Tag Archives: ଭଦ୍ରକ

ପରିବେଶ

ଗୋଟିଏ ଦୁଇଟି ସ୍ଥାନରେ ବର୍ଷା, ଝଡ ତୋଫାନ ସମ୍ଭାବନା

ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ ତୋଫାନ ଓ ବର୍ଷା ହେବା ସହ ୬୦ ରୁ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ପାଣିପାଗ କାର୍ଯ୍ୟ।ଳୟ ଏକ ଇସ୍ତାହାରରେ ପ୍ରକାଶ କରିଛି ।

ବିସ୍ତୃତ
ଓଡିଶା ଖବରମୁଖ୍ୟ ଖବର

ଚାଲିଲା ଭଦ୍ରକ-ବାଲେଶ୍ୱର-ଭଦ୍ରକ ପାସେଞର ଟ୍ରେନ

ଉ୍ଘାଟକ ତଥା ମୁଖ୍ୟ ଅତିଥି ଭାବେ ସେଠୀ ଯୋଗେଇ ଉଭୟ ଭଦ୍ରକ ଓ ବାଲେଶ୍ୱର ବାସୀଙ୍କର ବହୁଦିନର ଆଶା ଓ ସ୍ୱପ୍ନ ଆଜି ପୂରଣ ହୋଇଥିବାରୁ ରେଳ ମନ୍ତ୍ରଣାଳୟ ନିକଟରେ ନିଜର ଖୁସୀ ଜାହିର କରିଥିଲେ ।

ବିସ୍ତୃତ