ଓଡିଶା ନ୍ୟୁଜ/ Odisha News

Tag Archives: ମୁଖ୍ୟମନ୍ତ୍ରୀ

ସାହିତ୍ୟ

ଓଡିଆଭାଷାକୁ ସମ୍ମାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଲେଖାଯିବ ଲକ୍ଷେ ଚିଠି

ଓଡିଆ ଭାଷା ସୁରକ୍ଷା ସମ୍ମିଳନୀ ତରଫରୁ ଭୁବନେଶ୍ଵର ଜୟଦେବ ଭବନ ଠାରେ ରବିବାର ଆୟୋଜିତ ସଂସ୍ଥାର ସାଧାରଣ ଅଧିବେଶନରେ ଏହାର ଆବାହକ ତଥା ସାଂସଦ ବୈଷ୍ଣବ ପରିଡା ନିଜ ଉଦବୋଧନରେ କହିଛନ୍ତି ।

ବିସ୍ତୃତ
ସଭା ସମିତି

ଆରମ୍ଭ ହେଲା କଳିଙ୍ଗ ଟିଭି

କଳିଙ୍ଗ ଟିଭିର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ନିଜର ଅଭିଭାଷଣରେ କହିଥିଲେ ଯେ ,ତାଙ୍କର ଏହି ଚ୍ୟାନେଲ ଲୋକଙ୍କ ନିକଟରେ ସକାରାତ୍ମକ ନିର୍ଭୁଲ ଓ ନିରପେକ୍ଷ ଖବର ପହଞ୍ଚାଇବ । କଳିଙ୍ଗ ଟିଭିର ପରିଚାଳନା ନିର୍ଦେଶକ ହିମାଂଶୁ ଶେଖର ଖଟୁଆ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ବିସ୍ତୃତ
ରାଜନୀତି

ନିଜକୁ ‘ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ’ ଦାବି କରି ମହିଳାଙ୍କ ପାଟିତୁଣ୍ଡ

ସୁରକ୍ଷା କର୍ମୀ ତାଙ୍କୁ ବାରଣ କରିବାରୁ ସେ ସୁରକ୍ଷା କର୍ମୀଙ୍କୁ ଧମକ ଦେଇ କହିଲେ, " ମୁ ହେଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ,ଆଜି ହେଉଛି ମୋ ଶ୍ଵଶୁରଙ୍କ ଶ୍ରାଦ୍ଧ, ମୋ ସ୍ଵାମୀଙ୍କ ସହ ମିଶି ଶ୍ରାଦ୍ଧ ଦେବି, ତିଳତର୍ପଣ କରିବି,ମୋତେ ଅଟକେଇବାକୁ ତୁମେ କିଏ ? ଭିତରକୁ ଛାଡିବା ନ ଏବେ ଦେଖିବ"?

ବିସ୍ତୃତ
ରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ସହାୟତା ରାଶି ବୃଦ୍ଧି

ହୃଦରୋଗ, କ୍ୟାନସର, ଏବଂ କିଡନି ଚିକିତ୍ସା କ୍ଷେତ୍ରରେ ଏହି ସହାୟତା ରାଶି ସର୍ବାଧିକ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଆବେଦନ କରୁଥିବା ଗ୍ରାମାଞ୍ଚଳର ହିତାଧିକାରୀ ମାନଙ୍କ ବାର୍ଷିକ ଆୟର ସୀମା ୪୦,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ବିସ୍ତୃତ
ରୋକ ଠୋକ

ଉଡନ୍ତା ନେତା ଓ ବୁଡନ୍ତା ରାଜ୍ୟର କାହାଣୀ

ତେବେ ପୌର ନିର୍ବାଚନ ଭଳି ଛୋଟିଆ ନିର୍ବାଚନରେ ଏତେ ବଡ ବଡ ତାରକାଙ୍କ ଆଡମ୍ବର ଦରକାର ପଡୁଛି କାହିଁକି ? ଗୋଟିଏ ସମୟରେ ଲୋକସଭା ଭଳି ଗୁରୁତ୍ୱପୂର୍ଣ୍ଣ ଉପନିର୍ବାଚନରେ ପ୍ରଚାର କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ମନା କରି ଦେଇଥିଲେ । ବିଜୁ ବାବୁଙ୍କ ନାଁରେ ପ୍ରତିଷ୍ଠିତ ଦଳ ଆଜି ପୌର ନିର୍ବାଚନ ଭଳି ସାଧାରଣ ଘଟଣାରେ ଚଳଚ୍ଚିତ୍ର ତାରକା, ହେଲିକପ୍ଟର ଓ ଅଯଥା ଆଡମ୍ବରର ପ୍ରୟୋଗ କରି ଚାଲିଛି ।

ବିସ୍ତୃତ
ତୃତୀୟ ନୟନ

ଅପ୍ରତିଦ୍ୱନ୍ଦ୍ୱୀ ନବୀନଙ୍କ ନିର୍ବାଚନ ଜୟଯାତ୍ରା (ତୃତୀୟ ନୟନ)

ବିରୋଧୀ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ନିଜ ଦଳର ଅପାରଗତା, ଦୁର୍ବଳ ନେତୃତ୍ୱ ଓ ଜନସାଧାରଣଙ୍କ ବିଶ୍ୱସନୀୟତା ହରାଇଥିବା କଥାକୁ ସ୍ୱୀକାର କରି ଆତ୍ମସମୀକ୍ଷା କରିବା ଏବଂ ନିଜର ତ୍ରୁଟି ବିଚ୍ୟୁତିକୁ ସଂଶୋଧନ କରିବା ପରିବର୍ତ୍ତେ ବିଜୁ ଜନତା ଦଳ ବିରୁଦ୍ଧରେ ଅଭିଯୋଗ କରି ସନ୍ତୁଷ୍ଟ ରହୁଥିବାରୁ ସେମାନେ ଯେ ବାରମ୍ବାର ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି ଏଥିରେ ସନ୍ଦେହ ନାହିଁ ।

ବିସ୍ତୃତ