସ୍ତୁ ଉପରେ ଗବେଷଣା କରି ଏକ ଲେଖା ଲେଖିବେ । ଏହା ଓଡ଼ିଶା ଡ଼ଟ କମରେ ପ୍ରକାଶିତ ହେବ । ଫେଲୋସିପ ଅର୍ଥ ଓଡ଼ିଶା ବନ୍ୟ ଜନ୍ତୁ ସମାଜ ବହନ କରିବେ ।
© Copyright 2017 Odisha.com