Category: ଖେଳ

ଦୁତି ଚାନ୍ଦ ; ଓଡିଆ ଜାତୀୟତା ର ସବୁଠୁ ଉଜ୍ଜଳ ତାରକା

ରିଓ ଅଲିମ୍ପିକ୍ ପାଇଁ ଶହେ ମିଟର୍ ବର୍ଗରେ ଯୋଗ୍ୟତା ହାସଲ କରିଥିବା ଦୁତି ଆଜି ପି.ଟି.ଉଷାଙ୍କ ପରେ ଦ୍ଵିତୀୟ ଭାରତୀୟ ଧାବିକା। ତାଂକ ପ୍ରତିଭାକୁ ନେଇ କେବଳ ଭାରତ ଉତ୍ସାହିତ ନୁହଁ, ତାଂକ ପ୍ରଦର୍ଶନକୁ ନେଇ ଏବେ ସାରା ପୃଥିବୀ ର କ୍ରୀଡା ପ୍ରେମୀ ଏବେ ଉଦ୍ଗୀବ ।

୩୧ କ୍ରୀଡାବିତ ପାଇଲେ ସରକାରୀ ଚାକିରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମ ଠାରେ ଗୁରୁବାର ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରି ଅଭିନନ୍ଦନ ଜଣାଇଥିଲେ । ଏହି କ୍ରୀଡାବିତ ମାନଙ୍କ ମଧ୍ୟରୁ ୨୮ଜଣ ହେଉଛନ୍ତି ମହିଳା ।

ବିଶାଳ ମହିଳା ମରଭୂମି ସଫାରୀରେ କଳିଙ୍ଗନଗର ବାଳିକାଙ୍କ ଯୋଗଦାନ

୨୩୦୦ କିଲୋମିଟର ଯାତ୍ରା ସମୟରେ ଏହି ମହିଳା ଦଳ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହିତ ସୀମାରେ ନିୟୋଜିତ ସୌନିକମାନଙ୍କ ଉତ୍ସାହ ବଢାଇଥିଲେ ।

ରେଲୱେ ଆଥ୍ଲେଟିକ୍ସ ମିଟ୍ରେ ଶ୍ରାବଣୀଙ୍କୁ ସ୍ୱର୍ଣ୍ଣ

ଆଠ ବର୍ଷ ଧରି ଚାଲିଥିବା ଏହି ଆଥ୍ଲେଟିକ୍ସ ମିଟ୍ରେ ପ୍ରଥମ ଓଡ଼ିଆ ଭାବେ ସେ ଏହି ଗୌରବ ପାଇଛନ୍ତି ।

This website uses cookies.