• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜୈବ ବିଦ୍ୟୁତ ପ୍ରକଳ୍ପ ସହିତ ଗ୍ରୀଡ଼କୋ ର ଶକ୍ତିକ୍ରୟ ରାଜିନାମା

January 2, 2011 by ଓଡିଶା ଡଟ କମ Leave a Comment

ଓଡ଼ିଶା ଡ଼ଟ୍ କମ୍ : ବାଉରୀବନ୍ଧୁ ମହାରଣା

ଭୁବନେଶ୍ୱର, ଜାନୁୟାରୀ ୧(ଓଡ଼ିଶା ଡ଼ଟ୍ କମ୍) ରାଜ୍ୟର ଶକ୍ତି ସାମର୍ଥ୍ୟ ବୃଦ୍ଧି ତଥା ଜୈବ ବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରୀଡ଼କୋ ପକ୍ଷରୁ ଶୁକ୍ରବାର ସାତଟି ନୂତନ ଭାବେ ସ୍ଥାପିତ ବାୟୋ ଏନର୍ଜି ପ୍ରକଳ୍ପ ସହିତ ଶକ୍ତିକ୍ରୟ ରାଜିନାମା ସ୍ୱାକ୍ଷରିତ ହୋଇଛି ।

ଏହା୍ୱାରା ଗ୍ରୀଡ଼କୋ ଉକ୍ତ ସାତଟି ପ୍ରକଳ୍ପରୁ ମୋଟ୍ରେ ୯୩ ମେଗାୱାଟ ବିଦ୍ୟୁତ୍ ଶକ୍ତି ପାଇବ । ଉଲ୍ଲେଖ ଯୋଗ୍ୟ ଯେ ବିଜ୍ଞାନ ଓ କାରିଗରୀ ବିଭାଗ ଅଧିନରେ ଥିବା ଓରେଡ଼ା ପ୍ରୋତ୍ସାହନରେ ରାଜ୍ୟରେ ଅକ୍ଷୟ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଉଛି ।

ଏହି ଚୁକ୍ତିମାନାରେ ସ୍ୱାକ୍ଷର କରିଥିବା ଜୈବ ବିଦ୍ୟୁତ୍ ପ୍ରକଳ୍ପ ଗୁଡ଼ିକ ହେଲା ଢେଙ୍କାନାଳରେ ସ୍ଥାପନ ହେବାକୁ ଥିବା ୨୦ ମେଗାୱାଟ କ୍ଷମତା ବିଶିଷ୍ଟ ମେସର୍ସ ବିଶାଳିବାହାନ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡ଼, ରାୟଗଡ଼ାରେ ହେବାକୁ ଥିବା ୧୦ ମେଗାୱାଟ କ୍ଷମତା ବିଶିଷ୍ଟ ସତ୍ୟ ବାୟୋ ଏନର୍ଜି ।

କଳାହାଣ୍ଡିରେ ହେବାକୁ ଥିବା ୧୦ ମେଗାୱାଟ କ୍ଷମତା ବିଶିଷ୍ଟ ମେସର୍ସ ଏଭିଏନ୍ ପାୱାର ଲିମିଟେଡ଼, ଗଞ୍ଜାମ ଜିଲ୍ଲାରେହେବାକୁ ଥିବା ୧୦ ମେଗାୱାଟ କ୍ଷମତା ବିଶିଷ୍ଟ ମେସର୍ସ ସତ୍ୟ ବାୟୋ ପାୱାର ପ୍ରାଇଭେଟ ଲିମିଟେଡ଼ ।

ବୌଦ୍ଧ ଜିଲ୍ଲାରେ ହେବାକୁ ଥିବା ମେସର୍ସ ରଶ୍ମୀ ପାୱାର ଲିମିଟେଡ଼ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ହେବାକୁ ଥିବା ୨୩ ମେଗାୱାଟ କ୍ଷମତା ବିଶିଷ୍ଟ  ପାୱାର ଲିମିଟେଡ଼ ।

ଓଡିଶା ଡଟ୍ କମ୍

ଓଡିଶା ଡଟ କମ
ଓଡିଶା ଡଟ କମ

Filed Under: ମୁଖ୍ୟ ଖବର Tagged With: ଗଞ୍ଜାମ, ଜୈବ ବିଦ୍ୟୁତ୍, ମୁଖ୍ୟ ଖବର, ସୁନ୍ଦରଗଡ଼

About ଓଡିଶା ଡଟ କମ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version