Category: ମାନବାଧିକାର

କମ୍ପାନୀଙ୍କ ଉପରେ ବାକିପଡିଛି ୩ ହଜାର କୋଟି ଟଙ୍କାରୁ ଅଧିକ ଜଳ ଟିକସ

ଭୁବନେଶ୍ଵର,  ଜୁନ ୧ (ଓଡିଶା ଡଟ କମ)   ରାଜ୍ୟରେ କେତେକ ବ୍ବ୍ୟବସାୟିକ ସଂସ୍ଥା ନିଜର କଳ କାରଖାନା ପାଇଁ ନଦୀ…

ଭୁବନେଶ୍ଵର,  ଜୁନ ୧ (ଓଡିଶା ଡଟ କମ)   ରାଜ୍ୟରେ କେତେକ ବ୍ବ୍ୟବସାୟିକ ସଂସ୍ଥା ନିଜର କଳ କାରଖାନା ପାଇଁ ନଦୀ ଜଳ ବ୍ୟବହାର କରି ନିୟମିତ ଜଳ ଟିକସ ଦେଉନଥିବା ସୂଚନା ଅଧିକାର ଆଇନ ବଳରେ ହସ୍ତଗତ ହୋଇଥିବା ତଥ୍ୟ ରୁ ଜଣ ପଡିଛି । ଯାହା ଫଳରେ ରାଜ୍ୟର ବ୍ୟାପକ ରାଜସ୍ୱ ହାନୀ ହେଉଛି…

ତ୍ୟାଗ, ସଂଘର୍ଷ ଓ ପ୍ରେମ, କେମିତି ନୂଆ ଜୀବନ ପାଇଲେ ଏସିଡ ପୀଡ଼ିତା

ଇପ୍‌ସୀତା ଦାଶ ପାଖାପାଖି ନଅ ବର୍ଷ ତଳେ ଏସିଡ ମାଡର ଶିକାର ହୋଇଥିବା ଓଡିଶାର ଜଣେ ଯୁବତୀ ପାଇଛନ୍ତି ନୂଆ…

ଇପ୍‌ସୀତା ଦାଶ ପାଖାପାଖି ନଅ ବର୍ଷ ତଳେ ଏସିଡ ମାଡର ଶିକାର ହୋଇଥିବା ଓଡିଶାର ଜଣେ ଯୁବତୀ ପାଇଛନ୍ତି ନୂଆ ଜୀବନ ଓ ତା ପଛରେ ରହିଛି ଏକ ଅଭୂତପୂର୍ବ କାହାଣୀ ତ୍ୟାଗ, ସଂଘର୍ଷ ଓ ପ୍ରେମର । ଦୀର୍ଘ ଦିନର ଚିକିତ୍ସା ପରେ ସୁସ୍ଥ ହେବା, ଘଟଣାର ଆଠ ବର୍ଷ ପରେ ତାଙ୍କ ଉପରେ…

ଓଡିଶାର ବିକାଶ ମାନଚିତ୍ରରେ ଏକ ଅମାନବୀୟ କଳା ଦାଗ ; ନଗଡା

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ…

ଖଣି ଓ ଶିଳ୍ପ କ୍ଷେତ୍ରରେ ଢେର୍ ଆଗୁଆ ସୁକିନ୍ଦା ଅଂଚଳର ଏହି ଗାଁ ରେ ଗତ ୬ ମାସ ଭିତରେ ୨୨ ଜଣ ଶିଶୁ ଅପପୁଷ୍ଟି, ଅଖାଦ୍ୟ ଓ ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେଣି।

ଗୁମୁଡୁମାହା ଗାଁର ରକ୍ତାକ୍ତ ରାତି; କେତୋଟି ତଥ୍ୟ

ମାଓବାଦୀଙ୍କୁ ଛକି ବସିଥିବା ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବାହିନୀ ଏକ ସର୍ବସାଧାରଣ ରାସ୍ତାରେ ଯାଉଥିବା ଯାନ ଉପରକୁ ଗୁଳି ଚଳାଇବା…

ମାଓବାଦୀଙ୍କୁ ଛକି ବସିଥିବା ଓଡ଼ିଶା ପୋଲିସର ସ୍ୱତନ୍ତ୍ର ବାହିନୀ ଏକ ସର୍ବସାଧାରଣ ରାସ୍ତାରେ ଯାଉଥିବା ଯାନ ଉପରକୁ ଗୁଳି ଚଳାଇବା ଅ।ଦୌ ଗ୍ରହଣୀୟ ଯୁକ୍ତି ନୁହେଁ ବୋଲି ମାନବାଧିକାର କର୍ମୀ ମାନେ କହୁଛନ୍ତି । ପୋଲିସ୍ ବାହିନୀର କମ୍ବିଂ ଅପରେସନ୍ ପାଇଁ ଏକ ନିର୍ଦ୍ଦିଷ୍ଟ ମାନକ ବ୍ୟବସ୍ଥା ରହିଛି ।

ମାନବାଧିକାର କର୍ମୀଙ୍କ ସମ୍ପର୍କରେ ଭୁଲ ଧାରଣା କାହିଁକି ?

ଦେଶରେ ଥିବା ମାନବାଧିକାର ସଂସ୍ଥାଗୁଡିକର କାମ ହେଉଛି ଯେଉଁଠି ପୁଲିସ୍, ସୁରକ୍ଷାକର୍ମୀ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା…

ଦେଶରେ ଥିବା ମାନବାଧିକାର ସଂସ୍ଥାଗୁଡିକର କାମ ହେଉଛି ଯେଉଁଠି ପୁଲିସ୍, ସୁରକ୍ଷାକର୍ମୀ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କ ଦ୍ୱାରା ମାନବାଧିକାର ଉଲଂଘନ ହେଉଛି, ତାହାକୁ ବିଚାର କରିବା । ଆଉ ଏଥିରେ ମାନବାଧିକାର କର୍ମୀମାନେ ହିଁ ସାହାଯ୍ୟ କରିଥାନ୍ତି । ସେମାନେ ଆଇନ ଅନୁଯାୟୀ ତଥ୍ୟ ସଂଗ୍ରହ କରି ବିଭିନ୍ନ ମାନବାଧିକାର ସଂସ୍ଥାକୁ ଜଣାଇଥାନ୍ତି…

ପୁଲିସ୍ ବିଲ୍ ରେ ସଂଶୋଧନ କାହିଁକି ଆବଶ୍ୟକ ?

ଲୋକମାନଙ୍କ ଅସୁବିଧାର କାରଣ ହେବାକୁ ଥିବା ଏମିତି ଅନେକ ଧାରାରେ ପରିବର୍ତନ ଓ ସୁଧାର ଆବଶ୍ୟକ । ଖାସ୍ ସେଥିପାଇଁ…

ଲୋକମାନଙ୍କ ଅସୁବିଧାର କାରଣ ହେବାକୁ ଥିବା ଏମିତି ଅନେକ ଧାରାରେ ପରିବର୍ତନ ଓ ସୁଧାର ଆବଶ୍ୟକ । ଖାସ୍ ସେଥିପାଇଁ ରାଜ୍ୟପାଳ ଏହାକୁ ପୁନର୍ବିଚାର ପାଇଁ ପଠାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ସୁଯୋଗ ରହିଛି, ଏହାକୁ ସଂଶୋଧନ କରି ବିଧାନସଭାରେ ପାସ୍ କରାଇବା ସହିତ ପୁଣି ରାଜ୍ୟପାଳଙ୍କ ନିକଟକୁ ପଠାଯାଉ ।

ମାନବାଧିକାର କର୍ମୀ ଅଖଣ୍ଡଙ୍କୁ ‘ସମାଜ ଜ୍ୟୋତି’ ସମ୍ମାନ

ଓଡିଶାର ଆର୍ଥିକ ଅନଗ୍ରସର ଓ ଦୁର୍ବଳଶ୍ରେଣୀଙ୍କ ବିକାଶ ପାଇଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ସ୍ୱୀକୃତି ପ୍ରଦାନ…

ଓଡିଶାର ଆର୍ଥିକ ଅନଗ୍ରସର ଓ ଦୁର୍ବଳଶ୍ରେଣୀଙ୍କ ବିକାଶ ପାଇଁ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି ବୋଲି ଆୟୋଜକ ସଂସ୍ଥା କହିଛି ।

କେନ୍ଦ୍ରୀୟ ଟିମର ବେଲବାହାଳି ବିବାଦୀୟ ସେତୁ ସ୍ଥଳ ପରିଦର୍ଶନ

ଗତ ଜୁଲାଇ ମାସରେ ଏହି ସେତୁର ନିର୍ମାଣକୁ କେନ୍ଦ୍ରକରି ଜନତା ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଯେଉଁଥିରେ ଶତାଧିକ…

ଗତ ଜୁଲାଇ ମାସରେ ଏହି ସେତୁର ନିର୍ମାଣକୁ କେନ୍ଦ୍ରକରି ଜନତା ଓ ପୋଲିସଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା ଯେଉଁଥିରେ ଶତାଧିକ ଲୋକ ଗିରଫ ହୋଇଥିଲେ । ଘଟଣାକୁନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଥିଲା ।

ବେଲବାହାଳି ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଏହି ଘଟଣାକୁ ନେଇ ‘ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁ୍ୟମାନ୍ ରାଇଟ୍ସ’ ପକ୍ଷରୁ ଏକ ଚାରି ଜଣିଆ ତଥ୍ୟ ଅନୁସନ୍ଧାନକାରୀ…

ଏହି ଘଟଣାକୁ ନେଇ ‘ସିଭିଲ୍ ସୋସାଇଟି ଫୋରମ୍ ଅନ୍ ହୁ୍ୟମାନ୍ ରାଇଟ୍ସ’ ପକ୍ଷରୁ ଏକ ଚାରି ଜଣିଆ ତଥ୍ୟ ଅନୁସନ୍ଧାନକାରୀ ଦଳ ବେଳବାହାଳି ଗସ୍ତ କରିବା ସହ ସେଠାରେ ପ୍ରତ୍ୟକ୍ଷ ଦର୍ଶୀ ଓ ପୁଲିସ୍ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲା । ଏହି ରିପୋର୍ଟ ଆଧାରରେ ଫୋରମ୍ ର ୱାର୍କିଂ ଗ୍ରୁପ୍ ସଦସ୍ୟ ଶ୍ରୀ ଅଖଣ୍ଡ…

ପୁଲିସ ବିଲରେ ସଂଶୋଧନ କରିବାକୁ ସ୍ଵେଚ୍ଛାସେବୀଙ୍କ ଦାବି

ସେହିପରି ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମା ଠିକ ଭାବେ ପାଳନ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ସେହିପରି ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶନାମା ଠିକ ଭାବେ ପାଳନ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ଏହି କମିସନର ମୁଖ୍ୟ ହେବେ । ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଓ ପୁଲିସ୍ ଡି.ଜି. ଏକ୍ସ ଅପିସିଓ ସଚିବ ଭାବେ ରହିବେ । କିନ୍ତୁ…

This website uses cookies.