ଓଡିଶା ନ୍ୟୁଜ/ Odisha News

Tag Archives: ସରକାର

ରୋକ ଠୋକ

ଉତ୍ତରଦାୟୀତ୍ୱରୁ ଓହରି ଯାଉଛନ୍ତି ସରକାର

ଗଣତାନ୍ତ୍ରିକ ରାଷ୍ଟ୍ରରେ ସାମ୍ବୀଧାନିକ ବିଧି ବ୍ୟବସ୍ଥା ଆଧାରରେ ନାଗରିକଙ୍କ ପ୍ରତି ନିର୍ବାଚିତ ସରକାରଙ୍କ ଉତ୍ତରଦାୟୀତ୍ୱ ନ୍ୟସ୍ତ କରାଯାଇଛି । ସମସ୍ତଙ୍କ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ , ଗମନାଗମନ ପରି ମୌଳିକ ସେବା ପାଇଁ ଭିତ୍ତିଭୂମି ତିଆରି ଓ ପରିଚାଳନା କରିବା ତାରି ଭିତରୁ ଏକ ପ୍ରମୁଖ ଦାୟୀତ୍ୱ । ଆମ ରାଜ୍ୟ ପରିପ୍ରେକ୍ଷିରେ ଯଦି ଆଲୋଚନା...

ବିସ୍ତୃତ
ସମଦୃଷ୍ଟି

କାଶ୍ମୀରରୁ ସ୍ପଷ୍ଟ ବାର୍ତା

ଶ୍ରୀନଗର ସଂସଦୀୟ ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୯, ୨୦୧୭ରେ ହେଇଥିବା ଉପନିର୍ବାଚନରେ ଅତି ନଗଣ୍ୟ ଅର୍ଥାତ ଶତକଡ଼ା ୭-୧୪ ଭାଗ ଭୋଟଦାନ ଏବଂ ଠିକ୍ ସେହି ଦିନ ହିଂସାରେ ୮ଜଣ ଯୁବ ବିକ୍ଷୋଭକାରୀଙ୍କ ମୃତ୍ୟୁ ତଥା ୨୦୦ କ୍ଷତବିକ୍ଷତ ହେବା ବାସ୍ତବ କଥାଟି କ’ଣ ଆମକୁ ସୂଚାଇ ଦେଉଛି ।

ବିସ୍ତୃତ
ମନୋରଞ୍ଜନ

ରଙ୍ଗବତୀର ମହା ନାୟକ ଓ କେତେକ ବ୍ୟଥା

ହୁଏତ ଶାସନର ସାମାନ୍ୟ ଆନ୍ତରିକତା ତାଙ୍କୁ ଏହି କଠିନତାରୁ ମୁକ୍ତି ଦେଇ ପାରନ୍ତା । ତାଙ୍କର ଉତ୍ତର ବୟସରେ ତାଙ୍କର ନ୍ୟାୟ ଦେଇପାରନ୍ତା । ସମୟର ମହାନାୟକକୁ ତାର ପ୍ରାପ୍ୟ ଦିଆଯାଇ ପାରନ୍ତା... ।

ବିସ୍ତୃତ
ଅର୍ଥ-ବ୍ୟବସାୟ

ଶୋଷଣର ମାୟାଜାଲରେ କେନ୍ଦୁପତ୍ର ତୋଳାଳୀ

କେନ୍ଦୁପତ୍ର ତୋଳାଳିଟିର ଲୁହ,ରକ୍ତ,ଝାଳର ପରିଶ୍ରମରେ ତୋଳାଯାଉଥିବା କେନ୍ଦୁପତ୍ର ଆଜି ସରକାରଙ୍କୁ ଚାରିଶ କୋଟି ଟଙ୍କାର ବେପାରରେ ପହଁଚାଇ ପାରିଛି । ଗଛ ବୃଦ୍ଧିରେ ଯେପରି ଚେରର ପ୍ରମୁଖ ଭୂମିକା ରହିଥାଏ, ଠିକ୍ ସେହିପରି ସରକାରଙ୍କର ରାଜସ୍ୱ ବୃଦ୍ଧିରେ କେନ୍ଦୁପତ୍ର ତୋଳାଳିଙ୍କ ଅବଦାନ ଅତୁଳନୀୟ ।

ବିସ୍ତୃତ
ରାଜନୀତି

ସାମ୍ବାଦିକଙ୍କ ସଂଖ୍ୟା ଗଣନା ହୋଇପାରୁନାହିଁ କାହିଁକି ?

ଚିଲିକାକୁ କେତେ ପକ୍ଷୀ ଆସୁଛନ୍ତି ତାହା ଗଣାଯାଇ ପାରୁଛି। ସାରା ରାଜ୍ୟରେ କେତେ ଗୃହପାଳିତ ପଶୁପକ୍ଷୀ ଅଛନ୍ତି ତାର ବି ଗଣନା କରି ରିପୋର୍ଟ ଦେଇ ପାରୁଛନ୍ତି, ଅଥଚ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି କୁହାଯାଉଥିବା ଗଣମାଧ୍ୟମରେ କେତେ ସାମ୍ବାଦିକ କାର୍ଯ୍ୟରତ ଅଛନ୍ତି ତାହା ସରକାର ଗଣନା କରିପାରୁ ନାହାନ୍ତି।

ବିସ୍ତୃତ
ରୋକ ଠୋକ

ରାଜନୈତିକ ଚକ୍ରବ୍ୟୁହରେ କୃଷକର ଜୀବନ: ଲିଙ୍ଗରାଜ

୨୦୦୯-୧୦ରେ ଓଡ଼ିଶାରେ ଖରିଫ ଚାଷ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ହାନି ହୋଇଥିଲା ଏବଂ ସେହି ସମୟରେ ପ୍ରଥମ ଥର ପାଇଁ ଅନେକ ସଂଖ୍ୟକ କୃଷକ ଆତ୍ମହତ୍ୟାର ସମ୍ବାଦ ଗଣମାଧ୍ୟମ ଦ୍ୱାରା ଲୋକଲୋଚନକୁ ଆସିଥିଲା । ସେହି ଅବଧି ଓ ପୃଷ୍ଠଭୂମିରେ ରାଜ୍ୟ ସରକାର ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କୃଷକ କମିଶନ ଗଠନ କରିଥିଲେ । ଉକ୍ତ କମିଶନର ରିପୋର୍ଟ ରାଜ୍ୟ ସରକାରଙ୍କୁ ୨୦୧୨ ଡ଼ିସେମ୍ବରରେ ପ୍ରଦତ୍ତ ହୋଇଥିଲେ ସୁଦ୍ଧା ତାହା ଲୋକଲୋଚନକୁ ଆସିନାହିଁ ।

ବିସ୍ତୃତ