Tag: ପୋସ୍କୋ

ପୋସ୍କୋ ବିରୋଧୀଙ୍କ ଉପରେ ଆକ୍ରମଣକୁ ନିନ୍ଦା

ଲୋକମାନେ ସ୍ୱେଚ୍ଛାରେ ଜମି ଦେଉଛନ୍ତି ବୋଲି ସରକାର ପ୍ରତାରଣାମୂଳକ ପ୍ରଚାର କରି ଚାଲିଥିବା ବେଳେ ଅତ୍ୟନ୍ତ ଅମାନବିକ ଓ ଅନ୍ୟାୟଭାବେ…

ଲୋକମାନେ ସ୍ୱେଚ୍ଛାରେ ଜମି ଦେଉଛନ୍ତି ବୋଲି ସରକାର ପ୍ରତାରଣାମୂଳକ ପ୍ରଚାର କରି ଚାଲିଥିବା ବେଳେ ଅତ୍ୟନ୍ତ ଅମାନବିକ ଓ ଅନ୍ୟାୟଭାବେ ପୋଲିସ ରାତି ଅଧିଆ ବା ବଡି ଭୋରରୁ ଆନ୍ଦୋଳନକାରୀମାନଙ୍କ ପାନ ବରଜ ଭାଙ୍ଗି ଚାଲିଛି ବୋଲି ଡି.ଏସ୍.ଓ କହିଛି ।

ଦେଢବର୍ଷପରେ ପୋସ୍କୋ ପାଇଁ ପୁଣି ଜମି ଅଧିଗ୍ରହଣ ଆରମ୍ଭ

ରବିବାର ପ୍ରଥମ ଦିନରେ ବଡପଡା, ବାଲିଟିକିରି ଓ ଗୋବିନ୍ଦପୁର ସୀମାରେ ପାନ ବରଜ ଭଙ୍ଗାଯାଇଛି । ଜଗତସିଂପୁର ଜିଲ୍ଲାପାଳ ସତ୍ୟ…

ରବିବାର ପ୍ରଥମ ଦିନରେ ବଡପଡା, ବାଲିଟିକିରି ଓ ଗୋବିନ୍ଦପୁର ସୀମାରେ ପାନ ବରଜ ଭଙ୍ଗାଯାଇଛି । ଜଗତସିଂପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକ କହିଛନ୍ତି ଯେଉଁ ଲୋକମାନେ ପାନ ବରଜ ଭାଙ୍ଗି ପ୍ରାପ୍ୟ ନେବାକୁ ସମ୍ମତି ଦେଇଥିଲେ ସେମାନଙ୍କର ବରଜ ଭଙ୍ଗାଯାଇ ଜମି ଅଧିଗ୍ରହଣ ହୋଇଛି ।

ପୋସ୍କୋ ବିରୋଧୀଙ୍କ ଧାରଣାରେ ୪ ଦଳର ନେତା

ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ଓ ଦକ୍ଷିଣକୋରିଆରେ ପୋସ୍କୋ ଅଧିକାରୀଙ୍କ ଉଦ୍ଦବେଗ ସତ୍ୱେ ଏବଂ ଗ୍ରାମସଭାରେ ଜମି ଅଧିଗ୍ରହଣକୁ ସ୍ଥାନୀୟ…

ବାଣିଜ୍ୟ ମନ୍ତ୍ରୀ ଆନନ୍ଦ ଶର୍ମା ଓ ଦକ୍ଷିଣକୋରିଆରେ ପୋସ୍କୋ ଅଧିକାରୀଙ୍କ ଉଦ୍ଦବେଗ ସତ୍ୱେ ଏବଂ ଗ୍ରାମସଭାରେ ଜମି ଅଧିଗ୍ରହଣକୁ ସ୍ଥାନୀୟ ଲୋକେ ପ୍ରତ୍ୟାଖ୍ୟାନ କରିଥିବାବେଳେ ରାଜ୍ୟ ସରକାର କେଉଁ ଅଧିକାରରେ ଜୁଲମ କରି ପୁଲିସର ଭୟ ଦେଖାଉଛନ୍ତି ବୋଲି ପ୍ରଶ୍ନ କରିଥିଲେ ।

ପୋସ୍କୋ ହଟାଅ ଧାରଣାରେ ତୃତୀୟ ଦିନରେ

ମଙ୍ଗଳବାର ଦିନ ଜଗତସିଂହପୁର ସାଂସଦ ବିଭପ୍ରସାଦ ତରାଇ ବିରୋଧୀଙ୍କ ଧାରଣାରେ ଯୋଗଦେଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସମର୍ଥନ ଜଣାଇଛନ୍ତି…

ମଙ୍ଗଳବାର ଦିନ ଜଗତସିଂହପୁର ସାଂସଦ ବିଭପ୍ରସାଦ ତରାଇ ବିରୋଧୀଙ୍କ ଧାରଣାରେ ଯୋଗଦେଇ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସମର୍ଥନ ଜଣାଇଛନ୍ତି ।

ପୋସ୍କୋକୁ ହଟାଇବା ଦାବିରେ ଧାରଣା ଜାରି

ଗୋବିନ୍ଦପୁର ନିକଟ ବଟବେଲାରି ବାଲିଟିକିରାରେ ପୋସ୍କୋକୁ ହଟାଇବା ଦାବିରେ ସୋମବାର ବିରୋଧୀ ନେତା ଅଭୟ ସାହୁ ଓ ଭିଟାମାଟି ସୁରକ୍ଷା…

ଗୋବିନ୍ଦପୁର ନିକଟ ବଟବେଲାରି ବାଲିଟିକିରାରେ ପୋସ୍କୋକୁ ହଟାଇବା ଦାବିରେ ସୋମବାର ବିରୋଧୀ ନେତା ଅଭୟ ସାହୁ ଓ ଭିଟାମାଟି ସୁରକ୍ଷା ଜନମଞ୍ଚ ସଭାପତି ଜୟନ୍ତ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ ଲୋକ ଏକ ବିରାଟ ଶୋଭାଯାତ୍ରରେ ଆସି ପ୍ରତିବାଦ ସଭା ସହ ଧାରଣାରେ ବସିଥିଲେ ।

_âKÌ @MâMZò ù^A ù_ûùÄû @]ôKûeúu @ûùfûP^û

ù_ûùÄû ij LêaþgúNâ aêSûcYû_Zâ Êûle ùja ùaûfò cêLý gûi^ iPòa @ûùfûP^û _ùe MYcû¤cKê KjòQ«ò û

ù_ûùÄû ij LêaþgúNâ aêSûcYû_Zâ Êûle ùja ùaûfò cêLý gûi^ iPòa @ûùfûP^û _ùe MYcû¤cKê KjòQ«ò û

This website uses cookies.