Category: ସାହିତ୍ୟ

literature

ଓଡିଆ ପତ୍ର ପତ୍ରିକା ସହ ପାଠକ ଓ ଲେଖକଙ୍କୁ ଗୋଟିଏ ସ୍ଥାନରେ ଦେଖିବାକୁ ଚାହାନ୍ତି ? ବୁଲନ୍ତୁ କାଦମ୍ବିନୀ ପତ୍ରିକା ହାଟ

ପତ୍ରିକା ହାଟରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପତ୍ରିକା ସମ୍ପାଦକ, ପ୍ରକାଶକ ଓ କର୍ତ୍ତୃପକ୍ଷ ସକାଳୁ ସକାଳୁ…

ପତ୍ରିକା ହାଟରେ ଅଂଶଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପତ୍ରିକା ସମ୍ପାଦକ, ପ୍ରକାଶକ ଓ କର୍ତ୍ତୃପକ୍ଷ ସକାଳୁ ସକାଳୁ ଆସି ପହଞ୍ଚିଯାଇଥାନ୍ତି ଉତ୍ସବ ପରିସରରେ । ଉଦ୍ଦିଷ୍ଟ ସ୍ଥାନରେ ସେମାନେ ନିଜର ପତ୍ରପତ୍ରିକାର ଏକ ସୁନ୍ଦର ପସରା ମେଲାଇ ଦେଇଥାନ୍ତି ।

ଆଦି ନାଟ୍ୟକାର ଜଗନ୍ମୋହନ ଲାଲ୍ ଙ୍କ ସମ୍ପର୍କରେ ୧୦ଟି ଜାଣିବା କଥା

ବିଘ୍ନେଶ୍ୱର ସାହୁ ‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ’ ପରି ଅଯୌକ୍ତିକ ସ୍ଲୋଗାନ୍ ଓ ଚକ୍ରାନ୍ତ ବିରୁଦ୍ଧରେ ଏକଦା ଓଡ଼ିଶାରେ…

ବିଘ୍ନେଶ୍ୱର ସାହୁ ‘ଓଡ଼ିଆ ଏକ୍ଟା ସ୍ୱତନ୍ତ୍ର ଭାଷା ନଏ’ ପରି ଅଯୌକ୍ତିକ ସ୍ଲୋଗାନ୍ ଓ ଚକ୍ରାନ୍ତ ବିରୁଦ୍ଧରେ ଏକଦା ଓଡ଼ିଶାରେ ତେଜି ଉଠିଥିଲା ଭାଷା ଆନ୍ଦୋଳନର ଅଗ୍ନିଶିଖା । ସେହି ଅନନ୍ୟ ଆନ୍ଦୋଳନର ଅନ୍ୟ ଜଣେ ସାରଥି ଥିଲେ ଜଗନ୍ମୋହନ ଲାଲ । ଓଡ଼ିଆ ନାଟ୍ୟ ସାହିତ୍ୟକୁ ତାଙ୍କର ଆଦ୍ୟ ଅବଦାନ, ବିତର୍କିତ ନାଟକ “ବାବାଜୀ”…

ପୁସ୍ତକ ସମୀକ୍ଷା: BEYOND FEELINGS

ଛଅସ୍ତରୀଟି କବିତାକୁ ନେଇ ସଙ୍କଳିତ ଏହି ପୁସ୍ତକର ଶୀର୍ଷକ କବିତା 'Beyond feelings' ସଙ୍କଳନଟିର ପ୍ରଥମ କବିତା ।

ଛଅସ୍ତରୀଟି କବିତାକୁ ନେଇ ସଙ୍କଳିତ ଏହି ପୁସ୍ତକର ଶୀର୍ଷକ କବିତା 'Beyond feelings' ସଙ୍କଳନଟିର ପ୍ରଥମ କବିତା ।

ବିଭୂତି ପଟ୍ଟନାୟକ; ଶତ ସହସ୍ର କାହାଣୀର ଏକଇ ନାୟକ

ବିଭୂତି ପଟ୍ଟନାୟକଂକୁ ପଢିନଥିବା ଓଡିଆ ପାଠକ ନାହାନ୍ତି ବା ନଥିଲେ । ଓଡିଆ କଥା ସାହିତ୍ୟ ଓ ବିଭୂତି ପଟ୍ଟନାୟକ…

ବିଭୂତି ପଟ୍ଟନାୟକଂକୁ ପଢିନଥିବା ଓଡିଆ ପାଠକ ନାହାନ୍ତି ବା ନଥିଲେ । ଓଡିଆ କଥା ସାହିତ୍ୟ ଓ ବିଭୂତି ପଟ୍ଟନାୟକ ଗତ ପଚାଶ ବର୍ଷ ଧରି ଗୋଟିଏ ପରିଚୟରେ ଆବଦ୍ଧ। ଓଡିଆ ଉପନ୍ୟାସର ସବୁଠୁ ମହାନ ପରମ୍ପରା ପାଖରେ ପହଂଚିବାକୁ ହେଲେ ବିଭୂତି ବାବୁଂକ ବାଟ ଦେଇ ଯିବାକୁ ଓଡିଆ ପାଠକ ବାଧ୍ୟ।

ଓଡିଆ ପୂଜା ପତ୍ରିକାର ଅଭିନବ ଜୟଯାତ୍ରା; ଦଶଟି ପ୍ରମୁଖ କଥା

ମହାଳୟା ରୁ କାଳୀ ପୂଜା ଭିତରେ ଓଡିଆ ପତ୍ରପତ୍ରିକା ବଜାର ସରଗରମ ହୋଇଉଠେ। ଗତ ଦଶ ବର୍ଷର ପତ୍ରପତ୍ରିକା ପ୍ରକାଶନ…

ମହାଳୟା ରୁ କାଳୀ ପୂଜା ଭିତରେ ଓଡିଆ ପତ୍ରପତ୍ରିକା ବଜାର ସରଗରମ ହୋଇଉଠେ। ଗତ ଦଶ ବର୍ଷର ପତ୍ରପତ୍ରିକା ପ୍ରକାଶନ ର ବିଶ୍ଲେଷଣ ରୁ ଜଣାପଡୁଛି ଯେ ପ୍ରତି ବର୍ଷ ଏହି ସମୟରେ ପ୍ରାୟ ୧୦୦ ରୁ ୧୨୦ ପତ୍ରିକା ପ୍ରକାଶିତ ହୁଅନ୍ତି ।

ଦେବଦାସଂକ କଲମ ଓ ବିଭୁକିଶୋରଂକ କଣ୍ଠର ଯୁଗଳବନ୍ଦୀ “ବ୍ଲୁ ମୁଡ୍”

“ବ୍ଲୁ ମୁଡ୍” ଦେବଦାସଂକ ନୁଆ କବିତାର ଗୀତି ରୂପ । ଏସବୁ ଲିରିକ୍ ନୁହଁ, ନିରୋଳା କବିତା । ଛନ୍ଦହୀନତା…

“ବ୍ଲୁ ମୁଡ୍” ଦେବଦାସଂକ ନୁଆ କବିତାର ଗୀତି ରୂପ । ଏସବୁ ଲିରିକ୍ ନୁହଁ, ନିରୋଳା କବିତା । ଛନ୍ଦହୀନତା ଭିତରେ ଗୋଟେ ସ୍ବଛନ୍ଦ ମାଦକତା । କବିତାକୁ ସୁରରେ ସଜେଇଛନ୍ତି ଆମ ସମୟର ଖ୍ୟାତନାମା ଗାୟକ ବିଭୁ କିଶୋର ।

ଦିଗପହଣ୍ଡି ରୁ ଅନେକ ଦିଗନ୍ତ ; ଦିନନାଥ ପାଠୀ ଓ ଓଡିଶୀ ଚିତ୍ରକଳା

ଯେମିତି କୋଣାର୍କ ବିନା ଓଡିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହଁ, ସେମିତି ଦିନନାଥ ପାଠୀ ଙ୍କ ବାଦଦେଇ ଆଧୁନିକ ଓଡିଶୀ…

ଯେମିତି କୋଣାର୍କ ବିନା ଓଡିଶୀ ଐତିହ୍ୟର ଆଲୋଚନା ସମ୍ଭବ ନୁହଁ, ସେମିତି ଦିନନାଥ ପାଠୀ ଙ୍କ ବାଦଦେଇ ଆଧୁନିକ ଓଡିଶୀ ଚିତ୍ରକଳାର ଆକଳନ ସମ୍ଭବ ନୁହଁ।

କଥାଶିଳ୍ପୀ ବିଭୁତି ଭୁଷଣ ପ୍ରଧାନଂକ ଅକାଳ ବିୟୋଗ

ଓଡିଶାର ପ୍ରାକୃତିକ ବିପର୍ୟୟ ଓ ତାର ସମାଜ ତାତ୍ତ୍ବିକ ଦିଗକୁ ନେଇ ଉପନ୍ୟାସ ରଚନା କରିବାରେ ତାଂକର ସମକକ୍ଷ କଥାଶିଳ୍ପୀ…

ଓଡିଶାର ପ୍ରାକୃତିକ ବିପର୍ୟୟ ଓ ତାର ସମାଜ ତାତ୍ତ୍ବିକ ଦିଗକୁ ନେଇ ଉପନ୍ୟାସ ରଚନା କରିବାରେ ତାଂକର ସମକକ୍ଷ କଥାଶିଳ୍ପୀ ଓଡିଶାରେ ବିରଳ। ତାଂକ ଘଟଣା, ଚରିତ୍ର ଓ ଚିତ୍ରାୟନ ଗୋଟେ ବିରଳ ଶିଳ୍ପ ର ନିର୍ମାଣ କରୁଥିଲା ।

ବରେନ୍ଦ୍ରକୃଷ୍ଣ ଧଳ; ମୁକ୍ତ ବିଚାର ଓ ମୁକ୍ତ ସୃଜନର ମଣିଷ

ତାଂକ ସମ୍ବାଦ ଓ ମତ ରଚନା ରେ ସୃଜନଶୀଳତା ର ପ୍ରଭାବ ରହିଥିବା ବେଳେ ତାଂକ ଗଳ୍ପ ରଚନା ରେ…

ତାଂକ ସମ୍ବାଦ ଓ ମତ ରଚନା ରେ ସୃଜନଶୀଳତା ର ପ୍ରଭାବ ରହିଥିବା ବେଳେ ତାଂକ ଗଳ୍ପ ରଚନା ରେ ସାମାଜିକ ବାସ୍ତବତା ର ନିଛକ ପ୍ରତିଫଳନ ଘଟୁଥିଲା। ତାଂକ ବ୍ୟକ୍ତିତ୍ଵ ନିର୍ମାଣରେ ସାହିତ୍ୟ ଓ ସାମ୍ବାଦିକତାର ଅବଦାନ ସମାନ।

ଅଭିଶପ୍ତ ଗନ୍ଧର୍ବର କଥାଶିଳ୍ପୀ ମହାପାତ୍ର ନିଳମଣି ସାହୁ; କେତୋଟି କଥା

ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ…

ସହଜ ଓ ବୌଦ୍ଧିକ ଜୀବନ ଗୋଟିଏ ବିନ୍ଦୁରେ ସମାହିତ ଯେଉଁଠି ହୁଏ ସେ ବିନ୍ଦୁର ନାମ ମହାପାତ୍ର ନିଳମଣି ସାହୁ । ସେ ବିନ୍ଦୁ ଆଜି ମହାସିଂଧୁରେ ତିରୋହିତ । କଥା ସାହିତ୍ୟର ଏଇ ରସିକ ପୁରୁଷ ଆମର ଚିର ନମସ୍ୟ ।

This website uses cookies.