ପରିବେଶ

ଜଙ୍ଗଲ ଅଧିକାରର ଯୁଗ ଶେଷ !

ଜଙ୍ଗଲ ଅଧିକାର ଆଇନ ପ୍ରଣୀତ ହେବା ଦିନ ଠାରୁ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଏହାର ବିରୋଧ କରି ଆସୁଛନ୍ତି । ଏହି ଆଇନ କାର୍ଯ୍ୟକାରି ନକରିବାକୁ ଆବେଦନ ଏବେ ବି ନ୍ୟାୟାଳୟର ବିଚାରାଧିନ ଅଛି । ଆଇନ କାର୍ଯକାରୀ ହେଲେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକେଇବ, ବାଘ ସମେତ ଅନ୍ୟାନ୍ୟ ବନ୍ୟ ଜନ୍ତୁଙ୍କ ଜୀବନ…

ବାୟୁରେ ବିଷ

ସାଧାରଣ ବସ୍ ବା ମଟରଗାଡ଼ିରେ, ସାଇକେଲରେ ବା ଚାଲି ଚାଲି ଗଲାବେଳେ ଗରିବ ଲୋକେ ବିଷାକ୍ତ ବାୟୁ ଶ୍ୱାସ ପ୍ରଶ୍ୱାସରେ ନେବା ବ୍ୟତୀତ ସେମାନଙ୍କ ପାଇଁ ଅନ୍ୟ କିଛି ରାସ୍ତା ନାହିଁ ।

ଟ୍ରମ୍ପ୍ ଓ ପରିବେଶ

ବର୍ତମାନ ଆମେରିକା ଯେଉଁ ପରିମାଣରେ ଗ୍ରୀନ୍ ହାଉସ ଗ୍ୟାସ ବାୟୁମଣ୍ଡଳକୁ ଛାଡ଼ୁଛି, ଯଦି ଏଥିରେ ବୃଦ୍ଧି ଘଟେ ବା ଯାହା ଅଛି ସେତିକିରେ ବି ରହେ, ତେବେ ବି ଜଳବାୟୁ ପରିବର୍ତନ ଓ ବିଶ୍ୱ ତାପମାତ୍ରା ନିୟବଣ ପାଇଁ ହେଉଥିବା ଉଦ୍ୟମଗୁଡ଼ିକ ବିପର୍ଯ୍ୟୟମୁଖୀ ହେବ ।

ଭୁବନେଶ୍ଵରରେ ପାରଦ ୪୫.୮ ଡିଗ୍ରୀ, ଏପ୍ରିଲର ସର୍ବକାଳୀନ ରେକର୍ଡ

ପୂର୍ବରୁ ଏପ୍ରିଲ ୨୩ , ୧୯୮୫ ରେ ରାଜଧାନୀ ରେ ସର୍ବୋଛ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ କରଯାଇଥିଲା। ଚଳିତ ଗ୍ରୀଷ୍ମ ରେ ଏ ପର୍ଯ୍ୟନ୍ତ ୧୬ ଜଣ ଅଂଶୁଘାତ ଜନିତ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି ।

ବିଶ୍ଵ ପରିବେଶ ଦିବସରେ ପୁରୀରେ ସୁଦର୍ଶନଙ୍କ ବାଲୁକା କଳା

ଏହି ମହାନ ନେତା ମାନେ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ନେଉଥିବାରୁ ସେମାନଙ୍କର ବାଲୁକା ମୂର୍ତ୍ତି ତିଆରି କରିଥିବା ସେ କହିଛନ୍ତି।

ପରିବେଶର ସୁରକ୍ଷା ପାଇଁ ସ୍ଵେଚ୍ଛାସେବୀଙ୍କ କାର୍ଯ୍ୟକ୍ରମ

ସେମାନେ କହିଥିଲେ ପୃଥିବୀକୁ ସୁରକ୍ଷା ଦେବାକୁ ହେଲେ ନିଜେ ଛୋଟ ଛୋଟ ଅନେକ ପଦକ୍ଷେପ ନେବାକୁ ପଡିବ ଯଥା ଗଛ ଲଗାଇବା, ବର୍ଜ୍ୟବସ୍ତୁ କମାଇବା, ଜୈବ ପଦାର୍ଥ ବ୍ୟବହାର କରିବା ଓ ପ୍ରୟୋଗ କରିବା, ବିଦ୍ୟୁତ କମ ବ୍ୟବହାର କରିବା, ପ୍ଲାଷ୍ଟିକ ବ୍ୟବହାର କମ କରିବା ।

ଅବହେଳିତ ଶିଶୁଙ୍କ ପାଇଁ ଆଦ୍ୟ ଶୈଶବ କେନ୍ଦ୍ର ଆରମ୍ଭ

ଏଠାରେ ସୂଚନା ଯୋଗ୍ୟଯେ ସହରାଞ୍ଚଳ ବସ୍ତିରେ ବାସ କରୁଥିବା ଶିଶୁମାନଙ୍କର ପିଲାବେଳକୁ ଏକ ସୁରକ୍ଷିତ ଓ ସୁସ୍ଥ ପରିବେଶରେ ପରିଣତ କରିବା ପାଇଁ ଶିଶୁ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଅଭିଯାନ ହେଉଛି ହମାରା ବଚପନ ।

ପରିବେଶ ଓ ଜଳବାୟୁ ପରିବର୍ତନ ଶୀର୍ଷକ ଜାତୀୟ ସମ୍ମିଳନୀ

_eòùag I Rkaûdê _eòaZð^e KûeY, @ûMKê ùjaûKê [ôaû bdûaj _eòiÚòZò iõ_Kðùe @ûùfûP^û ùjûAQò û

This website uses cookies.

Read More