Tag Archives: କନ୍ଧମାଳ

ମନୋରଞ୍ଜନ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ପ୍ରାପ୍ୟ ଦିଆଯାଇ ପାରନ୍ତା... ।

ବିସ୍ତୃତ
ସାହିତ୍ୟ

କନ୍ଧମାଳର ବାସନ୍ତୀ ମାଝୀ ଓ ଯେତେ ସବୁ ଅନ୍ଧାରର ଗପ

କନ୍ଧମାଳର ଅନ୍ଧାର ଭିତରେ ବାସନ୍ତୀର ପ୍ରତିଭା ଓ କଳ୍ପନା ସତେ ଯେମିତି ଏକ ଅମଉଳା ଫୁଲ । ନିଜ ଜୀବନ ଓ ଦୁଃଖକୁ ନେଇ କୁଇ ଭାଷାରେ ଗପ ଲେଖୁଥିବା ବାସନ୍ତୀ ସମକାଳୀନ ସାହିତ୍ୟ ଜଗତରେ ଏକ ବିରଳ ବିସ୍ମୟ ।

ବିସ୍ତୃତ
ଅପରାଧ

ଦାଦନ ଶ୍ରମିକ ମୃତ୍ୟୁ ଘଟଣାରେ ରିପୋର୍ଟ ତଲବ

ଦାଦନ ଖଟିବାକୁ ଯାଇଥିବା ରାଇକିଆ ଥାନା ଅନ୍ତର୍ଗତ ଟିଆଙ୍ଗିଆ ଗାଁର ଟାଇଟସ୍ ଦିଗାଲ (୧୭)ଙ୍କ ଗତ ବର୍ଷ ଡିସେମ୍ବର ୧୩ ତାରିଖରେ କେରଳରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିଲା ।

ବିସ୍ତୃତ
ଓଡିଶା ଖବର

ଛୋଟଦାନା ଶସ୍ୟ ସଂରକ୍ଷଣ ସଂକ୍ରାନ୍ତରେ ରାଜ୍ୟସ୍ତରୀୟ କର୍ମଶାଳା

ସେ ଆହୁରି ମଧ୍ୟ କହିଥିଲେ ଏହା ଏକ ଖାଦ୍ୟ ଶସ୍ୟ ନୁହେଁ । ଏଥିରେ ରୋଗ ପ୍ରତିଷେଧକ କ୍ଷମତା ଭରି ରହିଛି । ସୁଅାଁ ଖାଉଥିବା ଲୋକଙ୍କୁ ସର୍ଦ୍ଧି ବା ଥଣ୍ଡାକାଶ ହୋଇନଥାଏ । କାରଣ ଏଥିରେ ଥଣ୍ଡା କାଶ ପ୍ରତିଷେଧକ ଗୁଣ ଭରିରହିଛି । ମାଣ୍ଡିଆରେ କର୍କଟରୋଗ ପ୍ରତିରୋଧକ କ୍ଷମତା ରହିଥିବା ମଧ୍ୟ ବୈଜ୍ଞାନିକ ଡଃ ସାହୁ କହିଥିଲେ ।

ବିସ୍ତୃତ
ଓଡିଶା ଖବର

କନ୍ଧମାଳ: ମାନବାଧିକାର ଉଲଂଘନ ଅଭିଯୋଗରେ ମାମଲା ରୁଜୁ

ପୂର୍ବଦିନ ହୋଇଥିବା ଏକ ଲାଣ୍ଡମାଇନ୍ ବିସ୍ଫୋରଣର ତଦାରଖ ପାଇଁ ଯବାନମାନଙ୍କୁ ପଠାଯାଇଥିଲା । କିନ୍ତୁ ଏସ୍ଓପି ଅନୁଯାୟୀ ଲାଣ୍ଡମାଇନ୍ ଘଟିଥିବା ରାସ୍ତାରେ ପୋଲିସ୍ ଭେହିକିଲ୍ ଯିବା କଥା ନୁହେଁ ।

ବିସ୍ତୃତ