Category: ଅପରାଧ

all crime related news

ନିରୁଦ୍ଦିଷ୍ଟ ଶିଶୁ – ଅନିଶ୍ଚିତ ଭବିଶ୍ୟତ

ଖରା ଛୁଟିରେ ଦିପହର ଖରାରେ ନବୁଲି ଟିକେ ଶୋଇ ପଡିବାକୁ ମାଁ ଆକଟ କଲାବେଳେ ପିଲା ଚୋର ବୁଲୁଥିବା କଥା କହି ଅନେକ ଥର ଡରେଇଛି । ଗାଁ ଭାଗବତ ଟୁଙ୍ଗିରେ ଲୋକେ ପଲ୍ଲୀ ରୁ ଦିଲ୍ଲୀ ବିଷୟରେ ଆଲୋଚନା କଲାବେଳେ କେଉଁ ଦୂର ଗାଁରେ କାହା ଘର ଛୁଆ ଆଜି ଦିପହରେ ଆମ୍ବତୋଟାକୁ ଖେଳିବାକୁ…

ବାଲ୍ୟ ବିବାହକୁ ନାଁ

କୋରାପୁଟ ଜିଲ୍ଲା ଗମକାପଦର ଗ୍ରାମର ଦଶମ ଶ୍ରେଣୀରେ ପଢୁଥିବା ଦୈମତି ସାନ୍ତା ନିଜ ପାଇଁ ଆସିଥିବା ବାହାଘର ପ୍ରସ୍ତାବକୁ ନାଁ କହିବା ସମସ୍ତଙ୍କୁ ଆଶ୍ଚର୍ଯ କରିଥିଲା । ତାଙ୍କ ଭଳି ଅନେକ ଝିଅ ଏଇ ବୟସରେ ବାହା ହୋଇଯିବା ବା ଉଧୁଲିଆ ପଳେଇବା ସେହି ଗାଁ ଓ ଆଖ ପାଖ ଅଞ୍ଚଳରେ ଏକ ସାଧାରଣ କଥା…

ବାଲ୍ୟ ବିବାହ ଅସିଦ୍ଧ ହେଉ

ଝିଅ ହେଉ ବା ପୁଅ, କମ ବୟସରେ ବାହା ହେଲେ ସେମାନଙ୍କର ପାଠ ପଢା ବ୍ୟାହତ ହୁଏ, ନିର୍ଯ୍ୟାତନା ଓ ମାନସିକ ଦୁଶ୍ଚିନ୍ତା ବଢେ, ସ୍ୱାସ୍ଥ୍ୟହାନୀ ହୁଏ । କହିବାକୁ ଗଲେ ଏହାଦ୍ୱାରା ବଂଚିବା, ସୁରକ୍ଷା, ବିକାଶ ଓ ସହଭାଗିତା ପ୍ରଭୃତି ସବୁ ପ୍ରକାରର ଶିଶୁ ଅଧିକାରର ଉଲଂଘନ ହୁଏ । କିଛି ବର୍ଷ ତଳେ…

ଓଡିଶାରୁ ସନ୍ଦିଗ୍ଧ ଅଲକାଏଦା ଆତଙ୍କବାଦୀ ଗିରଫ

ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଛ ଗାଁରୁ ଗିରଫ ହୋଇଥିବା ୩୭ ବର୍ଷ ବୟସ୍କ ଏହି ବ୍ୟକ୍ତିଙ୍କ ନାଁ ହେଲା ମୌଲବୀ ମହମ୍ମଦ ଅବଦୁଲ ରେହମାନ । ସେ ପାକିସ୍ତାନ, ଦୁବାଇ, ସାଉଦି ଆରବ ଆଦି ସ୍ଥାନ ଭ୍ରମଣ କରିବା ସହ ଆଫଗାନିସ୍ଥାନ ସୀମାରେ ଆତଙ୍କବାଦ ତାଲିମ ହାସଲ କରିଥିବା ପୁଲିସ ସନ୍ଦେହ କରୁଛି…

ମାଓବାଦୀଙ୍କ ବିସ୍ଫୋରଣରେ ତିନି ବିଏସଏଫ ଯବାନ ସମେତ ଚାରି ମୃତ

ଏସଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ରାଜ୍ୟ ପୁଲିସ ମୁଖ୍ୟ ସଂଜୀବ ମାରିକ ଓଡିଶା ଡଟ କମକୁ କହିଛନ୍ତି ।

ପୂର୍ବତନ କେନ୍ଦ୍ରାପଡା ଏସପି ସତିଶ ଗଜଭିଏ ନିଲମ୍ବିତ

ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିବା ବାହାନାରେ ପୋଲିସ ସେମାନଙ୍କ ଉପରକୁ ଲାଠିମାଡ କରିବା ସହ କେତେକ ପ୍ରଦର୍ଶନକାରୀଙ୍କୁ ଆଣ୍ଠେଇବା, ଜଣେ ଓକିଲ ତଥା ବିଜେପି ନେତାଙ୍କୁ କାନ ଧରି ବସଉଠ କରାଇବା କେତେକ ଟିଭି ଚ୍ୟାନେଲ ପ୍ରସାରିତ କରିଥିଲେ ।

ସାରଥି ବାବାଙ୍କୁ ପୁଣି ତିନିଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

କୋର୍ଟରୁ ସାରଥିଙ୍କୁ ସିଧାସଳଖ କ୍ରାଇମବ୍ରାଞ୍ଚ ମୁଖ୍ୟ କାର୍ଯ୍ୟାଳାୟ ନିଆଯାଇଛି ଏବଂ ସେଠାରେ ତାଙ୍କୁ ତାଙ୍କର ଅର୍ଥ କାରବାର ସମ୍ପର୍କରେ ଅଧିକ ପଚରାଉଚରା କରାଯିବ ବୋଲି ସୂଚନା ଦିଆଯାଇଛି ।

ସାରଥି ବାବାଙ୍କ ଜେରା ଜାରି, ରିମାଣ୍ଡ ଅବିଧି ବୃଦ୍ଧି ଆବେଦନ ସମ୍ଭାବନା

କ୍ରାଇମ ବ୍ରାଞ୍ଚ ସାରଥି ବାବାଙ୍କୁ ତିନିଦିନିଆ ରିମାଣ୍ଡରେ ନେଇଛି । ରିମାଣ୍ଡ ଅବଧି ମଙ୍ଗଳବାର ସରୁଥିବାରୁ କୋର୍ଟରେ ହାଜର କରି ତାଙ୍କୁ ଆଉ ପାଞ୍ଚ ଦିନ ପାଇଁ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସେ କହିଛନ୍ତି

ତିନିଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ସାରଥୀ

କଡା ସୁରକ୍ଷା ବଳୟ ଭିତରେ ସାରଥୀଙ୍କୁ କଟକ ଚୌଦ୍ଵାର ସର୍କଲ ଜେଲରୁ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ନିଆଯାଇଥିବା ଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି । ସେଠାରେ ତାଙ୍କୁ ଜେରା ପରେ ଆହୁରି ଅଧିକ ତଥ୍ୟ ଲୋକଲୋଚନାକୁ ଆସିପାରିବ ।

ବ୍ୟଭିଚାର ଅଭିଯୋଗ ପରେ ସାରଥୀ ବାବା ଗିରଫ

ବାବାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ କ୍ରାଇମବ୍ରାଞ୍ଚ ତାଙ୍କ ଆଶ୍ରମରୁ କଟକ ଆଣି ପଚରା ଉଚୁରା ଚଳାଇଥିଲା । କ୍ରାଇମବ୍ରାଞ୍ଚ ଅଧିକାରୀମାନେ ଆଶ୍ରମରୁ ବହୁମୂଲ୍ୟ ସମ୍ପତ୍ତି ସହ, ସୁନା, ରୂପା, ବ୍ୟାଙ୍କ ଆକାଉଣ୍ଟ ଓ କେତେକ ମୂଲ୍ୟବାନ କାଗଜ ପତ୍ର ଜବତ କରିଥିବା ସୂଚନା ମିଳିଛି ।

This website uses cookies.