Tag Archives: ସମ୍ବଲପୁର

ଓଡିଶା ଖବର

ବିଶିଷ୍ଟ କୃଷି ବିଜ୍ଞାନୀ ଡ.ନିରଞ୍ଜନ ପଣ୍ଡାଙ୍କ ପରଲୋକ

ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଦଦାୟିତ୍ୱ ସଫଳତାର ସହ ତୁଲାଇବା ପରେ ସେ ୨୦୦୬ ମସିହା ଜୁଲାଇରୁ ୨୦୧୧ ଜୁଲାଇ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ ।

ବିସ୍ତୃତ
ଓଡିଶା ଖବର

ସମ୍ବଲପୁର ପୋଲିସକୁ ସଫଳତା

ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନାର ଗଜପତିନଗର ବାସିନ୍ଦା ସୁନିଲ ମଲ୍ଲିକ ଓ ବିଲୁ ସାହୁଙ୍କଠାରୁ ଏକ ୭.୬ କ୍ୟାଲିବରର ମାଉଜର, ୨ଟି ମ୍ୟାଗାଜିନ ଓ ୩ଟି ଗୁଳି ଜବତ କରାଯାଇଛି ।

ବିସ୍ତୃତ
ଓଡିଶା ଖବର

ଗୁଳିକାଣ୍ଡ ପ୍ରତିବାଦରେ ସମ୍ବଲପୁରରେ ବ୍ୟବସାୟୀ ପ୍ରତିଷ୍ଠାନ ବନ୍ଦ

ଏହା ସ୍ଥାନୀୟ ବ୍ୟବସାୟୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସେମାନେ ଗୋଲବଜାର ବନ୍ଦ କରି ପ୍ରଥମେ ଟାଉନ ଥାନା ଓ ପରେ ଏସପିଙ୍କ ବାସଭବନ ଘେରାଉ କରିଥିଲେ ବୋଲି ଜଣାପଡ଼ିଛି ।

ବିସ୍ତୃତ
ଓଡିଶା ଖବର

ବଳତ୍କାର, ହତ୍ୟା ମାମଲାର ଆସୀମୀକୁ ଫାଶୀ ଦଣ୍ଡାଦେଶ

ସମ୍ବଲପୁର ପୋଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ମାମଲାର ତ୍ୱରିତ ବିଚାର ପାଇଁ ଘଟଣାର ମାତ୍ର ୭ ଦିନ ମଧ୍ୟରେ ଏସ୍ଡିଜେଏମ୍ଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ।

ବିସ୍ତୃତ